ଅର୍ଥ ସାଜିଛି ବାଧକ, ଅସହ୍ୟ ଯନ୍ତ୍ରଣାରେ ଛଟପଟ କୌଶଲ୍ୟା
କୋଶଲ୍ଯା ବେହେରା ବୟସ ୧୫ , ଜୀବନ କଣ ଜାଣିବା ପୂର୍ବରୁ ଏହି ନାବାଳିକାଙ୍କ ଜିଭ ତଳେ ମାଂସ ପିଣ୍ଡୁଳା ବୃଦ୍ଧି ପାଇବାରେ ଲାଗିଛି। ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ବାପା ଜଣେ ଦିନ ମଜୁରିଆ ହୋଇଥିବା ରୁ ଝିଅର ଚିକିତ୍ସା କରିପାରୁନାହାଁନ୍ତି ।!-->…
ବସଷ୍ଟାଣ୍ଡ ସାଜିଛି ଦୁର୍ଘଟଣା ପ୍ରବଣସ୍ଥାନ
କରୋନା କାୟାରେ ସବୁଆଡେ ହାହାକାର ଥିବା ବେଳେ ଧୀରେଧୀରେ ସୁଧାର ଆସୁଛି ପରିସ୍ଥିତିରେ । ଅନଲକ ଆରମ୍ଭ ହୋଇଛି ଚଳପ୍ରଚଳ ଆରମ୍ଭ ହୋଇଛି, ସ୍ୱାଭାବିକ ହେବାରେ ଲାଗିଛି ଧନଜୀବନ ।
ତେବେ ସହର ମଧ୍ୟସ୍ତିତ ଢେଙ୍କାନାଳ ବସଷ୍ଟାଣ୍ଡ ତଥା ସର୍କିଟ ହାଉସ ସମ୍ମୁଖରେ ଥିବା ପିଡବ୍ଲୁଡି ରାସ୍ତାର!-->!-->!-->…
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଅବ୍ୟବସ୍ଥା , କେଉଁଠି ପାଣି ଟ୍ୟାପ ନାହିଁ ତ କେଉଁଠି ବଲବ
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ସବୁ ସମୟରେ ନାନା ସମସ୍ୟା ଲାଗିରହିଛି l ଯାହା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ବର୍ଷ ଦୁଇଟି ନପୂରୁଣୁ ସାତ ମହଲା ବିଶିଷ୍ଟ ହସ୍ପିଟାଲରେ ବିଭିନ୍ନ ପ୍ରକାର ଚୋରି ଥମିବାର ନା ନେଉନାହିଁ l
କୌଣସି ଶୌଚାଳୟ ରେ ପାଣି!-->!-->!-->!-->!-->…
ଗଁଦିଆ ବ୍ଲକ ପିଙ୍ଗୁଆ ପଞ୍ଚାୟତ ଟୋଲରପଶି ଗାଁର ୧୫୦ ପରିବାର ପାଇଁ ସମସ୍ୟା ସାଜିଛି ପାନୀୟ ଜଳ
ଗଁଦିଆ ବ୍ଲକ ପିଙ୍ଗୁଆ ପଞ୍ଚାୟତ ଟୋଲରପଶି ଗାଁର ୧୫୦ ପରିବାର ପାଇଁ ସମସ୍ୟା ସାଜିଛି ପାନୀୟ ଜଳ ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ଗାଁର ସବର ସାହି ନିକଟରେ ଥିବା ବହୁ ପୁରୁଣା ଗୋଟିଏ କୂଅ ହିଁ ସାହା। ସବର ସାହି ଓ ଗୋପାଳ ସାହିର ଲୋକଙ୍କ ପାଇଁ ଗୋଟିଏ କୂଅ ଭରଷା।
ବହୁତ ବର୍ଷ ତଳେ!-->!-->!-->!-->!-->…
ଘର ନିର୍ମାଣ ପରେ ମିଳୁନି ଏନଆରଜିଏସ ଟଙ୍କା
ଗରିବ ଲୋକଙ୍କୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେଉଛନ୍ତି। ଯାହାର ଅଟକଳ ପରିମାଣ ହେଉଛି ୧,୨୦,୦୦୦ ଟଙ୍କା। ଘର ନିର୍ମାଣ ପାଇଁ ସରକାର ଅଗ୍ରୀମ କିସ୍ତି ଆକାରରେ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି। ପ୍ରଥମ କିସ୍ତିରେ ୨୦,୦୦୦ ଟଙ୍କା ଦେଇଥାନ୍ତି, ଯେଉଁ!-->…
ହେ ବୀରପୁତ୍ର, ତୁମ ସାହାସର ଗାଥା ସାରା ମାନବ ସର୍ବଦା ମନେ ରଖିବ
୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ମୁହଁକୁ ମୁହଁ ଦିଶୁନି ତିନି ଦିନ ହେଲା ମେଘ, ବର୍ଷା, ବିଜୁଳି ଓ ଘଡଘଡିର ତାଣ୍ଡବଲୀଳା ଚାଲିଛି ସେଇ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଛନ୍ତି ବାଳକ ବୀର ବାଜି ରାଉତ ସେ!-->…
ଖବର ପ୍ରସାରଣ ର ପ୍ରଭାବ ; ପାଣି ନଜମିବା ପାଇଁ ମରାମତି ହେଲା ରାସ୍ତା
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ବଜାରରେ ଅସରାଏ ବର୍ଷା ହେଲେ ବର୍ଷା ପାଣି ଗାଁ ଏବଂ ବଜାର ଦୁଇ ଭାଗ କରିଦେଉଥଲା । ଯୋରନ୍ଦା ଗାଁ ମୁଣ୍ଡ ଶିବ ମନ୍ଦିର ପାଖରେ ଥିବା ଚାରି ଛକରୁ ଗୋଟିଏ ପଟେ କଲୁରୀଆକୁ ରାସ୍ତା, ଡାହାଣ କୁ ଯୋରନ୍ଦା ଗାଁ ଓ ସିଧା ଗଲେ!-->…
ଇତିହାସର ନୂଆ ପୃଷ୍ଠା, ଚାନ୍ଦା ବିହୀନ ହେବ ଲକ୍ଷ୍ମୀପୂଜା ୨୦୨୦
ଚଳିତ ବର୍ଷ ଅକ୍ଟୋବର ୩୦ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ପରମ୍ପରା ଓ ଐତିହ୍ୟକୁ ବଜାଇ ରଖିବା ସହ କରୋନା ମହାମାରୀକୁ ଦୃଷ୍ଟି ରେ ରଖି ୫ ଅକ୍ଟୋବର ଦିନ ଜିଲ୍ଲା ପରିଷଦ ସମ୍ମୀଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । କରୋନା କଟକଣାକୁ ଆଖି ଆଗରେ ରଖି ପ୍ରଶାସନ!-->…
ମୃତକଙ୍କୁ ସମ୍ମାନ, ବିଦ୍ୟୁତ୍ ଚୁଲା ପାଇଁ ଦାବି
ସାଧାରଣତଃ ମଣିଷ ମୃତ୍ୟୁ ପରେ ସଂସ୍କାର ପୂର୍ବକ ଶବ ସତ୍କାର କରାଯାଇଥାଏ। ଏ ବ୍ୟବସ୍ଥା ପୁରାତନ ଯୁଗରୁ ଚାଲି ଆସୁଥିବାବେଳେ ଢେଙ୍କାନାଳ ସହରବାସୀ ବା ଏଠିକାର ଡାକ୍ତରଖାନାରେ ମୃତୁ୍ୟବରଣ କରୁଥିବା ସବୁ ଲୋକଙ୍କ ଭାଗ୍ୟରେ ଲେଖା ନାହିଁ। ସହର ଉପକଣ୍ଠରେ ଥିବା ଶ୍ମଶାନରେ ସତ୍କାର ପାଇଁ ଉପଯୁକ୍ତ!-->…
ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓପୁଟସାହି ଗ୍ରାମରେ ରହିଛି ଦୁଇଟି ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର । ତେବେ ଏନେଇ ଅଞ୍ଚଳ ବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ସୂଚନା ଅନୁଯାୟୀ କନ୍ତିଓପୁଟସାହି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ନିକଟରେ ଏବଂ!-->!-->!-->…