ମା ବୁଢୀଦେଇ ଚ୍ୟାଲେଞ୍ଜର କପ୍ , ବାଘଲଣ୍ଡା ବିଜୟୀ
ଖରିଡାଳି ହାଇସ୍କୁଲ ଖେଳ ପଡିଆରେ ଚଳିତ ବର୍ଷର ମା ବୁଢୀଦେଇ ଚ୍ୟାଲେଞ୍ଜର କପ୍ ର ଏକ ମ୍ୟାଚ ରେ ଚାଇଁପୁର ଓ ବାଘଲଣ୍ଡା ମଧ୍ଯରେ ଖେଳା ଯାଇଥିଲା। ୧୨ ଓଭର ବିଶିଷ୍ଟ ମ୍ୟାଚ ରେ ଚାଇଁପୁର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୭୮ରନ କରିଥିଲା।
ତାର ଜବାବ ରେ ବାଘଲଣ୍ଡା ଦଳ!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ରାଶି କୁ ବିଦ୍ୟାଳୟର ଭିତ୍ତିଭୂମିକୁ ବିକାଶ ପଥରେ ଆଗେଇବାକୁ ମୋ ସ୍କୁଲ ଅଭିଯାନ କୁ ଦାନ
ଚଳିତ ଶିକ୍ଷା ବର୍ଷରେ ନୂଆଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟର ଗତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବାଧିକ ପାସ୍ ହାର ରଖୁଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ରାଶି ଏକଲକ୍ଷ ଟଙ୍କା ପରିଷ୍କୃତ ହୋଇଥିଲା।
ଉକ୍ତ ରାଶିକୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟର ଭିତ୍ତିଭୂମିକୁ!-->!-->!-->…
ଢେଙ୍କାନାଳର ଆପ୍ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା ବସ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପାଳନ ହୋଇଯାଇଛି । କର୍ମୀମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ଏକତ୍ରିତ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଏବଂ ବରିଷ୍ଠ!-->…
ଶିଳ୍ପାୟନକୁ ତ୍ୱରାନ୍ବିତ କରି ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦାବି
ଢେଙ୍କାନାଳ ବିକାଶ ପରିଷଦର ଆବାହକ ଶ୍ରୀ ରାଜା ନାରାୟଣ ତ୍ରୀପାଠୀଙ୍କ ପ୍ରେସ ଇସ୍ତିହାରରେ ଢେଙ୍କାନାଳର ବିକାଶ ନିମନ୍ତେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।
ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ବୃହତ୍ତ ଶିଳ୍ପକୁ ଗତିଶୀଳ ଓ କ୍ରିୟାଶୀଳ କରାଇ ନିଯୁକ୍ତି ସୃଷ୍ଟି କରିବା। ଏଥି ମଧ୍ୟରେ ୧୬୦୦୦!-->!-->!-->…
ଧଉରାମରା ଗ୍ରାମରେ ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଧଉରାମରା ଗ୍ରାମରେ ଦନ୍ତା ଆକ୍ରମଣରେ ପ୍ରାଣ ହରାଇଲେ ବୃଦ୍ଧ । ମୃତକ ଜଣଙ୍କ ମୁଲିଆପୁର ଗ୍ରାମର ଲକ୍ଷ୍ମଣ ମହାନ୍ତି ।
ସୂଚନା ଅନୁଯାୟୀ ଲକ୍ଷ୍ମଣ ମହାନ୍ତି ଧଉରାମରା ଗ୍ରାମରେ ତାଙ୍କ ଝିଅ ଘରକୁ ଆସିଥିଲେ । ତାଙ୍କୁ ପରିଶ୍ରା ଲାଗିବାରୁ ଆଜି!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ମାନସିକ ସ୍ବାସ୍ଥ୍ୟ ଭଲ ନ ରହିଲେ ମଧ୍ୟ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। ଅତ୍ୟଧିକ ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ। ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ ରହିଯାଇଥିବା ଆନୁଷ୍ଠାନିକ କାମ ପାଇଁ!-->!-->!-->!-->!-->…
୨ୟ ପ୍ରହ୍ଲାଦ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବାବା କପିଳେଶ୍ବର କ୍ରିକେଟ୍ କ୍ଳବ,ଭାଲିଆପାଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ପ୍ରହ୍ଲାଦ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍ ରେ ସାମ୍ନା ସାମ୍ନି ହୋଇଥିଲେ ଭୁବନ କ୍ରିକେଟ୍ ଦଳ ଓ ମୃଦଙ୍ଗା କ୍ରିକେଟ୍ ଦଳ ୨୦ଓଭର ବିଶିଷ୍ଟ ମ୍ୟାଚ୍ ରେ ମୃଦଙ୍ଗା କ୍ରିକେଟ୍ ଦଳ ପ୍ରଥମେ!-->…
ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ୍ ରେ ସୋଲାର କ୍ରିକେଟ କ୍ଳବ
ମା ଅନ୍ଧାରୀ କ୍ରିକେଟ୍ କ୍ଳବ, ବେଡାପଡା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ମ୍ୟାଚ୍ ରେ ଅନୁଗୁଳ କ୍ରିକେଟ୍ କ୍ଳବ ଓ କଟକ ସୋଲାର କ୍ରିକେଟ୍ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ସୋଲାର କ୍ରିକେଟ୍ କ୍ଳବ କଟକ ଟସ୍ ବିଜୟୀ ଲାଭ!-->!-->!-->…
ଫେସବୁକ୍ ଲାଇଭରେ ସୁଇସାଇଡ୍ କଲେ ଯୁବକ, ଭାଇରାଲ ହେଲା ଭିଡିଓ !
ଫେସ୍ବୁକ୍ରେ ଲାଇଭ୍ ସୁଇସାଇଡ୍ କଲେ ଯୁବକ । ଲାଇଭ ଭିଡ଼ିଓରେ ତାଙ୍କ ମୃତ୍ୟୁ ପାଇଁ ଭାଉଜଙ୍କୁ ଦୋଷ ଦେଲେ ଯୁବକ, ଭାଇର କିଛି ଦୋଷ ନଥିବା କହିଲେ ଯୁବକ । ଢେଙ୍କାନାଳ ସଦର ଥାନା ତରଭା ଗାଁର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଯୋଗ୍ୟ କି ,!-->!-->!-->!-->!-->…
ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ
କୋଭିଡର ନିୟମାବଳୀ କୁ ଆଖି ଆଗରେ ରଖି ଆଜି ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ସ୍ଥିତ ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ ହେଇଯାଇଛି।
ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ!-->!-->!-->…