ବିଦ୍ୟୁତ କମ୍ପାନୀ ର ମନମାନି ପାଇଁ ଅନ୍ଧାରରେ ଜୁଆଳିବନ୍ଧ ଓ କୁଙ୍ଗର ଗ୍ରାମବାସୀ
ଟାଟା ପାୱାରର ଦାଦାଗିରି ପାଇଁ ହନ୍ତସନ୍ତ ଦୁଇ ଗ୍ରାମବାସୀ । ଶନିବାର ଦିନ ବିଜୁଳୀ ବଜ୍ରାଘାତ ରେ ଟ୍ରାନ୍ସଫର୍ମର ପୋଡିଯିବାରୁ ଅନ୍ଧାରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଦିର୍ଘ ୬ ଦିନ ବିତି ଯାଇଥିଲେ ମଧ୍ୟ ଗ୍ରାମରେ ଲାଗି ପାରୁନି ଟ୍ରାନ୍ସଫର୍ମର ।
ଯାହା!-->!-->!-->…
ବ୍ରାହ୍ମଣୀ ରେ ଫସିଗଲେ ୨ ମହିଳା ଓ ୨ ଯୁବତୀ !
ବ୍ରାହ୍ମଣୀ ନଦୀ ଜଳ ସ୍ତର ହଠାତ୍ ବଢିଯିବାରୁ କାମାକ୍ଷାନଗର ବ୍ଲକ ବୁଢିବିଲି ପଞ୍ଚାୟତ ବୁଢିବିଲି ଗାଁରେ ୨ ମହିଳା ଓ ୨ ଯୁବତୀ ଫସି ରହିଥିଲେ । ଗ୍ରାମବାସୀ ତାଙ୍କୁ ରଶି ଓ ଟ୍ୟୁ ସାହାର୍ଯ୍ୟରେ ଉଦ୍ଧାର କରିଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି ।
ସୂଚନା ଅନୁଯାୟୀ,!-->!-->!-->…
ପି ଡି ଏସ ଚାଉଳ ଚୋରା ଚାଲାଣ ବେଳେ ମାଡ଼ି ବସିଲା ନିହଲପ୍ରସାଦ ପୋଲିସ୍
ଢ଼େଙ୍କାନାଳ ଜିଲ୍ଲାରେ ବିଭିନ୍ନ ସମୟରେ ପିଡିଏସ ଚାଉଳ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଗଁଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଥାନା ପୋଲିସ ଦ୍ୱାରା ଏକ ଚାଉଳ ବୋଝେଇ ଟ୍ରକ ଜବତ୍ ହୋଇଛି । ଏ ଅଞ୍ଚଳ ବାସୀଙ୍କୁ ଚକିତ କରିଛି। ଗଁଡିଆ ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ବାହାର!-->…
ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଚାଳକ ସୁରକ୍ଷିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଧାରପୁର ସାପୁଆଝର ନିକଟରେ ଏକ କାର୍ ଟ୍ରକ ସହ ଦୁର୍ଘଟଣାରୁ ବର୍ତ୍ତିବାକୁ ଯାଇ କେନାଲକୁ ଖସିପଡ଼ିଥିଲା । ଖବର ପାଇ ଗଁଦିଆ ଅଗ୍ନିଶମ ବାହିନୀ, ଓଡ୍ରାଫ୍ଟ ଟିମ ଘଟଣା ସ୍ଥଳରେ ପହଂଚି ବହୁତ ଚେଷ୍ଟା ଫଳରେ ଦୀର୍ଘ ୬ ଘଣ୍ଟା ପରିଶ୍ରମ କରି ଏକ କ୍ରେନ ସାହାଯ୍ୟରେ!-->…
ସହରରେ ବୁଲୁଛି ଭାଲୁ ; ଯୁବକଙ୍କୁ କାମୁଡିଲା, ଚା’ ଦୋକାନୀଙ୍କୁ ଗୋଡେଇଲା !
ଢେଙ୍କାନାଳ ସହର ଭିତରେ ବୁଲୁଛି ଭାଲୁ । ଗାନ୍ଧି ମନ୍ଦିର ରୋଡରେ ଏକ ଭାଲୁ ଜଣେ ଯୁବକଙ୍କୁ କାମୁଡିବା ସହ ଜଣେ ଚା’ ଦୋକାନୀଙ୍କୁ ଆକ୍ରମଣ କରିବାକୁ ଗୋଡାଇଛି । ସହରରେ ଭାଲୁ ବୁଲୁଥିବା ପ୍ରଚାର ହେବା ସହ ଭୟ ଦେଖାଦେଇଛି ।
ଆକ୍ରମଣର ଶିକାର ହୋଇଥିବା ଯୁବକ ଗାନ୍ଧି ମନ୍ଦିର ରୋଡର ଆଲୋକ!-->!-->!-->…
ହାତୀ ଆକ୍ରମଣରେ ଗଲା ଜୀବନ
ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ମାତ୍ର କୌଣସି ପ୍ରତିକାର ବ୍ୟବସ୍ଥା କାମ ଦେଉ ନାହିଁ । ବନବିଭାଗ ଏକ ପ୍ରକାର ଏଠାରେ ଫେଲ ମାରିଛି ।
ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ପାଞ୍ଚ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ!-->!-->!-->…
ଠକେଇ ଅଭିଯୋଗ ଆଣି ବ୍ୟାଙ୍କ ସମ୍ମୁଖରେ ଧାରଣା
ଢେଙ୍କାନାଳ ଏଚ.ଡି.ଏଫ.ସି ମୁଖ୍ୟ ବ୍ରାଞ୍ଚ ନାମରେ ଅଭିଯୋଗ ଆଣିଛନ୍ତି ଶରତ ସାହୁ । ସୂଚନା ମତାବକ ୨୦୧୫ରେ ବ୍ୟାଙ୍କରେ ଖାତା ଖୋଲିଥିଲେ ଶରତ , ସେ ଜଣେ ଛୋଟ ମିକ୍ସଚର ବ୍ୟବସାୟୀ । ତାଙ୍କର ୨ଟି ପିଲା ଙ୍କୁ ସେ ବହୁ କଷ୍ଟରେ ପାଠପଢ଼ାନ୍ତି ଏବଂ ଦୁଖଃ କଷ୍ଟରେ ରହି ବ୍ୟାଙ୍କରେ ୪ଲକ୍ଷରୁ ଉର୍ଦ୍ଧ!-->…
ବାସହୀନ ପରିବାରକୁ ଘରପଟ୍ଟା ପ୍ରଦାନ ଦାବି
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ମଧୁସାହୁପାଟଣା ଗ୍ରାମର ବାସହୀନ ପରିବାରକୁ ଘରପଟ୍ଟା ପ୍ରଦାନ କରିବାକୁ ଦାବିକରି ବାସହୀନ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀ ମାନେ ପୂର୍ବରୁ ଜମିପଟ୍ଟା ପାଇଁ ଜିଲ୍ଲା ପାଳଙ୍କ ନିକଟରେ ଆବେଦନ କରିଥିବା ବେଳେ ଏହା ଅନୁମୋଦନ ପାଇଁ!-->…
ଖରିଫ ଧାନ ପଞ୍ଜିକରଣ କରିବାକୁ ଦାବି
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତରେ ଚଳିତ ବର୍ଷ ଖରିଫ ଋତୁରେ ଧାନ ମଣ୍ଡି ପାଇଁ ପଞ୍ଜିକରଣ ହୋଇ ନଥିବାରୁ ଚାଷୀ ମାନେ ତୁରନ୍ତ ପଞ୍ଜିକରଣ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗେଙ୍ଗୁଟିଆ ପଞ୍ଚାୟତରେ ଥିବା ୫ଶହରୁ ଅଧିକ ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ ଚଳିତ!-->…
ହିନ୍ଦୋଳ ବ୍ଲକ ରେ ଟଙ୍କା ଦେଲେ ମିଳୁଛି ଆବାସ ଗୃହ
ହିନ୍ଦୋଳ ବ୍ଲକ ଅଂଚଳରେ ଦିନକୁ ଦିନ ଆବାସ ଦୁର୍ନୀତି ବଢ଼ିବାରେ ଲାଗିଛି ।ଏଠି ଗରିବ ହିତାଧିକାରୀ ଟିଏ ଆବାସ ଗୃହ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଧନୀ ଶ୍ରେଣୀର ଲୋକ ବିଭାଗୀୟ ହିତାଧିକାରୀ ଙ୍କୁ ହାତଗୁଂଜା ଦେଇ ହାତେଇ ନେଉଛି ଆବାସ ଗୃହ ।
ଏ ସମ୍ପର୍କ ରେ ଗରିବ ହିତାଧିକାରୀ ଟିଏ!-->!-->!-->…