ଜାଲ ଦସ୍ତଖତ କରି ଛୁଆଙ୍କ ଚାଉଳ, ଛତୁଆ ଓ ଅଣ୍ଡା ଖାଇଗଲେ ଦିଦି !
ଜାଲ ଦସ୍ତଖତ ମାରି ଛୁଆଙ୍କ ଚାଉଳ, ଛତୁଆ ଓ ଅଣ୍ଡା ଖାଇଗଲେ ଦିଦି । ଏ ଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ।
ଗାଁର ଅଙ୍ଗନୱାର୍ଡ଼ି କେନ୍ଦ୍ରରେ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ଖାଦ୍ୟକୁ ଦିଦି ମାମିନା ନାଏକ!-->!-->!-->…
ସରାଙ୍ଗ ବ୍ରାହ୍ମଣୀ ବ୍ରିଜ ଉପରେ ଦୁର୍ଘଟଣା ; ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଅଜଣା ଗାଡି ଧକ୍କାରେ ଆଜି ଜଣେ ସାଇକେଲ ଆରୋହୀ ଙ୍କ ମୃତ ଘଟିଛି । ମୃତକ ଜଣଙ୍କ ସରାଙ୍ଗ ଗ୍ରାମର ମାନଗୋବିନ୍ଦ ବେହେରା ବୋଲି ଜଣାପଡିଛି ।
ଆଜି ସକାଳ ସମୟରେ ସରାଙ୍ଗ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ!-->!-->!-->…
ଯୌତୁକ ନିର୍ଯ୍ୟାତନା ଅଭିଯୋଗ;ସ୍ୱାମି ନାମରେ କୋର୍ଟ ରେ ମାମଲା
ଯୌତୁକ ନିର୍ଯ୍ୟାତନା ଅଭିଯୋଗ ରେ ପତ୍ନୀ ନିଜର ସ୍ୱାମି ଓ ଶାଶୁ /ଶଶୁର ଙ୍କର ନାମରେଗନ୍ଦିଆ କୋର୍ଟ ରେ ମାମଲା ରୁଜୁ କରିଛନ୍ତି । ସୂଚନା ଅନୁଯାୟୀ , ନିହଲପ୍ରସାଦ ଥାନାର ନିହଲପ୍ରସାଦ ଗ୍ରାମର ଅଇଁଠୁ ସେଠୀ ଙ୍କର ପୁଅ ଦିପୁନା ସେଠୀ (୩୦) କୁ ଭୁବନ ଥାନାର ବାରୂଂହା b(କ )ଗ୍ରାମର ଅଲେଖ ସେଠୀ!-->…
ଗୁଣଦେଇ ଗ୍ରାମ ରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପାଇଁ ନିଧି ସଂଗ୍ରହ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ର ଗୁଣଦେଇ ଗ୍ରାମ ରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପାଇଁ ଆଜି ନିଧି ସଂଗ୍ରହ କରାଯାଇଛି । ଏହି ଅଭିଯାନ ଗୁଣଦେଇ ଗ୍ରାମ ସଭାପତି ଶ୍ରୀ ଧନେଶ୍ୱର ଦେହୁରୀ, ସମାଜ ସେବୀ ଶ୍ରୀ ଅରୁଣ କୁମାର ସାହୁ,ବିକାଶ ଦେହୁରୀ, ମାଧବାନନ୍ଦ ଦେହୁରୀ,ଆର୍ତ୍ତତ୍ରାଣ ଦେହୁରୀ!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଆଜି ବୁଧ ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ କାର୍ଯ୍ୟର ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇଲେ ମଧ୍ୟ ସମାଲୋଚନା ଶୁଣିବାକୁ ମିଳିବ । ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ ।!-->!-->!-->!-->!-->…
ଜାଣନ୍ତୁ କିପରି କରିବେ ଇ ଭୋଟର ଆଇଡି ଡାଉନଲୋଡ୍
ଭୋଟରମାନେ, ଭୋଟରପୋର୍ଟାଲ.ଇସିଆଇ.ଜିଓଭି.ଇନ୍ (voterportal.eci.gov.in) ଓ୍ବେବ୍ସାଇଟ୍ରେ ଲଗ୍ଇନ୍ କରି ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ । ଏହା ସହ ଭୋଟର ହେଲପ୍ଲାଇନ୍ ଆପ୍ ମାଧ୍ୟମରେ ମଧ୍ୟ ଭୋଟରମାନେ ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ ।
ଏହି ଆପ୍ ଗୁଗୁଲ ପ୍ଲେ!-->!-->!-->!-->!-->…
କାଉଁରିଆପାଳ ପ୍ରିମିୟର ଲିଗ- ୨୦୨୧ ଉଦଘାଟିତ
ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଠାରେ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟ ରେ କାଉଁରିଆପାଳ ପ୍ରିମିୟର ଲିଗ-୨୦୨୧ ଉଦଘାଟିତ ।
ପ୍ରଥମ ଦିନରେ ପସାସିଂହ କୁ ହରାଇ କାଉଁରିଆପାଳ ଓ ବାଙ୍ଗୁରସିଂହ କୁ ହରାଇ ତଳବାଘଲଣ୍ଡା ବିଜୟଲାଭ କରିଥିଲେ ।
ଗୁଣଦେଇ ଗ୍ରା:ପ ର ପୂର୍ବତନ ସରପଞ୍ଚ ତଥା!-->!-->!-->!-->!-->!-->!-->…
ତୃତୀୟ ମା ପିତ୍ତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଆଜି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୨ ତାରିଣୀ ପଡିଆ ଠାରେ ସାତ ଦିନ ଧରି ଚାଲିଥିବା ମା ପିତ୍ତାବଳୀ କ୍ରିକେଟ ମ୍ୟାଚ ର ଆଜି ରୋମାଂଚକ ଫାଇନାଲ ମ୍ୟାଚ ରେ ପଟଲା ଏକାଦଶ କୁ ଆଜି ଭେଟିଥିଲା ମହଲୁଣ୍ଡା ଟିମ।
ଟସ ଜିଣି ସମସ୍ତ ଉଇକେଟ ହରାଇ ୮୮ରନ କରିଥିବା ବେଳେ!-->!-->!-->!-->!-->…
ରାଜ୍ୟସ୍ତରୀୟ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଆଜି ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବେଡାପଡା ଗ୍ରାମରେ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ "ସୁବାଷ ମେମୋରିଆଲ " କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବଛା ବଛା ଆଠଟି ଦଳ ଭାଗ ନେଇଥିଲେ।
ଆଜିର ମ୍ୟାଚରେ ରାଇଜିଙ୍ଗ!-->!-->!-->!-->!-->…
ହାତୀ ଆକ୍ରମଣ ରେ ଜଣେ ଗୁରୁତ୍ତର ; ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଗୋବିନ୍ଦପୁର ଗୋଡିସାହିରେ ଗତକାଲି ବିଳମ୍ବିତ ରାତିର ହାତୀ ଆକ୍ରମ ଜଣେ ଗୁରୁତ୍ତର ।
ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୨.୩୦ ଘଟିକା ସମୟରେ ସ୍କୁଲ ବାରଣ୍ଡାରେ ସେହି ଗ୍ରାମ ଗୋଡିସାହିର ଜଣେ ଯୁବକ ଶୋଇଥିବା ବେଳେ ଏକ ଦନ୍ତା ତାଙ୍କୁ!-->!-->!-->!-->!-->…