ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ମିଳୁନି ଘର
ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ଘର ଖଣ୍ଡେ ମିଳୁନାହିଁ l ସାରଳା ସାହୁ ଏବଂ ନିରାକାର ସାହୁଙ୍କ ଚାଳ ଛପର ଘର ଖଣ୍ଡିକ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଗତ ୨୦୧୭ ମସିହାରେ ପୋଡ଼ି ନଷ୍ଟ ହୋଇଯାଇଥିଲା l ସେତେବେଳେ ରାଜସ୍ବ ନିରୀକ୍ଷକ ତଦନ୍ତ କରି ଜରି ପାଲ ଖଣ୍ଡେ ଏବଂ ଦୁଇ ହଜାର ଟଙ୍କା ଦେଇଥିଲେ ଓ!-->…
ବୁଦ୍ଧେଶ୍ବର ଙ୍କ ଫୋଟ ଡଷ୍ଟବିନରେ ଲଗାଇ ଅପଦସ୍ତ ଏନ୍ ଏ ସି
ସ୍ଵଚ୍ଛ ସର୍ଭେକ୍ଷଣ ପାଇଁ ସଜେଇ ହୋଇଛି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ । ଅଞ୍ଚଳର ଆରାଧ୍ୟ ଦେବ ବାବା ବୁଦ୍ଧେଶ୍ୱରଙ୍କ ଫଟୋ ଚିତ୍ରକୁ ଡଷ୍ଟବିନରେ ଲଗାଇ ଅପଦସ୍ତ ହୋଇଛନ୍ତି ଏନ୍ ଏ ସି ପରିଚାଳକ। ଶ୍ରଦ୍ଧାଳୁଙ୍କୁ ଅପମାନିତ କରିଛି ବିଜ୍ଞାପିତ ପରିଷଦ। ସମ୍ବେଦନଶିଳ ଘଟଣାଟି ଘଟିଛି ଢେ଼ଙ୍କାନାଳ!-->…
କେନାଲକୁ ଗାଧୋଇବାକୁ ଯାଇ ଯୁବକ ମୃତ
ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଅଧିକାଂଶ ଗାଁ ମାନଙ୍କରେ ଦୋଳ ଉତ୍ସବ ଆନନ୍ଦଉଲ୍ଲାସରେ ପାଳନ ହେଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତ ଅନ୍ତର୍ଗତ ସରକିଶୋରପାଳ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା l ଗାଁ ନିକଟରେ ତାଳଚେର ସମଲ ଠାରୁ ପରଜଙ୍ଗ!-->…
ଭିଜିଲାନ୍ସ ଜାଲରେ ଡିହୋଡୋଳ ବନପାଳ
ଢେଙ୍କାନାଳ ବନଖଣ୍ଡ ମହାବୀରୋଡ଼ ରେଞ୍ଜ, ଡିହୋଡୋଳ ବନପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ କରି ନଗଦ ୫୦ହଜାର ଟଙ୍କା ସହ ବନପାଳ ବିଶ୍ୱନାଥ ସୁରେନଙ୍କୁ କାବୁ କରିଛନ୍ତି l ଖବର ନେବାରୁ ଜଣାପଡିଛି ଯେ ବରକଟା ମୁଣ୍ଡା ସାହିର ଶୈଳ ହେମରମ ଜଙ୍ଗଲ ଜମି ଖୋଳୁଥିବା ବେଳେ ବନପାଳ ବିଶ୍ଵନାଥ ହେମରମ!-->…
ବଜାର ରେ ବାରମ୍ବାର ଚୋରି କୁ ନେଇ ରାସ୍ତାରୋକ କଲେ ବ୍ୟବସାୟୀ
ତୁମୁସିଙ୍ଗା ଥାନା ଅଁଳାବେରେଣି ବଜାର ଠାରେ ବାରମ୍ବାର ଚୋରି ହେଉଥିବା ଯୋଗୁଁ ରାସ୍ତା ରୋକ କଲେ ବ୍ୟବସାୟୀ ।ବାରମ୍ବାର ଦୋକାନରୁ ଚୋରି ହେଉଥିବା ଯୋଗୁ ଦୋକାନି ମାନେ ଅଁଳାବେରେଣି ଠାରେ କାମାକ୍ଷାନଗର ଢେଙ୍କାନାଳ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।ଗତ କିଛି ଦିନ ହେବ ବିଳମ୍ବିତ!-->…
କ୍ୟାମ୍ପସ ଭିତରେ ସର୍ବସାଧାରଣଙ୍କ ଶୌଚାଳୟ ନିର୍ମାଣକୁ ବିରୋଧ
ଵିଲ୍ ପାଇଁ ହମହମ ଢେଙ୍କାନାଳ ପୋୖର ପାଳିକା, ଏଭଳି ଚର୍ଚ୍ଚା ସାରା ଢେଙ୍କାନାଳ ସହରରେ ଦେଖା ଦେଇଛି, ତେବେ ଏହା ଏବେର ନୁହେଁ ବର୍ଷବର୍ଷର କଥା । ପୂର୍ବରୁ ସଫେଇ ଏବଂ ନିମ୍ନ ମାନର କାମ ପାଇଁ ସାରା ରାଜ୍ୟରେ ଢେଙ୍କାନାଳ କୁ ବଦନାମ କରିଥିଲା ପୌରପାଳିକା । ସେ ଫେକ୍ ଟିକସ ଵିଲ୍ ଦୁର୍ନୀତି ହେଉ!-->…
ଟ୍ରକ ଧକାରେ ଜଣେ ମୃତ ଓ ଜଣେ ଗୁରୁତର
ପରଜଙ୍ଗ ଥାନା ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥ ପରମହଂସପୁର ଛକ ପାଖାପାଖି ରାତି ୧. ୩୦ଟା ସମୟରେ ଲୁହା ବୁଝେଇ ଟ୍ରକ ଧକାରେ ମଟର ସାଇକେଲ ଚାଳକଙ୍କ ଜୀବନ ଚାଲି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭର୍ତ୍ତି!-->…
ମାଲିକକୁ ହତ୍ୟାକଲା କେୟାର ଟେକର
ମାଲିକର ଅତ୍ୟଧିକ ଆକଟକୁ ସହ୍ୟ କରି ନପାରି ତଣ୍ଟି ଚିପି ହତ୍ୟା କରିଛି ଅଭିଯୁକ୍ତ କେୟାରଟେକର ୨୧ ବର୍ଷୀୟ ଦିପକ ବିଶ୍ଵାଳ।ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାମେଶ୍ଵରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା।ମୃତକ ହେଉଛନ୍ତି ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତ।ଗତ ୨୮ ତାରିଖ ରାତି ୮ଟା ବେଳେ!-->…
ଚାଷ ଜମିକୁ ନାହିଁ ବାଟ, କେନାଲ ଭାଙ୍ଗିଲେ ଚାଷୀ
ଭୁବନ ବ୍ଲକ ମଠକରଗୋଲା ପଞ୍ଚାୟତ ଟାଙ୍ଗରପଡା ମୌଜା ଚାଷ ଜମି ର ତଳ ମୁଣ୍ଡକୁ ଜଳ ଯିବା ନିମନ୍ତେ କରନାଳି କେନାଲ ନିର୍ମାଣ କରାଯାଇଥିଲା । ଏହାର ଉଚ୍ଚତା ଏକ ଫୁଟ ହୋଇଥିବାରୁ ଚାଷୀ କେନାଲ ଉପରେ ମାଟି ପକାଇ ନିଜ ଚାଷ ଜମିକୁ ଟ୍ରାକଟର ନେଉଥିଲେ। କିନ୍ତୁ ଏହି କେନାଲ ର ଉଚ୍ଚତା ପୁନଃ ଏକ ଫୁଟ!-->…
ଅସୁରକ୍ଷିତ ଘରେ ଦୟଣାବିଲ ବିଦ୍ୟୁତ ସବ୍ ଷ୍ଟେସନ୍
ଭୁବନ ବ୍ଲକ ଦୟଣାବିଲ ବିଦ୍ୟୁତ ସବ୍ ଷ୍ଟେସନ୍ ରେ ଅବ୍ୟବସ୍ଥା ମଧ୍ଯରେ ଚାଲିଛି। ଭୁବନ ବ୍ଲକର ସୁରପ୍ରତାପପୁର , ଦୟଣାବିଲ ପଞ୍ଚାୟତ ର ସମସ୍ତ ଗ୍ରାମ କୁ ବିଦ୍ୟୁତ୍ ଯୋଗାଣ କରୁଥିବା ଏହି ସବଷ୍ଟେସନ୍ ରେ ପାଚେରୀ ନଥିବା ରୁ ଅନେକ ସମୟରେ ଗାଈ ଗୋରୁ ପଶି ଜୀବନ ହାନି ଘଟିଛି। କର୍ମଚାରୀ ମାନଙ୍କୁ!-->…