ଟକ୍ର ଧକ୍କାରେ ମହିଳା ମତୃ ,ଅଞ୍ଚଳରେ ଉତ୍ତେଜନା
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଗୋବିନ୍ଦପୁର ପଞ୍ଚାୟତ ଗହମଖୁଣ୍ଟି ଠାରେ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ , ସଦର ଥାନା ଅନ୍ତର୍ଗତ ବିରାଡିଆ ଗ୍ରାମର ବାବୁ ନାୟକଙ୍କ ପତ୍ନୀ ଇନ୍ଦିରା ନାୟକ ବୁଧବାର ମଧ୍ୟାହ୍ନରେ ସମ୍ପର୍କୀୟ ସହ!-->!-->!-->…
କଁଅଳ ବୟସରେ ଦାରୁଣ ଦୁଃଖ ; ଭିକ୍ଷା ବୃତ୍ତିରେ ବନ୍ଧା ଶୈଶବ
ସହର ମଧ୍ୟରେ ଭିକ୍ଷାବୃତ୍ତି କରୁଛନ୍ତି ନିରୀହ ଶିଶୁ । ତଥାପି ଅଧିକାରୀ ଙ୍କ ଆଢୁଆଳରେ ରହିଛି ଏହି ଘଟଣା । ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସହର ବାସୀ । ଶିଶୁ ସୁରକ୍ଷା ନେଇ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ସହର ମଧ୍ୟରେ ଏଭଳି ଦୃଶ୍ୟ ଦେଖିଲେ ସବୁ ଯୋଜନା ଯେପରି!-->!-->!-->…
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଘଟଣା, ଶବ ରଖି ପ୍ରତିବାଦ
ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ ଏନଏସି ଅନ୍ତର୍ଗତ ୯ ନଂ ୱାର୍ଡରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଶବ ରଖି ପ୍ରତିବାଦ କରିବା ସହିତ କ୍ଷତି ପୂରଣ ଏବଂ ହାତୀଙ୍କ ଉପଦ୍ରଵକୁ ସୁରକ୍ଷା ଦେବାକୁ ଦାବି!-->…
ବିଦ୍ୟୁତ୍ ଆଘାତରେ ଜଳିଗଲେ ବ୍ୟକ୍ତି
ଆଜି ଅପରାହ୍ନରେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅନ୍ତର୍ଗତ ଗମରଗୋଡା ମୌଜା ନିକଟରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ ନିକଟରେ ଯାଇଥିବା ୧୩୨ କେଭି ବିଦ୍ୟୁତ୍ ଟାୱାର ସଂସ୍ପର୍ଶରେ ଆସି ଏକ ଅଜଣା ବ୍ୟକ୍ତି ପୋଡ଼ିଯାଇଥିବା ଦେଖିବାକୁ ମିଳିଛି ।
!-->!-->…
ଶିକ୍ଷକ ଅଭାବରୁ ସ୍କୁଲରେ ପକାଇଲେ ତାଲା
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବରଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ଫଳରେ ଛାତ୍ର ଛାତ୍ରୀ ପାଠ ପଢ଼ାରେ ନାହିଁ ନଥିବା ଅସୁବିଧା ଦେଖା ଦେଇଛି । ଯାହାକୁ ନେଇଁ ଅବିଭାବକ ଓ ଛାତ୍ର ଛାତ୍ରୀ ମହଲରେ ଅସନ୍ତୁଷ୍ଟ ଦେଖା ଦେଇଛି । ଉଚ୍ଚ ପ୍ରାଥମିକ!-->…
ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା ; ପ୍ରେମିକ ମୃତ ,ପ୍ରେମିକା ଗୁରୁତର
ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗ୍ରାମରେ ଅଘଟଣ ,ପ୍ରେମରେ ଅସଫଳ ହୋଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, ପ୍ରେମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଅରାତଇଲା ଗ୍ରାମ ନିକଟ ଆମ୍ବଗଛ ଆମୂହତ୍ୟା ଉଦ୍ୟମ!-->…
ଟଙ୍କା ଲୁଟ ଘଟଣାକୁ ଆଧାର କରି ଜଣକୁ ଗିରଫ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ଏନଏସିରେ ଜଣେ ଯୁବକ ସନ୍ଦେହ ଜନକ ଭାବରେ ଭାବରେ ବୁଲୁଥିବା ବେଳେ ପୋଲିସ ଯୁବକଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।
ରବିବାର ଅପରାହ୍ନରେ କଟକ ନରସିଂହପୁର ପାର୍ଶ୍ଵରୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ହିନ୍ଦୋଳ ଏନଏସି!-->!-->!-->…
ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ସନ୍ଦେହ ଜନକ ଭାବରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ହରିହରପୁର ଗାଁର ମଙ୍ଗୁଳୁ ସାମଲଙ୍କ ପୁଅ ମହେଶ୍ବର ସାମଲ ( ୨୮) କୌଣସି କରଣରୁ ଘରୁ ରାଗି କେଉଁଆଡେ ଚାଲିଯାଇଥିଲେ ।ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ!-->…
ଶୌଚ ହେବାକୁ ଯାଇଥିଲେ ,ଦଳିଦେଲା ଦନ୍ତା !
ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ମଣିଷ ମରିବା ଦୈନନ୍ଦିନ ଘଟଣା ପାଲଟିଛି l ଆଜି ସନ୍ଧ୍ୟା ୫ ଘଟିକା ସମୟରେ ହିନ୍ଦୋଳ ଏନଏସି ୱାର୍ଡ ନଂ - ୯ ପୁରୁଷଶୋତମପୁର ଗ୍ରାମର ନାରାୟଣ ନାଏକ(୫୮) ଶୌଚ ହେବାକୁ ନିଜ ବାଡ଼ିକୁ ଯାଇଥିବାବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିବାର ଜଣା ପଡ଼ିଛି ।
!-->!-->!-->…
ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ
ଗତକାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ଢେଙ୍କାନାଳ ସହରସ୍ଥ ବାଣିଜ୍ୟ ଭବନ ଠାରେ ଢେଙ୍କାନାଳ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଭା ଦ୍ୱାରା ଆହୁତ ଏକ ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ଏହି ପରାକ୍ରମୀ ଓ ସ୍ୱାଭିମାନୀ ଜାତିର ଦିବଂଗତ!-->…