ଦିଗହରା ଗ୍ରାମାଂଚଳ ପାଇଖାନା ଯୋଜନା
ଢେଙ୍କାନାଳ ଜିଲ୍ଲାରେ ଗ୍ରାମାଂଚଳ ପାଇଖାନା ଯୋଜନା ସଂପୂର୍ଣ୍ଣ ଦିଗହରା ହୋଇପଡ଼ିଛି । ପାଣିର ଅଭାବ ଏବଂ ନିର୍ମାଣ ଜନିତ ତ୍ରୁଟି ଯୋଗୁଁ ହଜାର ହଜାର ପାଇଖାନା ବ୍ୟବହାର ଯୋଗ୍ୟହୋଇପାରୁ ନାହିଁ । ଅବ୍ୟହୃତ ହୋଇପଡ଼ିଥିବା ପାଇଖାନା ଘରେ ଗ୍ରାମାଂଚଳର ଲୋକେ ଘସି , ଜାଳ ଆଦି ସାଇତି ରଖୁଛନ୍ତି ।!-->…
ଅଳ୍ପ ମୋରମ ପକାଇ ଠକିଦେଲା ଠିକାଦାର
ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଗରିବ ଲୋକ ମାନଙ୍କ ପାଇଁ ଅନେକ ଯୋଜନା ଆସୁଛି , କିନ୍ତୁ ତାହା ସଠିକ୍ ରୂପରେ କାର୍ଯ୍ୟକାରୀ କରାଯାଉନାହିଁ। ଯାହା ଗରିବ ଖଟିଖିଆ ଲୋକ ହଇରାଣ ହେଉଛନ୍ତି। ରାସ୍ତା ହେଉ କି ପୋଖରୀ କିମ୍ବା ମାଟି କେନାଲ ଯାହା ସବୁ ମନରେଗା ଯୋଜନାରେ ଆସୁଛି ।
ଲୋକ ମାନେ!-->!-->!-->…
ଭଙ୍ଗା ଦଦରା ଘରେ ରହୁଛନ୍ତି ଭୁବନ ଥାନା କର୍ମଚାରୀ
ଢେଙ୍କାନାଳ ଜିଲ୍ଲା ଭୁବନ ଠାରେ ଥିବା ଥାନା ଭୁଷଳ ଛକକୁ ସ୍ଥାନାନ୍ତର କରାଯିବା ପରେ ପୁରୁଣା ଥାନା ଅବହେଳିତ ହୋଇ ପଡ଼ି ରହିଛି । ଥାନାର ଭଙ୍ଗା ଦଦରା ଘରେ ଜୀବନକୁ ବାଜି ଲଗାଇ କେତେକକର୍ମଚାରୀ ରହୁଥିବାର ଜଣାପଡିଛି ।
ଭୁବନ ଥାନାରେ ଜଣେ ଥାନାଧିକାରୀଙ୍କ ସହିତ ୨ଜଣ ସବ ଇନିସ୍ପେକଟର ,୨!-->!-->!-->…
ବଢୁଛି ହାତୀ ବାରହାଙ୍କ ଉପଦ୍ରବ,କ୍ଷତିଗ୍ରସ୍ତ ଚାଷୀଙ୍କ ଦ୍ୱାରା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟଜନ୍ତୁ ଙ୍କ ଉଦଦ୍ରବ ଯୋଗୁ ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି । ଏହାର ପ୍ରତିବାଦରେ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବାର ଜଣାପଡିଛି ।
ଢେଙ୍କାନାଳ ଜିଲ୍ଳାର ଓଡାପଡା,ବଳରାମପୁର ପଞ୍ଚାୟତ , ଗୁଣୁଦେଇ ପଞ୍ଚାୟତ,ସଦାଶିବ!-->!-->!-->…
ପାରିବାରିକ କଳହରୁ ଆତ୍ମହତ୍ୟା
ପାରିବାରିକ କଳହରୁ ପୌରାଞ୍ଚଳ ଶିମିଳିଆର ଲଳିତ କୁମାର ଷଣ୍ଢ(୪୦) ,ଆଜି ସଜନା ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ , ଲଳିତ ପ୍ରତିଦିନ ମଦ୍ୟପାନ କରି ପତ୍ନୀ ଓ ପରିବାର ଲୋକଙ୍କ ସହ ପାଟୁତୁଣ୍ଡ କରିଥାନ୍ତି । ଏହାକୁ ନେଇ ପରିବାରରେ ଅଧିକାଂଶ ଦିନ!-->!-->!-->…
ସମସ୍ୟା ଘେରରେ ହରିହାଟ ସରକାରୀ ଉପ୍ରା ବିଦ୍ୟାଳୟ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍ଏସି ୨ ନଂ ୱାର୍ଡରେ ୧୯୮୬ ମସିହା ଠାରୁ ସ୍ଥାପିତ ହରିହାଟ ସରକାରୀ ଉପ୍ରା ବିଦ୍ୟାଳୟଟି ଦୀର୍ଘ ବର୍ଷ ଧରି ସମସ୍ୟା ଘେରରେ ରହି ଆସିଛି। ପ୍ରଥମେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇ ଆସି ଏଠାରେ ଏନ୍ ଏ ସି ସମେତ ଆଖ ପାଖ କେତୋଟି କ୍ଳଷ୍ଟରକୁ!-->…
ଠିକାଦାର କାଟିଦେଲା ପାଇପ ଲାଇନ , ପାନୀୟ ଜଳ ଯୋଗାଣ ଠପ୍ ଅଭିଯୋଗ
ଓଡ଼ାପଡ଼ା ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଥିବା ପାଇପ କୁ ରେଳ ଲାଇନ କଡ଼ରୁ ରେଳବାଇ ଠିକାଦାର କଲଭର୍ଟ ପାଇଁ ମାଟି ଖୋଳୁଥିବା ବେଳେ ଟାଇପ ଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଫଳରେ ଗତ ୧୦ ଦିନ ଧରି ପାନୀୟଜଳ ଯୋଗାଣ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି ।
ଏ ସମ୍ପର୍କରେ!-->!-->!-->…
ସାପ କାମୁଡାରେ ବାଳକ ଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କଣ୍ଟାପାଳ ପଞ୍ଚାୟତ କଲୋନୀ -୪ ର ରାମଚନ୍ଦ୍ର ନାୟକ (୧୦) ,ଯିଏକି କଣ୍ଟାପାଳ କଲୋନୀ -୪ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀରେ ଛାତ୍ର ଥିଲେ ।
ମଙ୍ଗବାର ରାତି ୧୨ ସମୟରେ ସେ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିଥିଲା ବୋଲି ଘର!-->!-->!-->…
ଘରକୁ ଫେରିଲେ ସନାତନ
ମହାରାଷ୍ଟ୍ର ର ନାସିକ କୁ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିବା କାଉଁରିଆପାଳ ର ସନାତନ ସ୍ୱାଇଁ (ସନେଇ) ଗତକାଲି ଘରକୁ ଫେରିଛନ୍ତି ।ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ,ସନାତନ ନାସିକ ରେ ଆଗରୁ ୨ ମାସ ରହି କାମ କରିଥିଲେ । କିଛିଦିନ ଘରକୁ ଆସି ପୁଣି ନାସିକ ଫେରିଥିଲେ!-->…
ଷଷ୍ଠ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ
କାମାକ୍ଷାନଗର ଥାନା ମଠକରଗୋଳା ପଞ୍ଚାୟତ ଅଧିନସ୍ତ ବାଲିସାହି ର ଜଣେ ଷଷ୍ଠ ଶ୍ରେଣୀ ର ଛାତ୍ର ମୃତ୍ୟୁ ଘଟିଛି । ଖବର ନେବାରେ ଜଣାଯାଏ ଯେ, ମଠକରଗୋଳା ଗାନ୍ଧୀ ଛକ ରେ ଥିବା ଓଁ ସରସ୍ବତୀ ଶିଶୁ ମନ୍ଦିର ର ଷଷ୍ଠ ଶ୍ରେଣୀ ର ଛାତ୍ର ସେହ୍ନାଶୁ ନାୟକ (୧୨) ଶୁକ୍ରବାର ଦିନ ବିଦ୍ୟାଳୟ କୁ ଆସିଥିଲେ ।!-->…