News
lipub
samparksetu

ପାରିବାରିକ କଳହ କୁ ନେଇ ଏସିଡ ମାଡ

ଭୁବନ ବ୍ଲକ ବାଳିବୋ ପଞ୍ଚାୟତ ଅନ୍ତର୍ଗତ ଗଡଗହମପୁର୍ ଗ୍ରାମ ର ୱାର୍ଡ ନମ୍ୱର ୬ ଲତାବିଲ ସାହିରେ ପାରିବାରିକ କଳହକୁ ନେଇ ଏସିଡ ମାଡ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ କି , ଗ୍ରାମର ଯୋଗୀ ନାୟକଙ୍କ ସାନପୁଅ ଭାଗିରଥି ନାୟକ (୪୦) ରାତି ପ୍ରାୟ ୧୦ଟା ବେଳେ ଏସିଡ ମାଡ ହୋଇଥିବା ଜଣାପଡିଛି

ନାତି ବେକରେ ଛୁରି ଲଗାଇ ଲୁଟ

ଭୁବନ ଥାନା ବାଲିବୋ ପଞ୍ଚାୟତ ଗରୁଡ଼ବନ୍ଧି ଗ୍ରାମ ରେ ଘରେ ପସି ଲୁଟିନେଲେ ସାଠିଏ ହଜାର ଟଙ୍କା ଓ ଚାରି ଭରି ସୁନା । ଏପରି ଘଟଣା ଘଟିଛି ଗରୁଡବନ୍ଦୀ ରାଉତ ସାହିରେ । ଶୁକ୍ରବାର ରାତ୍ରୀ ଗୋଟାଏ ସମୟରେ ତିନି ଜଣ ଲୁଟେରା ମୁହଁରେ ଗାମୁଛା ଘୋଡାଇ ଗ୍ରାମର ବିଜୟ ରାଉତ ଘରେ ପସିଥିଲେ ।

ଅଧ୍ୟାପକଙ୍କ ବଦଳି ବାତିଲ ଦାବିରେ କଲେଜ ଅଧକ୍ଷଙ୍କୁ ଘେରିଲେ ଛାତ୍ରଛାତ୍ରୀ

କାମାକ୍ଷାନଗର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ମଦନ ମୋହନ ବରାଳ ଙ୍କର ୮ ମାସ ଚାକିରୀ ରହିଛି l କିନ୍ତୁ ସରକାର ଏହାକୁ ନଜର ନକରି ଶ୍ରୀ ବରାଳ ଙ୍କୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଦଳି କରିଥିଲେ l ଏହି ବଦଳି କୁ ବିରୋଧ କରି ଅଧ୍ୟାପକ ଶ୍ରୀ ବରାଳ ଉଚ୍ଚ ନ୍ୟାୟାଳୟ ରେ ଦ୍ୱାରସ୍ଥ

ତପୋବନ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ତପୋବନ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ନଭେମ୍ବର ୨୨ତାରିଖରେ ଶ୍ରୀ ମହିମା ଗୋସାଇଁଙ୍କ ତପୋବନ ମେଳା ଅନୁଷ୍ଠିତ ହେବ l ଏହି ସ୍ଥାନରୁ ହିଁ

ରାଜପଥ ଉପରେ ହାତୀପଲ

କାମାକ୍ଷାନଗର ୧୪୯ ନଂ ଜାତୀୟ ରାଜପଥ ଉପରେ ୪୬ ଟିକିଆ ହାତୀପଲ ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତାରେ ଜାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ରାସ୍ତା ପାର ହୋଇ ହାତୀପଲ ଏବେ ମହାବିରୋଡ଼ ରେଞ୍ଜ ପରମହଂସପୁର ଗ୍ରାମନିକଟରେ ଥିବାର ସୂଚନା ମିଳିଛି । ହାତୀପଲ ଉପରେ ବନବିଭାଗ

ଟ୍ରାନ୍ସଫର୍ମର ସଂସ୍ପର୍ସରେ ଆସି ଷଣ୍ଢ ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ପରମହଂସପୁର ଛକ ନିକଟରେ ବସିଥିବା ୧୬ କେଭି ର ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ସୋମବାର ସକାଳ ପ୍ରାୟ ୬ ଘଟିକା ସମୟରେ ଏକ ଷଣ୍ଢ ର ମୃତ୍ୟୁ ଘଟିଛି । ସୋଚନା ଯୋଗ୍ୟ କି , ଉକ୍ତ ବିଦ୍ୟୁତ

ନକଲି ଡାକ୍ତରଙ୍କୁ ଗିରଫ କଲା ପୋଲିସ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଇଥିବା କାରଣରୁ ଏହାର ସୋଯୋଗ ନେଇ କିଛି ନକଲି ଡାକ୍ତର ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ନିରୀହ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନାଁ ରେ ଶୋଷଣ କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଏହି ବ୍ଲକ ଅନ୍ତର୍ଗତ

ଜଣେ ଶିକ୍ଷକରେ ଚାଲିଛି ଗହ୍ମାରିଆ ପ୍ରାଥମିକ ବିଦ୍ୟାଳୟ

ଗଁଦିଆ ବ୍ଲକ୍ ଅନ୍ତର୍ଗତ କାଶୀପୁର ପଞ୍ଚାୟତର ଆଦିବାସୀ ଅଂଚଳ ଗହ୍ମାରିଆ । ଏହି ଗ୍ରାମରେ ଆଦିବାସୀ ମାନଙ୍କର ଶିକ୍ଷାର ବିକାଶ ଓ ସାମଗ୍ରିକ ଉନ୍ନତୀ ପାଇଁ ପ୍ରତିଷ୍ଠିତ ହୋଇଛି ଗହ୍ମାରିଆ ପ୍ରାଥମିକ ବିଦ୍ୟାଳୟ। ୧ମରୁ ୫ମ ଶ୍ରେଣୀ ରହିଥିବାବେଳେ ପିଲା ସଂଖ୍ୟା ୬୧ ଓ ଶିକ୍ଷକ ସଂଖ୍ୟା ଏକ I

ଦୁର୍ନୀତି ନିବାରଣ ସଚେତନତା ଶିବିର ଅନୁଷ୍ଠିତ

ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ଥାନୀୟ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଭାପୁର ୟୁକୋ ବ୍ୟାଙ୍କ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ବ୍ଯାଙ୍କର ଶାଖା

ଗଜଲଷ୍ମୀ ପୂଜାର ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ପ୍ରସିଦ୍ଧ ଗଜଲଷ୍ମୀ ପୂଜାର ଭସାଣି ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ଗଜଲଷ୍ମୀ ଙ୍କ ଭସାଣି ଉତ୍ସବ ୮ ନଭେମ୍ବର ସକାଳ ୮.୩୦ ଘଟିକାରୁ ଆରମ୍ଭ ହେବ l ଏହି
error: Content is protected !!