ଖବର ପ୍ରସାରଣ ପରେ କାର୍ଯ୍ୟକ୍ଷମ ହେଲା ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ର ଲିଫ୍ଟ
ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ହୋଇଥିବାରୁ ଜିଲ୍ଲାର ପ୍ରାୟ ସମସ୍ତେ ଏହି ମେଡ଼ିକାଲ୍ ଉପରେ ନିର୍ଭରଶୀଳ ତେବେ ୬ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ୪ଟି ଲିଫ୍ଟ ଲାଗିଥିବା ବେଳେ ୩ଟି ଲିଫ୍ଟ କାମ କରୁନଥିବାର ଦେଖାଦେଇଥିଲା ।
ପୂର୍ବରୁ ପ୍ରସାରିତ ଖବର
ତେବେ ଏ ନେଇ ଆମେ କିଛି ଦିନ ତଳେ!-->!-->!-->!-->!-->…
ଆମର ପ୍ରଭାବ ; ବର୍ଷା ପରେ ବାଇଁଶିଆ-କଙ୍କା ସଡ଼କ ର ମରାମତି ପାଇଁ ବିଭାଗୀୟ ଅଧିକାରୀ ଦେଲେ ପ୍ରତିଶ୍ରୁତି
ଯୋରନ୍ଦା-କରମୂଳ ପୂର୍ତ୍ତ ବିଭାଗ ରାସ୍ତା ର ସଂଯୋଗୀକରଣ ବାଇଁଶିଆ-କଙ୍କା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଭୂକ୍ତ ରାସ୍ତା ର ଅଵସ୍ଥା ସୋଚନୀୟ । ବର୍ଷା ହେଲେ ପାଣି ଓ କାଦୁଆ ହୋଇ ଅନେକ ଦୁର୍ଘଟଣା ଏଠାରେ ଘଟିଥାଏ । ଡ୍ରେନ ର ସୁବିଧା ନ ଥିବା ହେତୁ ଏଠାରେ ବର୍ଷା ପାଣି ନିଷ୍କାସନ!-->…
ଆମର ପ୍ରଭାବ ; ଆଲୋକିତ ହେଲା ଗେଙ୍ଗୁଟିଆ ରେଲୱେ ଓଭରବ୍ରିଜ
ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ରେଲୱେ ଓଭରବ୍ରିଜ ଉପରେ ଲାଗିଥିବା ଲାଇଟ୍ ଗୁଡିକ କିଛିଦିନ ହେବ ଜଳୁ ନଥିବାର ଖବର ଆମେ ଗତ ଅଗଷ୍ଟ ୧୦ ତାରିଖ ରେ ଢେଙ୍କାନାଳ ଉପଡେଟ ରେ ପ୍ରସାରଣ କରିବା ସହ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲୁ ।
ପୂର୍ବରୁ ପ୍ରସାରିତ ଖବର
ତେବେ ଖବର!-->!-->!-->!-->!-->…
ଆମର ପ୍ରଭାବ ; ସଜଡ଼ା ହେଲା ଦୀର୍ଘ ଦେଢ଼ ବର୍ଷ ହେବ ବିପଦ ଶଂକୁଳ ଅବସ୍ଥାରେ ଝୁଲିଥିବା ବିଦ୍ୟୁତ ତାର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କୁଟୁନିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖରିଦାଳି ଗ୍ରାମରେ ବିପଦ ସଙ୍କୁଳ ଭାବେ ଗତ ଦେଢ଼ ବର୍ଷ ହେବ ଝୁଲିରହିଥିଲା ବିଦ୍ୟୁତ୍ ତାର, କର୍ତ୍ତୃପକ୍ଷ ଙ୍କୁ ଗ୍ରାମବାସୀ ଅନେକ ଗୁହାରୀ କଲା ପରେ ମଧ୍ୟ ତାହା ସମାଧାନ ହୋଇପାରିନଥିଲା ।
ପୂର୍ବରୁ ପ୍ରସାରିତ ଖବର!-->!-->!-->…
ରକ୍ତଦାତାଙ୍କ ମହାନତା ସମ୍ପର୍କ ସେତୁର ସଫଳତା, ମୋବାଇଲ ରେ ଯୋଗାଯୋଗ କରି ରକ୍ତ ପାଇଲେ ଗର୍ଭବତୀ ମହିଳା
ହାତପାହାନ୍ତାରେ ରକ୍ତଦାତା ପୁଣି ଅଵଶ୍ୟକୀୟ ଅଞ୍ଚଳ ଏବଂ ଆବଶ୍ୟକ ମୁତାବକ ବ୍ଲଡ଼ ଗ୍ରୁପ । ରକ୍ତଅଭାବ ଦୂରୀକରଣ ପାଇଁ ଢେଙ୍କାନାଳ ଜିଲ୍ଲା ବାସୀଙ୍କ ପାଇଁ ଆମର ଅଭିନବ ପ୍ରୟାସ ଅନଲାଇନ୍ ରକ୍ତସେବା ବା ' ସମ୍ପର୍କ ସେତୁ ' ।
କିଛିଦିନ ତଳେ ଢେଙ୍କାନାଳ ଅପଡେଟ୍ ର ଏହି ପ୍ରୟାସ ଯୋଗୁଁ!-->!-->!-->…
ଧର୍ମପରାୟଣ ମହିଳାଙ୍କ ପରଲୋକ
ଢେଙ୍କାନାଳ ସହର ନିବାସୀ ରାଜଲକ୍ଷ୍ମୀ ଶତପଥୀଙ୍କ (୬୩) ବର୍ଷ ବୟସରେ ପରଲୋକ ଘଟିଛି । ରାଜଲକ୍ଷ୍ମୀ ଜଣେ ଧର୍ମପରାୟଣ , ବନ୍ଧୁବତ୍ସଳ ଓ ପରୋପକାରୀ ମହିଳା ଥିଲେ । ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ, ଦୁଇ ଝିଅ ଜ୍ବାଇଁ, ପୁତ୍ରବଧୁ, ଭାଇ, ପୁତୁରା ଏବଂ ତାଙ୍କ ସ୍ୱାମୀ ଅବସର ପ୍ରାପ୍ତ ଡିଏଫଓ!-->…
ମୁଣ୍ଡିଆପଶି ଜଙ୍ଗଲରୁ ମୂଲ୍ୟବାନ ଗଛ କଟା ଘଟଣା ; ଗିରଫ୍ ହେଲେ ଆଉ ୨ ଅଭିଯୁକ୍ତ
ହିନ୍ଦୋଳ ବନଖଣ୍ଡ ମୁଣ୍ଡିଆପଶି ଜଙ୍ଗଲରୁ କିଛି ଅସାମାଜିକ ଲୋକ ବନବିଭାଗ କର୍ମଚାରୀଙ୍କୁ ହାତର କରି ମେସିନ ଲଗାଇ ବହୁ ମୂଲ୍ୟବାନ ଗଛ ଜଙ୍ଗଲରୁ କାଟି ନେଉଥିବା ଖବର ଆମେ ଗତ ଅଗଷ୍ଟ ୯ ତାରିଖରେ ପ୍ରକାଶ କରିଥିଲୁ। ବନବିଭାଗ କୋୖଣସି ପଦକ୍ଷେପ ନେଉନଥିବା ହେତୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ!-->…
ଖବର ପ୍ରସାରଣ ପରେ ପୁନଃଉଦ୍ଧାର ହେଲା ନଳକୂପ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ କନ୍ତିଓ ପୁଟସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜକା ଗ୍ରାମର ଥିବା ନଳକୂପ ଉପରେ ସମ୍ପୂର୍ଣ୍ଣ ଗ୍ରାମବାସୀ ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ନଳକୂପ ଟି ସଠିକ୍ ଭାବେ କାର୍ଯ୍ୟରତ କରୁଥିଲେ ମଧ୍ୟ ନଳକୂପଟି ଲଟାବୁଦା ଘାସରେ ପୋତି ହେଇ, ହେଲେ!-->…
ନିର୍ମାଣ ହେବ ବଡ଼କମର ସେତୁ ସଂଯୋଗ ହେବ ଦୁଇଟି ବ୍ଳକ୍ ;ପ୍ରସ୍ତାବିତ ସ୍ଥାନକୁ ପରିଦର୍ଶନ କଲେ ନାବାର୍ଡ ଅଧିକାରୀ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସହ ସିଧାସଳଖ ଓଡାପଡା ବ୍ଲକକୁ ଯୋଡ଼ିବା ପାଇଁ ବ୍ରାହ୍ମଣୀ ନଦୀରେ ସେତୁଟିଏ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି । ସେତୁଟି ହେଲେ ୫୫ନଂ ଏବଂ ୫୩ନଂ ଜାତୀୟ ରାଜପଥ ମଧ୍ୟରେ ସଂଯୋଗ ରକ୍ଷା ମଧ୍ୟ ହୁଅନ୍ତା । ହେଲେ ଦୁଇ ବର୍ଷ ହେଲା ନାବାର୍ଡରୁ ଅନୁମୋଦନ ମିଳୁ ନ!-->…
ମୁଣ୍ଡିଆପଶି ଗ୍ରାମ ଜଙ୍ଗଲରୁ ବେଆଇନ ଭାବରେ ଶାଳଗଛ କଟା ଘଟଣା ; ଖବର ପ୍ରସାରଣ ପରେ ୨ ଜଣ ଙ୍କୁ ଗିରଫ କରିଛି ବନ ବିଭାଗ
କିଛି ଅସାମାଜିକ ଲୋକ ବନବିଭାଗ କର୍ମଚାରୀଙ୍କୁ ହାତର କରି ମେସିନ ଲଗାଇ ବହୁ ମୂଲ୍ୟବାନ ଗଛ ଜଙ୍ଗଲରୁ କାଟି ନେଉଛନ୍ତି।ହିନ୍ଦୋଳ ବନଖଣ୍ଡ ରାସୋଳ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିଆପଶି ଗ୍ରାମ ଜଙ୍ଗଲରୁ ବେଆଇନ ଭାବରେ ଶାଳଗଛ କଟାହେଉଥିବା ଖବର ଗତ କାଲି ଢେଙ୍କାନାଳ ଉପଡେଟ ରେ ପ୍ରସାରିତ ହୋଇଥିଲା ।
!-->!-->…