News
lipub
samparksetu

ଆବାସ ଅପେକ୍ଷାରେ ସରୋଜିନୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଘଟିପିରି ପଞ୍ଚାୟତ ଓସ୍ତପାଳ ଗ୍ରାମର ବିଧବା ମହିଳା ସରୋଜିନୀ ଘଡେଇ (୩୮) ସ୍ୱାମୀ ଦୀର୍ଘ ୯ ବର୍ଷ ହେଲା ମୃତ୍ୟୁ ବରଣ କଲେଣି। ତାଙ୍କର ଦୁଇଟି ପୁଅ ଙ୍କୁ କାମ କରି ଯାହା ଦୁଇ ପଇସା ଆଣନ୍ତି ସେଥିରେ ପାଠ ପଢ଼ାନ୍ତି ସରୋଜିନୀ। ୫ ବର୍ଷ ହେଲା ଦରଖାସ୍ତ

ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ,ଆଜି ସକାଳେ ରସୋଳ ଥାନା କାରନ୍ଦା ପଂଚାୟତର ଶୀଧେଶ୍ୱରପୁର ଗ୍ରାମର ସ୍ୱର୍ଗତ କୃପାସିନ୍ଧୁ ସାମଲ ଙ୍କ ପୁଅ ଶ୍ୟାମସୁନ୍ଦର ସାମଲ(୪୫) ଙ୍କ ମୃତ୍ୟୁଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି

ଏକ ମାତ୍ର ରୋଜଗାରିଆ ପୁଅ ଏବେ ଖୋଜୁଛି ସାହାରା

ରୋଜଗାରିଆ ଏକ ମାତ୍ର ପୁଅକୁ ମୁଲ ମଜୁରୀ କରି ବହୁ କଷ୍ଟ ରେ ଉଚ୍ଚ ଶିକ୍ଷିତ କରିଥିଲେ ବାପା ମା , କିନ୍ତୁ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସମୟରେ ପୁଅର ୨ ଟି ଯାକ କିଡନୀ ନଷ୍ଟ ହୋଇଯାଇଛି। ତେଣୁ ତାଙ୍କ ପୁଅର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟକ ପାଇଁ ଆକୁଳ ନିବେଦନ କରିଛନ୍ତି ବାପା

ଟ୍ରକ ଧକ୍କାରେ ଚାଲିଗଲା ନାବାଳିକାର ଜୀବନ, ଘଟଣା ସ୍ଥଳରେ ଉତେଜନା

ଢେଙ୍କାନାଳ ସଦର ଥାନା ଡେରାସିଂ ନିକଟରେ ଟ୍ରକ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁଆଖାଇ କାଟେଣି ଗାଁର ପଦ୍ମିନୀ ସାହୁ (୧୪) । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ରୋକ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ , ପଦ୍ମିନୀ ନିଜ ଘର ସୁଆଖାଇକାଟେଣୀରୁ ସକାଳ

ପଥର ବ୍ଲାଷ୍ଟିଂ ହେତୁ ଫାଟୁଛି ଘରଦ୍ୱାର , ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲପ୍ରସାଦ ଅନ୍ତର୍ଗତ ନିହଲ ପ୍ରସାଦ ଏବଂ ଆଖପାଖ ଅଞ୍ଚଳରେ ଲୋକମାନେ ଅରୁଣୀ କ୍ରସର ଦ୍ୱାରା ରାସ୍ତା ଅବରୋଧ ଏବଂ ପଥର ବ୍ଲାଷ୍ଟିଂ ଦ୍ୱାରା ଘରଦ୍ୱାର କ୍ଷତି ହେଉଥିବା ଦର୍ଶାଇ ନିହଲପ୍ରସାଦ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ

ହିନ୍ଦୋଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ପ୍ରାୟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇ ସାରିଲାଣି। ସୂଚନା ଅନୁଯାୟୀ , ଦୁଇଦିନ ତଳେ ହାତୁରା ପଂଚାୟତର ଜୟପଙ୍ଗା ଗ୍ରାମର ଜଣେ ଯୁବକ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ଆଜି ହିନ୍ଦୋଳ ବ୍ଲକ ମାଧପୁର ପଂଚାୟତର

ଷଡ଼ଙ୍ଗୀ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ପୁଣି ଏକ ବାଇକ ଚୋରି ,ଥାନାରେ ଅଭିଯୋଗ

ଷଡ଼ଙ୍ଗୀ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଆଜି ପୁଣି ଏକ ବାଇକକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଜଣାଯାଇଛି । ଗଁଦିଆ ଥାନ ଅନ୍ତର୍ଗତ ଷଡ଼ଙ୍ଗୀ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟକୁ ଆଜି ନିହଲପ୍ରସାଦ ଥାନା ଅନ୍ତର୍ଗତ ଭାଲିଆପାଟ ଗ୍ରାମର ପ୍ରଭାତ କୁମାର ସ୍ୱାଇଁ ତାଙ୍କର ନୀଳ

ଟ୍ୟାଙ୍କର ଧକ୍କାରେ ଜଳିଗଲା ସ୍କୁଟି, ଚାଳକ ଗୁରୁତର

ଆଜି ୫୫ ନଂ ଜାତୀୟ ରାଜପଥ ପୋଡାପଡା ଠାରେ ଏକ ଟ୍ୟାଙ୍କର ଧକ୍କାରେ ଗୋଟିଏ ସ୍କୁଟି ଜଳିଯିବା ସହିତ ସ୍କୁଟି ଆରୋହି ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା ଅନୁଯାୟୀ ,ଆଜି ସକାଳ ପ୍ରାୟ ୯ ଘଟିକା ସମୟରେ ପୋଡାପଡା ଗ୍ରାମର ସମିର ରାଉତ ଓରଫ ବାପି (୨୯)ନାମକ ଯୁବକ ଏକ

ହାତୀ ଆକ୍ରମଣରେ ଯୁବକଙ୍କ ଚାଲିଗଲା ଜୀବନ

ହିନ୍ଦୋଳ ଥାନା ଅନ୍ତର୍ଗତ ହାତୁରା ଗ୍ରାମ ପଞ୍ଚାୟତ ଜୟପଙ୍ଗା ଗାଁରେ ହାତୀ ଆକ୍ରମଣରେ ଆଜି ଜଣେ ଯୁବକଙ୍କ ଜୀବନ ଚାଲି ଯାଇଥିବାର ଜଣା ପଡ଼ିଛି । ମୃତକ ଉକ୍ତ ଗାଁର ସିଦ୍ଧାନ୍ତ ନାଏକ(୨୨) । ସୂଚନା ଅନୁଯାୟୀ , ସେ ଆଜି ସକାଳୁ ନିଜର ନିତ୍ୟକର୍ମ ସାରିବାକୁ ଘରୁ ବାହାରକୁ ଯାଇଥିବା ସମୟରେ

ଗଁଦିଆ ବ୍ଲକ ର ଆଦିବାସୀ ଗ୍ରାମ ନେହେଙ୍ଗେରା ରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗତ ଅକ୍ଟୋବର ୧ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଗଁଦିଆ ର ଆଦିବାସୀ ବହୁଳ ଗ୍ରାମ ନେହେଙ୍ଗାରା ଗ୍ରାମରେ " କିସାନ୍ ସ୍ପୋର୍ଟସ କ୍ଲବ " ଆନୁକୁଲ୍ୟରେ ଆଜି ଉଦଯାପନୀ ଉତ୍ସବ ରେ ଢେ଼ଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରିଥିଲେ । ଏହି
error: Content is protected !!