News
lipub
samparksetu

ଆସ ବୁଲିଯିବା ଅଷ୍ଟଶମ୍ଭୁ ପୀଠ ; ଯେଉଁଠାରେ ପୂଜା ପାଆନ୍ତି ଅଷ୍ଟଶମ୍ଭୁ

ଅଷ୍ଟଶମ୍ଭୁ ପୀଠ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ଶୈବ ପୀଠ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ଏହି ପ୍ରାଚୀନ ପୀଠ ଅବସ୍ଥିତ ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି: କନକେଶ୍ୱର, ସ୍ୱପ୍ନେଶ୍ୱର, ଐଶାନେଶ୍ୱର, କପିଳେଶ୍ୱର, ବୈଦ୍ୟନାଥେଶ୍ୱର, ପଶ୍ଚିମେଶ୍ୱର, ବାଣେଶ୍ୱର ଓ ଲୋକନାଥେଶ୍ୱର

ମଉଳା ଭଣଜା ପୀଠ ; ଯେଉଁ ଠାରେ ପୂଜା ପାଉଛନ୍ତି ମାମୁଁ ଭଣଜା

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ମଠକରଗୋଳl ଗ୍ରାମରେ ରହିଛି ଏକ ସୁନ୍ଦର ଵଣଭୋଜି ସ୍ଥାନ ମଉଳl ଭଣଜା ପୀଠ ବା ମାମୁଁ ଭଣଜା ପୀଠ । ଏଠାରେ ପୂଜା ପାଆନ୍ତି ପ୍ରତ୍ୟକ୍ଷ ଠାକୁର ମଉଳl ଭଣଜା । ଲୋକ କଥା ଅଛି ମାମୁଁ ଭଣଜା ବିବାହ କରି ଯାଉଥିଲେ ଏବଂ ଏଠାରେ ସେମାନେ ପଥର ପାଲଟି ଯାଇଛନ୍ତି

ପୋଡାପଡl ଗ୍ରାମର ଗ୍ରାମ ଦେବତୀ ମା’ କଳlପଟ

ଢେଙ୍କାନାଳ ସହର ଠାରୁ ୨୨କିଲୋମିଟର ଦୂରରେ ଓଡାପଡା ବ୍ଳକରେ ରହିଛି ପୋଡାପଡl ଗ୍ରାମ । ଗ୍ରାମକୁ ରକ୍ଷା କବଚ ଭଳି ସମସ୍ତ ଅଘଟଣରୁ ରଖ୍ୟା କରୁଛନ୍ତି ଗ୍ରାମର ଗ୍ରାମ ଦେବତୀ ମା' କଳlପଟ । ଗ୍ରାମର ବହୁ ପୂରାତନ ମନ୍ଦିର ଯେଉଁଠାରେ ପୂଜା ପାଉଛନ୍ତି ମା' । ମା' ଙ୍କ ପୀଠରେ ଭାଦ୍ରବ

ଆସ ବୁଲିଯିବା ପୁରାତନ ଓ ପ୍ରସିଦ୍ଧ ଶୈବପୀଠ ବାବା ପଶ୍ଚିମେଶ୍ୱର ପୀଠ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଗଙ୍ଗାଧରପ୍ରସାଦ ଗ୍ରାମରେ ଅବସ୍ଥିତ ବହୁ ପୁରାତନ ଓ ପ୍ରସିଦ୍ଧ ଶୈବପୀଠ ବାବା ପଶ୍ଚିମେଶ୍ୱର ପୀଠ ।ଏଠାରେ ବାବା କୋଉ ପୁରାତନ ଯୁଗରୁ ଆବିର୍ଭାବ ହୋଇଛନ୍ତି ମନ୍ଦିର ଉପରେ ରିହିଛି ଏକ ଲୋକ କଥା , ଗ୍ରାମର ଜଣେ ଚାଷୀ ଭାଇ ଚାଷ କରିବା ସମୟରେ

ପର୍ଯ୍ୟଟକଙ୍କ ମନ ମୋହୁଛି ବଡ଼ବନ୍ଧ ଡ୍ୟାମ୍ ସୁନ୍ଦର ମନଲୋଭା ଦୃଶ୍ୟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଗୁଣ୍ଡୁରାପସି ଗ୍ରାମପଞ୍ଚାୟତ ଅଧିନରେ ଥିବା ଏକ ବଣଭୋଜି ସ୍ଥାନ ଯାହାର ନାମ ବଡ଼ବନ୍ଧ ଡ୍ୟାମ୍ , ଶୀତଦିନ ଆସିଲେ ଏଠାରେ ବଢ଼େ ପର୍ଯ୍ୟଟକଙ୍କ ଭିଡ଼ । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଆପଣଙ୍କୁ ନିଶ୍ଚୟ କିଛି ମୁହୂର୍ତ୍ତ ପାଇଁ ହଜାଇ ଦେଇ ପାରିବ ।

ଆସ ବୁଲିଯିବା ବଣଶିଙ୍ଗ୍ ମା’ ତାରିଣୀ ପୀଠ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ର ଏକ ସୁନ୍ଦର ଗ୍ରାମ ବଣଶିଙ୍ଗ୍ ଯେଉଁଠାରେ ରହିଛି ମା ' ତାରିଣୀ ଙ୍କର ଏକ ସୁନ୍ଦର ମନ୍ଦିର । ମାନ୍ୟତା ଅଛି ମା' ଙ୍କ ପାଖରେ ଯାହା ମାନସିକ କରାଯାଇଥାଏ ମା' ତାହାର ମନସ୍କାମନା ନିଶ୍ଚୟ ପୁରା କରିଥାନ୍ତି । ମା' ଙ୍କ ପୀଠରେ ଚଇତି ପର୍ବ ବହୁ ଧୁମଧମ ରେ ପାଳିତ

ହିନ୍ଦୋଳ ଗଡ଼ର ଗୁପ୍ତ ଗଡ଼ ଭାବରେ ଜଣା ବମ୍ପା

କୋଉ ପୁରାତନ ଯୁଗରୁ ବମ୍ପା ଜଙ୍ଗଲରେ ରହିଛି ହିନ୍ଦୋଳ ରାଜା ଙ୍କ ଗୁପ୍ତଗଡ଼ । ସେହି ଗୁପ୍ତଗଡ଼ ରେ ମା' କାଳୀଙ୍କ ରୂପରେ ପୂଜା ପାଆନ୍ତି ମା' ଅନ୍ଧାରୀ। ଯୁଦ୍ଧ ସମୟରେ ଗୁପ୍ତ ଭାବରେ ଗୁପ୍ତଗଡ଼ରେ ରହି ମା' ଙ୍କ ଆରାଧନା କରନ୍ତି ରାଜା । ମା' ଙ୍କ ଆଶୀର୍ବାଦରୁ ଅନେକ ଯୁଦ୍ଧ ମଧ୍ୟ ଜିତିଥିଲେ ।

୩୬ ଥର ରକ୍ତଦାନ କରି ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି ସୁମନ୍ତ

ବୁନ୍ଦାଏ ରକ୍ତ କିପରି ଅନ୍ୟର ଜୀବନ ପାଇଁ ମୁଲ୍ୟବାନ ତାହାକୁ ହୃଦୟଙ୍ଗମ କରିଛନ୍ତି କାମାକ୍ଷାନଗର ଜିରିଡାମାଳିର ସୁମନ୍ତ ଜେନା । ପେସାରେ ଜଣେ ସେଲ୍ସମ୍ୟାନ କିନ୍ତୁ ନିଶା ରକ୍ତଦାନ । ଆଜି ପର୍ଯ୍ୟନ୍ତ ୩୬ ଥର ଦେଇସାରିଲେଣି ରକ୍ତ , କିନ୍ତୁ ଥମୁନି ନିଶା । ୨୦୧୨ ରୁ ଆରମ୍ଭ ହୋଇଥିଲା

କୁନୁଆଁ ପୀଠାଧିଶ୍ୱରୀ ଶ୍ରୀ ଶ୍ରୀ ମା’ ସୁକିଆ ବାଉତି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କୁନୁଆଁ ଗ୍ରାମରେ ସୁନ୍ଦର ପରିବେଶରେ କେଉଁ କାଳରୁ ପୂଜା ପାଉଛନ୍ତି କୁନୁଆଁ ପୀଠାଧିଶ୍ୱରୀ ଶ୍ରୀ ଶ୍ରୀ ମା' ସୁକିଆ ବାଉତି । ଲୋକଙ୍କ କହିବା ଅନୁଯାୟୀ ମା' ଙ୍କର ଅନେକ ମହିମା ରହିଛି ମା' ଙ୍କ ପୀଠରୁ କେହି କେବେ ଖାଲି ହାତରେ ଫେରେନାହିଁ ।
error: Content is protected !!