ଖବର ପ୍ରକାଶ ପରେ ଉଠିଲା ଷଣ୍ଢର ମୃତ ଦେହ
ପ୍ରକାଶ ପରେ ଚେତା ତପ୍ତର ପ୍ରଶାସନ। ଗତକାଲି ହିନ୍ଦୋଳ ଏନ.ଏ.ସି.ର ପାଞ୍ଚ ନମ୍ବର ଓ୍ବାର୍ଡ ଗୋଟିଏ ପୋଖରୀ ହୁଡ଼ାରେ ଦୁଇ ଦିନ ଧରି ଗୋଟିଏ ଷଣ୍ଢ ମରି ପଡିଥିବାର ଖବର ଆମେ ଗତ କାଲି ପ୍ରକାଶ କରିଥିଲୁ ।
ଆଜି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜେ ଟ୍ରାକ୍ଟର ପଠାଇ ଶବଟିକୁ ଉଠାଇଥିବାର!-->!-->!-->…
ଖବର ପ୍ରସାରଣ ପରେ ୧୪୨୬ ରାସନ ହିତାଧିକାରୀ , ୧୪୯ ଉଠାଦୋକାନ ,୩୩ ନିର୍ମାଣ ଶ୍ରମିକଙ୍କୁ ମିଳିଲା ଟଙ୍କା । ଏବଂ…
ଭୁବନ ଏନଏସି ରେ ରାସନ ହିତାଧିକାରୀ ଟଙ୍କା ପାଇବେ ୫୦୦୫ ପାଇଛନ୍ତି ୨୨ପାଇବେ ସମ୍ପର୍କିତ ଖବର ୧୧ ଏପ୍ରିଲ ରେ ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଛି । ସମସ୍ତ କଳ ବଳ କୌଶଳ କୁ ଉପଯୋଗ କରି ଆଜି ଏକା ଦିନକେ ୧୪୨୬ ଜଣ ରାସନ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ , ୧୪୯ ଉଠାଦୋକାନୀଙ୍କୁ!-->…
ଦୁଃଖବନ୍ଧୁ ପରିବାରର ଦୁଃଖ ବୁଝିଲେ ପ୍ରଶାସନ
ଗରିବମାନଙ୍କ ଦୁଃଖ ସରକାରଙ୍କ ବ୍ଳକ ସ୍ତରର ପ୍ରତିନିଧି ଗାଁ ଗାଁ ବୁଲି ବୁଝୁଥିବା ବେଳେ ଭୁବନ ସହର ଉପକଣ୍ଠରେ କୁନିନ୍ଦା ପଞ୍ଚାୟତର ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ୪ଜଣ ଅନାଥ ଙ୍କୁ ମିଳିଛି ସହାୟତା ।ଖବର ନେବାରେ ଜଣାଯାଇଛି ଯେ ବ୍ରହ୍ମାନନ୍ଦ କଲୋନୀ ପଡା ଗ୍ରାମଟି ଭୁବନ ସହରର ପଶ୍ଚିମ ରେ!-->…
ବିଚ୍ଛିନ୍ନ ପାନୀୟ ଜଳ ପ୍ରକଳ୍ପରେ ସଂଯୋଗ ହେଲା ବିଦ୍ୟୁତ
ସଦର ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ପଞ୍ଚାୟତର ଦଧିଖାଇ ଗ୍ରାମର ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଖବର ପ୍ରସାରଣ ଏବଂ ପ୍ରଶାସନ ଙ୍କୁ ଜଣାଇବା ପରେ ଆଜି ତାର ତୁରନ୍ତ ସଂଯୋଗ
ସୁଚନା ଥାଉ କି ଗତକାଲି ଏ ବିଷୟରେ ପ୍ରକାଶ କରିବା ପରେ ପ୍ରଶାସନିକ ଅଧିକାରୀ ଏହା ସଂଯୋଗ!-->!-->!-->…
ରକ୍ତଦାନ ପାଇଁ ଆହ୍ବାନ କଲେ ଯୁବକର୍ମୀ- ଅଶୋକ ପଣ୍ଡା
ସାରା ଦେଶରେ କାୟା ବିସ୍ତାର କରୁଛି କରୋନା, ସକ୍ରିୟ ଅଛନ୍ତି ଡାକ୍ତରୀ ଟିମ୍। କେଉଁଠି ଚାଲିଛି ରକ୍ତ ନମୁନା ପରୀକ୍ଷା ତ କେଉଁଠି ଚାଲିଛି ଆଇସଲେସନ ବ୍ୟକ୍ତିଙ୍କ ଚିକିତ୍ସା। ଏହି ସମୟରେ ବିଭିନ୍ନ ସ୍ଥାନରେ ରକ୍ତ ର ଆବଶ୍ୟକତା ବହୁମାତ୍ରାରେ ଦେଖା ଦେଇଥାଏ ତେବେ ଏହି ଅସୁବିଧା କୁ ଦୂର!-->…
ପ୍ରକୃତି କୋଳରେ ନିଜକୁ ହଜେଇ ଦେବାକୁ ଚାହୁଁଛନ୍ତି ? ତେବେ ବୁଲିବାକୁ ଯାଆନ୍ତୁ ସାପୁଆ ଡ୍ୟାମ
ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡ଼ି ଦେଇଛି ସବୁକିଛି, ଯାହାର ଶୋଭା ଆକର୍ଷିତ କରୁଛି ସହରୀ ମଣିଷଙ୍କୁ।
ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର କ୍ଷୁଦ୍ର ଜଳସେଚନ!-->!-->!-->…
ଖୋଲା ଆକାଶ ତଳେ ବୃଦ୍ଧ ଦମ୍ପତି,ପାଇଖାନା ଘରେ ରହୁଛି ଆସବାବପତ୍ର
ଖାଦ୍ୟ, ବସ୍ତ୍ର ଓ ବାସଗୃହ ଜୀବନଚର୍ଯ୍ଯା ପାଇଁ ଅପରିହାର୍ଯ୍ୟ। କେହି ଯେପରି ଖାଦ୍ୟ ବିନା ମୃତ୍ୟୁ ମୁଖରେ ନ ପଡନ୍ତି ତା ପାଇଁ ସରକାର ଖାଦ୍ୟ ସୁରକ୍ଷା ଆଇନ ଆଣିଥିବା ବେଳେ ଆଶ୍ରୟ ପାଇଁ ଗରିବ ନିଃସହାୟ ମାନଙ୍କ ପାଇଁ ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏତେ ସବୁ ପରେ ବି ସମାଜର ଏପରି!-->…
ଢେଙ୍କାନାଳର ପିକନିକ୍ ସ୍ପଟ୍ ,ଗଣେଶ ଖୋଲା
ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠସ୍ଥଳୀ ଯୋରନ୍ଦା ଉତ୍ତର ଦିଗ ବ୍ରାହ୍ମଣୀ ନଦୀ କୂଳ ନିକଟରେ ଅବସ୍ଥିତ ସବୁଜିମା ଗଣେଶ ଖୋଲା । ଯେ କେହି ପର୍ଯଟନ ଏଠାକୁ ବୁଲି ଆସିଲେ ଏତେ ମାତ୍ରାରେ ଆନନ୍ଦ ବିଭୋର ହୋଇ ଯାଆନ୍ତି ଯେ ଫେରି ଯିବାକୁ ମନ ବଳାନ୍ତି ନାହିଁ । ନଦୀ,!-->…
ପ୍ରକୃତିର ସୁନ୍ଦର ଅବଦାନ ଯୋଡ଼ାବାଡ଼ିଆ ଡ୍ୟାମ୍
ଢେଙ୍କାନାଳ କହିଲେ ଗୋଟିଏ କଥା ମନକୁ ଆସେ ପାହାଡ଼, ପର୍ବତ ଓ ସବୁଜିମା । ପ୍ରକୃତିର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ଜିଲ୍ଲା ଢେଙ୍କାନାଳ । ଅନେକ ସୁନ୍ଦର ସ୍ଥାନ ମଧ୍ୟରୁ ଏକ ସ୍ଥାନ "ଯୋଡ଼ାବାଡ଼ିଆ ଡ୍ୟାମ୍" । ସତରେ କେଡେ ସୁନ୍ଦର ମୋ ଢେଙ୍କାନାଳ ।
କାମାକ୍ଷାନଗର ଠାରୁ ୨୨ କିମି ଓ!-->!-->!-->!-->!-->…