News
lipub
samparksetu

ଢେଙ୍କାନାଳ ଅପଡେଟ୍ ର ପ୍ରଭାବ ,ଖବର ପ୍ରସାରଣ ର ୨୪ ଘଣ୍ଟା ନପୁରୁଣୁ ପଦକ୍ଷେପ ନେଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ଜିଲ୍ଲା ମହାପଦା ଗ୍ରାମରେ ଜୋରନ୍ଦା ରୁ ବଣସିଂହ ମୁଖ୍ୟ ରାସ୍ତାକୁ ଯୋଗାଯୋଗ କରୁଥିବା ଅଞ୍ଚଳରେ ଗତ କିଛିଦିନ ହେବ ବିପଦ ସଂକୁଳ ଭାବେ ଝୁଲି ରହିଥିଲା ବିଦ୍ୟୁତ୍ ତାର । ଏହି ମୁଖ୍ୟ ରାସ୍ତାରେ ପ୍ରତ୍ୟେକ ସମୟରେ ବହୁ ଲୋକଙ୍କ ଚଳ ପ୍ରଚଳ ରହୁଥିବା ବେଳେ ସମ୍ପୃକ୍ତ ଅଞ୍ଚଳଟି ହାତୀ

ଖବର ପ୍ରସାରଣ ଏବଂ ଦରଖାସ୍ତର ପ୍ରଭାବ, ନିମ୍ନମାନର ଛତୁଆ ଯୋଗାଣର ଅଭିଯୋଗର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଢେଙ୍କାନାଳ ଜିଲ୍ଲା ସଦରବ୍ଲକ୍ ମଙ୍ଗଳପୁର ଅଞ୍ଚଳରେ ଛୋଟଛୁଆଙ୍କୁ ଦିଆଯାଇଥିବା ଛତୁଆ ଅତି ନିମ୍ନମାନର ହୋଇଥିବା ନେଇ ଢେଙ୍କାନାଳ ଜିଲ୍ଲାର ସୁଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡ଼ନାୟକଙ୍କ ସୂଚନା କ୍ରମେ ଢେଙ୍କାନାଳ ଅପଡେଟ୍ ଖବର ପ୍ରସାରଣ କରାଯାଇଥିଲା ।ଶ୍ରୀ ଗଡ଼ନାୟକଙ୍କ ଦରଖାସ୍ତ ଆଧାରରେ

ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ପରେ ଉଠିଲା ଗୋରୁର ମୃତଦେହ

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ ନଂ ୱାର୍ଡରେ ରଥଯାତ୍ରା ପୂର୍ବଦିନ ଦୃର୍ଘଟଣା ର ଶୀକାର ହୋଇ ଗୋରୁଟିର ମୃତ୍ୟୁ ଘଟିଥିଲା । ହେଲେ ବହୁ ସମୟ ଧରି ମୃତଦେହ ପଡିରହିଥିବା ବେଳେ ଏହା ପଚି ସ୍ଥାନୀୟ ଅଞ୍ଚଳରେ ନାହିଁଥିବାର ବିଷାକ୍ତ ବାତାଵରଣ ଦେଖାଦେଇଥିଲା ।

ପୁରଣ ହେଲା ପୂର୍ଣ୍ଣଚନ୍ଦ୍ରଙ୍କ ସ୍ୱପ୍ନ ; ପାଇଖାନା ଘରେ ରହୁଥିବା ଭୂମିହୀନ ବୃଦ୍ଧ ଦମ୍ପତ୍ତି ଙ୍କୁ ମିଳିଲା ପଟ୍ଟା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଛୋଟ ଗାଁ ଟିଏ ମହୁଲଖୋଳି । ଏ ଗାଁର ପୂର୍ଣ୍ଣଚନ୍ଦ୍ର ବେହେରା( ୬୫) ରୁଗୁଣ ଶରୀର। ପରିବାର କହିଲେ ସ୍ତ୍ରୀ ପାର୍ବତୀଙ୍କୁ ମିଶାଇ ଦୁଇ ଜଣ, ଉଭୟ ନିଃସନ୍ତାନ। ବୃଦ୍ଧ ଦମ୍ପତିଙ୍କ ସାହା କହିଲେ କେହି ନାହାଁନ୍ତି। ଖାଦ୍ୟ

କିଛି ମାତ୍ରାରେ ସୁସ୍ଥ ହୋଇ ଘରକୁ ଫେରିଲେ ରୀତା

ଖବର ପ୍ରସାରଣ ପରେ ରୀତା ଙ୍କ ଚିକିତ୍ସା ପାଇଁ ହାତ ବଢ଼ାଇଲା ଥିଲେ ସ୍ବେଚ୍ଛାସେବୀ ସଂଗଠନ । ନେହେରୁ ଯୁବ କେନ୍ଦ୍ର ଏବଂ କେନ୍ଦୁଝର ସମାଜସେବୀ ମହାସଂଘ ମିଳିତ ସହଯୋଗରେ କଟକ ବଡ଼ ମେଡିକାଲ ରେ ଆଜି ରୀତା ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ପେଟରୁ ୩ ଲିଟର ପାଣି

ଢେଙ୍କାନାଳ ଅପଡେଟ ର ପ୍ରଭାଵ ; ଆମିଷ ଦୋକାନ ରେ ଭିଡ଼ ର ଖବର ପ୍ରସାରଣ ପରେ ଆମିଷ ଦୋକାନ ରେ ଚଢ଼ାଉ

ଢେଙ୍କାନାଳ ଅପଡେଟରେ , ଖବର ପ୍ରସାରଣ ପରେ ଜନଗହଳି ପୂର୍ଣ୍ଣ ଆମିଷ ଦୋକାନ ଗୁଡିକରେ ଢେଙ୍କାନାଳ ପ୍ରଶାସନ ଓ ପୋଲିସ୍ ର ଚଢ଼ାଉ । ଆଜି ସକାଳେ ବିଭିନ୍ନଆମିଷ ଦୋକାନ ଗୁଡିକରେ ନାହିଁ ନଥିବାର ଭିଡ଼ ଦେଖିବାକୁ ମିଳିଥିଲା । କରୋନା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ଗାଇଡ଼ଲାଇନ

ଢେଙ୍କାନାଳ ଅପଡ଼େଟରେ ଖବର ପ୍ରସାରଣ ପରେ ପୁନରୁଦ୍ଧାର ହେଲା ବିପଦ ସଙ୍କୁଳ ଖୁଣ୍ଟି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ଗ୍ରାମ କୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ଦୀର୍ଘ ଦିନ ଧରି ପଡିରହିଥିଲା । ତେବେ ଏନେଇ ଢେଙ୍କାନାଳ ଅପଡେଟରେ ଖବର ପ୍ରସାରଣ କରାଯାଇ, ଉପରୋକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ପୂର୍ବରୁ

ସୋସିଆଲ ମିଡ଼ିଆ ପିଟିସନ୍ ଏବଂ ଖବର ପ୍ରସାରଣର ପ୍ରଭାବ, ସମ୍ପ୍ରସାରଣ ହେଲା ବଜାର ଖୋଲିବା ସମୟ

ବେପାରୀଙ୍କ ପେଟପାଟଣା ପାଇଁ ରାଜ୍ୟର ଅନ୍ୟ ଜିଲ୍ଲା ଭଳି ଢେଙ୍କାନାଳ ଜିଲ୍ଲାରେ ସଂନ୍ଧ୍ୟା ୭ ପର୍ଯ୍ୟନ୍ତ ବଜାର ଖୋଲିବାକୁ ସାଧାରଣ ରେ ଦାବିହୋଇଥିବା ବେଳେ । ଢେଙ୍କାନାଳର ଯୁବ ସମାଜସେବୀ ସମ୍ବିତ ନନ୍ଦ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଏକ ଅନଲାଇନ ପିଟିସନ ଆରମ୍ଭ କରି ଏ ହି ପିଟିସନ କୁ ସାଇନ

ଖବର ପ୍ରସାରଣ ପରେ ସଜଡ଼ା ହେଲା ଝୁଲନ୍ତା ବିଦ୍ୟୁତ ତାର

ଖବର ପ୍ରସାରଣ ପରେ ସଜଡ଼ା ହେଲା ଝୁଲନ୍ତା ବିଦ୍ୟୁତ ତାର । ଢେଙ୍କାନାଳ ପୌରାଞ୍ଚଳ ର ୱାର୍ଡ ନଂ ୪ ଏବଂ ୧୩ ଭାଗିରଥି ବିହାର ବି ବ୍ଲକ ଓ ସି ବ୍ଲକ ରେ ଇଲେକ୍ଟ୍ରି ତାର ଗୁଡିକ ଏକଦମ ତଳକୁ ଓହଳି ରହିଥିଲା । ଏହି ଓହଳି ପଡ଼ିଥିବା ତାରକୁ ଉପରକୁ ଉଠାଇବା ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ

ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା , ଚିକିତ୍ସିତ ହେଉଛନ୍ତି ଜଳଉଦର ରେ ପୀଡିତ ରୁଦ୍ର

ନିଷ୍ପାପ ଶିଶୁ ରୁଦ୍ର ନାରାୟଣ, ଘର ଭୁବନ ୯ନମ୍ବର ୱାର୍ଡ ର ଦିନମଜୁରିଆ ଯୁଧିଷ୍ଠିର ସାହୁ ଙ୍କ ପୁଅ । ବୟସ ତାର ଧୂଳି ଖେଳିବା , ହେଲେ ଖେଳରେ ତାର ବାନ୍ଧି ହୋଇ ଯାଇଚି ଡୋରି । ଭୁବନ ଶାସନ ନୋଡାଲ ସ୍କୁଲରେ ତୃତୀୟ ଶ୍ରେଣିରେ ପାଠ ପଢୁଛି । ହେଲେ ପ୍ରାୟ ବର୍ଷେ ହେବ ସ୍କୁଲ ଦୁଆର ମୁହ ମାଡି
error: Content is protected !!