ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଂକଟ ଲାଗି ରହିଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ଏହି ଚିନ୍ତାରେ ପାଖ ମାଡିବେ ନାହିଁ। ମହିଳାମାନେ ମନକୁ ବୁଝାଇ ରହିବାକୁ ବାଧ୍ୟ ହେବେ।
!-->!-->!-->!-->!-->…
ନେତାଜୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଢେଙ୍କାନାଳ ଦେଉଳସାହି ନେତାଜୀ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ଚଳିତ ବର୍ଷର ନେତାଜୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଶ୍ରୀଯୁକ୍ତ ଦୀପକ କୁମାର ମିଶ୍ର ଉଦ୍ଘାଟନ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।
ଉଦଘାଟନ ମ୍ୟାଚ୍!-->!-->!-->…
ଗଁଦିଆ ଚ୍ୟାଲେଂଜର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଗଁଦିଆ ଖେଳ ପଡିଆରେ ଗଁଦିଆ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ଚ୍ୟାଲେଂଜର କପ୍ ର ଫାଇନାଲ ମ୍ୟାଚ୍ ରେ ଗଁଦିଆ ପାଟଣା ବନାମ ଭୁବନ କ୍ରିକେଟ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ଦୁଇ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ଖେଳ ପ୍ରଦର୍ଶନ କରି ଫାଇନାଲରେ ସାମ୍ନାସାମ୍ନି ହୋଇଥିଲେ । ଭୁବନ!-->!-->!-->…
ମା ଥାନପତି ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଆଜି ଓଡ଼ାପଡ଼ା ବ୍ଲକ ମିନିଷ୍ଟାଡିୟମ ଠାରେ ମା ଥାନପତି କ୍ରିକେଟ କପ୍ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୧୬ ଟି ଟିମ୍ କୁ ନେଇ ଗତ ୯ ତାରିଖରୁ ଆରମ୍ଭ ହୋଇ ଥିବା କ୍ରିକେଟ ସିରିଜ ଆଜି ଅପରାହ୍ନରେ ପୁରସ୍କାର ବିତରଣ କରାଯାଇଛି।
୨୦ ଓଭର୍ ବିଶିଷ୍ଟ ଫାଇନାଲ ମ୍ୟାଚ ରେ ପ୍ରଥମେ ବିନଦାସ!-->!-->!-->…
ଜାଣନ୍ତୁ କିପରି କଟିବ ଆଜିରଦିନ
ମେଷ
ଆଜିର ଏକାଦଶ ଚନ୍ଦ୍ର ସଙ୍ଗକୁ କର୍ମସ୍ଥଗ୍ରହ ପ୍ରଭାବରୁ ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିରତା ରହି ନ ପାରେ। ଜମିଜମା, କଳ କାରଖାନା, ଜଳ, ତୈଳ ବ୍ୟବସାୟରୁ ଲାଭବାନ ହେବେ।!-->!-->!-->!-->!-->…
ମୋ ଆଖି ଲୁହରେ
ମୋ ଆଖି ଲୁହରେ ତୋ ପାଦ ଧୋଉଛିପଣତେ ଦେଉଛି ପୋଛିଭୁଲ୍ ବୁଝିବୁନି ମୋ କଳା ଠାକୁରଧରିବୁନି ଦୋଷ କିଛି ।ତୋ ପାଇଁ ଆଜି ଦୁନିଆ ଦେଖୁଛିଚାଲୁଛି ମୁଁ ରେ ବାଟକେତେବେଳେ ଝଡ ତୋଫାନରେଭରା କଣ୍ଟା ହୁଏ ଚଲାପଥ ।ସେ ଚଲାପଥରେ ମୁଁ ରେ ଚାଲୁଛିଲହୁ ଲୁହରେ ମୁଁ ଭିଜିରେ ସାରିଛିତଥୀପି ତୋତେ ଖୋଜୁଛି!-->!-->!-->…
ଗ୍ୟାସଟାଙ୍କି ଫାଟି ମହିଳାଙ୍କ ମୃତ୍ୟୁ , ସ୍ୱାମୀ ଗୁରୁତ୍ତର !
ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ମହିଳାଙ୍କ ମୃତ୍ୟୁ, ସ୍ତ୍ରୀ କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତ୍ତର । ଏଭଳି ଅଘଟଣ ଘଟିଚି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଉପର ନୁଆ ସାହିରେ ।
ସୂଚନା ଅନୁଗତକାଲି ଇନ୍ଦିପୁର ଗ୍ରାମର ଶୈଳବାଳା ପାତ୍ର ରୋଷେଇ କରୁଥିବା ସମୟରେ!-->!-->!-->…
ଅଗ୍ନିକାଣ୍ଡ ରେ ଚାଳ ଘର ସହ ଜଳିଗଲା ଶହେ ବସ୍ତା ଧାନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଚାଳ ଘର ସହ ଶହେ ବସ୍ତା ଧାନ ଜଳି ପାଉଁଶ ହୋଇଯାଇଛି ।
ସୂଚନାଯୋଗ୍ୟ କି , ଉକ୍ତ ଗ୍ରାମର କୃପାସିନ୍ଧୁ ସାହୁ ଙ୍କ ଚାଳ ଘରେ ଆଜି ସକାଳ ୧୦.୩୦ ମିନିଟ ରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଏହି!-->!-->!-->…
ଭୂମିହୀନ ମାନଙ୍କୁ ଘରଡିହ ପଟ୍ଟା ପାଇଁ ଦାବି ; ତହସିଲଦାର ଙ୍କୁ ଘେରିଲେ
ରାଜ୍ୟ ସରକାର ଜାଗା ମିଶନ ସମ୍ପର୍କରେ ଡିମଡିମ୍ ପିଟୁଥିବା ବେଳେ ଆଜି ସଦର ବ୍ଲକ ଅତିରିକ୍ତ ତହସିଲଦାର ଙ୍କୁ ଘେରିଥିଲେ ସଦର ବ୍ଲକ ଧୀରପାଟଣା ପଞ୍ଚାୟତର ଗଙ୍ଗାଧର ପ୍ରସାଦ ଓ ସରଧାପୁରର ଭୂମିହୀନ ମହିଳା ମାନେ । ସେହି ଜାଗାରେ ଗତ ୭୦ ବର୍ଷ ପୂର୍ବରୁ ଲୋକମାନେ ରହିଆସୁଥିବା ବେଳେ ସେମାନଙ୍କୁ!-->…
ସଦର ବ୍ଲକରେ ଚାଷୀଙ୍କୁ ମିଳୁନି ରବି ଫସଲ ବିହନ ,ଡାଲି ଜାତୀୟ ବିହନ ହଡପ ଅଭିଯୋଗ ରେ ଦାବିପତ୍ର
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ପଞ୍ଚାୟତରେ ଚାଷୀଙ୍କୁ ମିଳୁନାହିଁ ରବି ଫସଲ ବିହନ କିଟ୍ । ୨୫୦ ରୁ ଉର୍ଦ୍ଧ୍ୱ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ମାତ୍ର ୮୦ ଜଣ ଚାଷୀଙ୍କୁ କି ଟ୍ ପ୍ରଦାନ କରାଯାଇଛି ।
ସେଥି ମଧ୍ୟରୁ କେତୋଟି ଘରେ ଦଶ ରୁ ପନ୍ଦର ଟି ଲେଖାଏଁ କିଟ୍!-->!-->!-->…