News
lipub
samparksetu

ଢେଙ୍କାନାଳ ଜିଲ୍ଲାର ଏ-୧ ଗ୍ରେଡ଼ ମେଧାବୀ ଛାତ୍ର ଛାତ୍ରୀ ସାଧାରଣ ତନ୍ତ୍ର ଦିବସରେ ଜିଲ୍ଳାପାଳଙ୍କ ଦ୍ଵାରା…

ସ୍ଥାନୀୟ ଢେଙ୍କାନାଳ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଆଜି ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ କୋଭିଡ -୧୯ ନିୟମ ଅନୁପାଳନରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ

କମ୍ପାନୀ ଆଗରେ ଧାରଣାରେ ବସିଲେ ୬ଟି ପଞ୍ଚାୟତ ର ବାସିନ୍ଦା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇ ଠାରେ ଥିବା ଜିଏମ ଆଇରନ ଓ ଷ୍ଟିଲ କୋ. ଲିମିଟେଡ କମ୍ପାନୀ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବାରମ୍ବାର ଅଭିଯୋଗ ଆଣୁଛନ୍ତି। ସ୍ଥାନୀୟ ବିଧାୟକଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି

ଖବର ପ୍ରସାରଣ ପରେ ଦେବକୀଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା

ସ୍ବାମୀ ଏକା କରି ଆରପାରିକୁ ଚାଲିଗଲା ପରେ ଦୁଇଟି ପୁଅ ଯେ ଜଣେ ଦିନ ମଜୁରୀଆ ଓ ଅନ୍ୟ ଜଣେ ମାନସିକ ବିକୃତ। ନା ଅଛି ରୋଜଗାର ନା ଅଛି ଧନ ସମ୍ପତ୍ତି! ଦଇବ ଦେଇଛି ଦାରୁଣ ଦୁଃଖ। ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତା ଦେବକୀ ବେହେରା। ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବୁଢିବିଲି

ସ୍ବାମୀ ଚାଲିଗଲା ପରେ ୪ସନ୍ତାନ ଙ୍କୁ ନେଇ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ଶାନ୍ତି !

ସ୍ବାମୀ ଛାଡି ଆରପାରିକୁ ଚାଲିଗଲେ ତା ବାଦେ ଚାରି ସନ୍ତାନଙ୍କ ଲାଳନପାଳନ ବୋଝ ଉପରେ ଲଳିତା ବିଡା ସଦୃଶ। ନିଜେ ନଖାଇ ଚାରି ପିଲାଙ୍କ ପେଟ ପୁରାଇବାରେ ଅକ୍ଷମ ଶାନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୁସୁମଯୋଡି ପଞ୍ଚାୟତ ଶାଳପଡା ହରିଜନ ବସ୍ତିର ସ୍ବର୍ଗତ ମାର୍କଣ୍ଡ ନାଏକଙ୍କ

ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ;ଫାଇନାଲରେ ପୋଡ଼ାପଡ଼ା କୁ ହରାଇ ପଞ୍ଚୁପଟି ଚମ୍ପିୟାନ

ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଠାରେ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଗତ ୨୩ ଜାନୁଆରୀ ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ପ୍ରତିଦିନ ୭-୭ ଓଭର ବିଶିଷ୍ଟ ୪ଟି ଲେଖାଏଁ ମ୍ୟାଚ ଖେଳାଯାଉଥିଲା । ଅନ୍ତିମ ଦିବସରେ

ମୋବାଇଲ ଦେଲେନି ବୋଲି ଘର ଛାଡ଼ି ଦେଲେ !

ଆଜିର ଦୈନନ୍ଦିନ ଜୀବନରେ ମୋବାଇଲ ଫୋନ୍‌ ଏକ ଜରୁରୀ ବସ୍ତୁ ପାଲଟିଛି । ସକାଳୁ ରାତି ଯାଏ ସମସ୍ତଙ୍କୁ ଫୋନ୍‌ର ଆବଶ୍ୟକତା ନିହାତି ପଡ଼ୁଛି । ତେବେ କେବଳ ବଡ଼ ଲୋକ ନୁହେଁ ଛୋଟ ପିଲା ମଧ୍ୟ ଧୀରେ ଧୀରେ ମୋବାଇଲ ଆଡିକ୍ଟେଡ୍‌ ହୋଇପଡ଼ୁଥିବା ଦେଖିବାକୁ ମିଳିଛି । ଛୁଆ ଛୋଟ ଥିବାରୁ ତାଙ୍କ ଠାରୁ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜିର କର୍ମକ୍ଷେତ୍ରରେ କୌଣସି ପ୍ରତିରୋଧ କିମ୍ବା ପ୍ରତିବନ୍ଧକ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କାରୁ ମୁକ୍ତି ପାଇପାରିବେ ନାହିଁ। ନବମସ୍ଥ ଶୁକ୍ରଙ୍କ ପ୍ରଭାବରୁ ପରିବହନ, ବ୍ୟବସାୟ ଭଲରେ ଚାଲିବ। କ୍ରୀଡା, ଚଳଚ୍ଚିତ୍ର,

ସକାଳୁ ଖାଲି ପେଟରେ ପାଣି ପିଇଲେ ମିଳିଥାଏ ଏହି ସବୁ ଫାଏଦା

ପାଣି ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ । ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା ଶରୀରରେ ଥିବା ହାନିକାରକ ତତ୍ତ୍ୱ ମଧ୍ୟ ସହଜରେ ବାହାରି ଯାଇଥାଏ । ତେବେ ସକାଳୁ ଖାଲି ପେଟରେ ପାଣି ପିଇଲେ ମିଳିଥାଏ ଭରପୁର ଫାଇଦା । ସକାଳୁ ଉଠି ପାଣି ପିଇଲେ ମାସିକ ଧର୍ମ, ପରିସ୍ରା, ଗଳା

ଦଶମ ସୁରଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ର ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ

ଦଶମ ସୁରଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ର ଆଜି ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜିର ମ୍ୟାଚରେ ବାବା ସାଧୁଗିସେଇଁ କ୍ରିକେଟ ଟିମ ଏବଂ ମୂଳ।ଦେବୀ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଆଜିର ଏହି ମ୍ୟାଚ ରେ ପାଟରପଦା ଗ୍ରାମର ପରିଚାଳନା କମିଟିର ସମସ୍ତ

ଆଇଆଇଏମ୍‍ସିରେ ‘ଶାନ୍ତି ସାମ୍ବାଦିକତା’ ମନୋଗ୍ରାଫ୍‍ ଉନ୍ମୋଚିତ

ଗଣତନ୍ତ୍ର ଦିବସରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇ.ଆଇ.ଏମ୍‍.ସି), ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘ଶାନ୍ତି ସାମ୍ବାଦିକତା’ ଉନ୍ମୋଚିତ ହୋଇଛି । ଏହାକୁ ଉନ୍ମୋଚନ କରି ପ୍ରଫେସର ଦ୍ୱିବେଦୀ କହିଛନ୍ତି, ଏ ଦେଶ ହେଉଛି ଗୌତମ ବୁଦ୍ଧଙ୍କ ଦେଶ । ଏହି ମାଟିରେ ମହାବୀର ଜୈନ, ନାନକ,
error: Content is protected !!