ଆମର ପ୍ରଭାବ ; ଖବର ପ୍ରସାରଣ ପରେ ସଚଳ ହେଲା ଅଚଳ ନଳକୂପ
କାମାକ୍ଷନଗର ବ୍ଲକ ଅନ୍ତର୍ଗତ ତୁମୁସିଂହା ଗ୍ରାମ ଗାନ୍ଧୀ ନଗର ସାହିରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ସେଠାରେ ଗୋଟିଏ ସରକାରୀ କୂଅ ଓ ଗୋଟିଏ ନଳକୂପ ରହିଅଛି। କିନ୍ତୁ ଉକ୍ତ ନଳକୂପ ଭଙ୍ଗାରୁଜା ହୋଇ ଦୀର୍ଘ ଦିନ ହେଲା ପଡ଼ିରହିଥିଲାଫଳରେ ଜନସାଧାରଣ ଅନ୍ୟ ଏକ ଖୋଲା କୂଅରୁ!-->…
ଅଁଳାବେରଣୀ ଆର ଆଇ ଅଫିସ କର୍ମଚାରୀ ପଇସା ମାଗିବା ଘଟଣା; ସମ୍ପୃକ କର୍ମଚାରୀ ଙ୍କ କାମ ବନ୍ଦ କରିଦିଆଯାଇଥିବା ସୂଚନା ,…
କାମାକ୍ଷାନଗର ଅଁଳାବେରଣୀ ଆର ଆଇ ଅଫିସ ରୁ ଦିବାକର ମଲ୍ଲିକ ନାମକ ଜଣେ କର୍ମଚାରୀ କୁସୁମଜୋଡି ନୂଆଙ୍ଗବିଲ ଗ୍ରାମ କୁ ଏକ ସର୍ଭେ ପାଇଁ ଆସିଥିଲେ ।
ଗ୍ରାମବାସୀଙ୍କୁ କୌଶଳ କ୍ରମେ ନାଁ ଚଢ଼େଇବା ଏବଂ କାଟିବାର ବେଆଇନ୍ ବାଟ ମଧ୍ୟ ଦେଖାଇଥିଲେ, ୨୦୦ଟଙ୍କା ଦେଲେ ସବୁକିଛି ହେଇଯିବ ବୋଲି!-->!-->!-->…
ଖବର ପ୍ରସାରଣ ପରେ ଘେରାବନ୍ଦୀ ହେଲା ମୁକୁଳା ଟ୍ରାନ୍ସଫର୍ମର
ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ତଳସାହି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ଦୁଇଟି ଟ୍ରାନ୍ସଫର୍ମର ଘେରାବନ୍ଦୀ କରାଯାଇ ନ ଥିବାର ଖବର ଆମେ ପ୍ରସାରଣ କରିଥିଲୁ । ଟ୍ରାନ୍ସଫର୍ମର ୨ଟି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବାରୁ ଏହା ବିପଦ ପୂର୍ଣ୍ଣ ଥିଲା ।
!-->!-->…
ଢେଙ୍କାନାଳ ଅପଡେଟ୍ ର ପ୍ରଭାବ; ଖବର ପ୍ରସାରଣ ପରେ ସଚଳ ହେଲା HIV ପରୀକ୍ଷା ମେସିନ
ଢେଙ୍କାନାଳ ରକ୍ତ ଭଣ୍ଡାରରେ ଥିବା ୩ଟି ଯାକ HIV ପରୀକ୍ଷା ମେସିନ ଖରାପ ଥିଲା , KTPL ନାମକ ଏକ ଘରୋଇ କମ୍ପାନୀ ସାରା ଓଡ଼ିଶା ର ରିପାଇରିଂ ଠିକା ନେଇଛି I ଯାହା ଫଳରେ କିଏ ରକ୍ତ ଦେଲେ ରୋଗୀଙ୍କ ସେବାରେ ଲାଗିପାରୁଥିଲା ନା କିଏ ରକ୍ତ ଦେଇ ପାରୁଥିଲା ।
ଯାହାର ଖବର ଗତକାଲି ଢେଙ୍କାନାଳ!-->!-->!-->…
ଖବର ପ୍ରସାରଣ ପରେ ଖୁବ ଶୀଘ୍ର ବାଲିମୀ ଗାଁ ର ରାସ୍ତା କାମ ଆରମ୍ଭ ହେବାର ସୂଚନା ଦେଲେ କର୍ତ୍ତୃପକ୍ଷ
ଗୁଡିଆକାଟେଣୀ-ହିନ୍ଦୋଳ ପୂର୍ତ୍ତ ବିଭାଗ ରାସ୍ତାରୁ ବାଲିମୀ ଗାଁ ଭିତରକୁ ଯାଇଥିବା ମୁଖ୍ୟ ରାସ୍ତା ଛଅ ବର୍ଷ ତଳେ କାମ ହୋଇଥିଲା। ଯାହା ଖାଲଖମଣ ହୋଇଗଲାଣି ଯାହା ପ୍ରତି ବ୍ଲକ ପ୍ରଶାସନ ବା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ପଡିନଥିଲା ।
ତେବେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଜୁଲାଇ ୧୦ରେ!-->!-->!-->!-->!-->…
ଆମ ପ୍ରଭାବ ; ମହୁଲଖୋଳୀ ର ତିନି ଦିବ୍ଯାଙ୍ଗ ଙ୍କ ପାଖରେ ପହଁଚିଲା ସହାୟତା ; ଭତ୍ତା କରାଇଦେବାକୁ ସରପଞ୍ଚ ଦେଲେ…
ଜଣେ ନୁହେଁ ତିନି ତିନି ଜଣ ଅସହାୟ ଅଛନ୍ତି ଗୋଟିଏ ଗାଁରେ ଯେଉଁ ମାନଙ୍କ ନିକଟରେ ନା ପ୍ରଶାସନ ପହଁଞ୍ଚି ପାରିଛି ନା ଏମାନେ ପ୍ରଶାସନ ନିକଟରେ ପହଁଞ୍ଚି ପାରିଛନ୍ତି! ଯାହାର ଖବର ଆମେ ଜୁନ ୨୮ ତାରିଖ ଦିନ ପ୍ରକାଶ କରିଥିଲୁ । ତେବେ ଖବର ପ୍ରକାଶ ପରେ ଆଜି ସମାଜସେବୀ ଶୁଭ ପ୍ରସାଦ ପଣ୍ଡା ଓ!-->…
ଆମର ପ୍ରଭାଵ ; କୁସୁମ ଙ୍କୁ ମିଳିଲା ତାଙ୍କ ଅଧିକାର
ଖବର ପ୍ରକାଶ ପାଇବା ପରେ ଅସହାୟଙ୍କୁ ମିଳିଲା ତାଙ୍କ ଅଧିକାର। ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଡିଆଳି ପଞ୍ଚାୟତର କୁସୁମ ବେହେରା, ଅନେକ ଗୁହାରି କରିବା ସତ୍ତ୍ୱେ କେହି ତାଙ୍କ ଦୁଃଖ ଶୁଣି ନଥିଲେ ।
ସୁଚନା ଥାଉ କି, ଏହି ପଞ୍ଚାୟତର ଇନ୍ଦ୍ରମଣି ବେହେରାଙ୍କ ଅବିବାହିତା ୪୪ ବର୍ଷୀୟା ଝିଅ!-->!-->!-->…
ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣର ପ୍ରଭାବ ବାର୍ଦ୍ଧକ୍ୟ ଭତ୍ତା ପାଇବେ ରମା ଦେହୁରୀ
ଢେଙ୍କାନାଳ ଗଁଦିଆ ବ୍ଲକ ରlଇତଳା ପଞ୍ଚାୟତ ବ୍ରହ୍ମପୁରା ଗ୍ରାମର ରମା ଦେହୁରୀ(୬୧) ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୋଟିଏ ବଖର ଭଙ୍ଗା ଘରେ ରୋଷେଇ, ନା ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ନା କୌଣସି ପ୍ରକାର ସରକାରୀ ସହାୟତା ।
ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରାଯାଇଥିବା ବେଳେ!-->!-->!-->!-->!-->…
ଢେଙ୍କାନାଳ ଅପଡେଟ୍ ର ଖବର ପ୍ରସାରଣ ପ୍ରଭାବ ମୁରଲୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା
ସଦର ବ୍ଲକ କାଇମାଟି ଗ୍ରାମର ମୁରଲୀ ନାଏକ, ବୟସ ୬୬ ବର୍ଷ ହେଲେ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳି ନାହିଁ l କେତେ ଥର ଭତ୍ତା ଫର୍ମ ପୂରଣ କରି ଦେଇଛନ୍ତି ହେଲେ କିଛି ଲାଭ ହୋଇନଥିଲା । ଏ ଭିତରେ ଜଣେ ସରପଞ୍ଚ କାର୍ଯ୍ୟକାଳ ଶେଷ ହୋଇ ଆଉ ଜଣେ ଦାୟିତ୍ଵ ନେଲେଣି । ସମସ୍ତେ କେବଳ ଆଶ୍ୱାସନା!-->…
ଖବର ପ୍ରସାରଣ ପରେ ଚେତିଳେ କର୍ତ୍ତୃପକ୍ଷ, ମିଳିଲା କ୍ଷତିପୂରଣ
ଢେଙ୍କାନାଳ ଜିଲ୍ଲା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ କଙ୍କିଳ ଗାଁରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଙ୍କ ବଳଦ ମୃତ୍ୟୁ ବରଣ କରିଥିବା ବେଳେ ଚାଷୀ ଅଳ୍ପକେ ବର୍ତ୍ତିଯାଇଥିଲେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରାଯାଇଥିଲା ।
ପୂର୍ବରୁ ପ୍ରସାରିତ ଖବର
ତେବେ ଖବର!-->!-->!-->!-->!-->…