ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ
ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଗଣ୍ଡାନାଳି ପଞ୍ଚାୟତ ଖରଚୁଲି ଠାରେ ଆଜି ପୋଲ ତଳକୁ ଏକ ଟ୍ରାକଟର ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଘଟଣା ସ୍ଥଳରେ ସଂପୃକ୍ତ ଟ୍ରାକଟର ଚାଳକ ମୃତ୍ୟୁ ବରଣ କରିଥିବାର ଜଣା ଯାଇଛି।
ସୂଚନା ଅନୁଯାୟୀ , ନବକିଶୋର ପୁର ଶବର ସାହି ର ପୁନିଆ ନାହାକ ଙ୍କ ପୁଅ!-->!-->!-->…
ରାସ୍ତା ଖୋଳି କଲେ କେନାଲ !
ଭୁବନ ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ବାରିଜାଙ୍ଗ ମୌଜାକୁ କେନାଲ ପାଣି ନେବା ନିମନ୍ତେ ଠିକାଦାର ପକ୍ଷରୁ ରାସ୍ତା ଖୋଲା ଯିବା ୩ ମାସ ପରେ ବି ପୋତା ନଯିବାରୁ ପଥଚାରୀ ଗାଡ଼ିରୁ ପଡି କଲବଲ ହେଉଛନ୍ତି ।
ଏହି ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ!-->!-->!-->…
ମଶାଣିରୁ ଫେରିଲା ଶବ
ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଂଚଳର ନଟାକଟା ମୌଜାରେ ଥିବା ଦେଶୀ ମଦ ଭାଟିରୁ ମଦ ପି ଜଣେ ଯୁବକ ର ମୃତ୍ୟୁ ହୋଇଯାଇଛି ବୋଲି ପରିବାର ପକ୍ଷରୁ ଭୁବନ ଥାନା ରେ ଏତଲା ହୋଇଛି ।ମୃତକ ହେଲେ ଦୟା ନାୟକଙ୍କ ପୁଅ ସନାତନ ନାୟକ (୩୫) ।
ସୂଚନା ଅନୁଯାୟୀ , ଗତକାଲି ସକାଳୁ ଘରୁ କୋଡିଏ!-->!-->!-->…
ରେଙ୍ଗାଲୀ କେନାଲରେ ବୁଡି ଚାଷୀ ମୃତ
ଆଜି ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ବେଲପଡା ଗ୍ରାମ ର ପ୍ରଶାନ୍ତ ବରାଳ ୫୬ ବର୍ଷ ନାମକ ଚାଷୀ ରେଙ୍ଗାଲୀ କେନାଲ ପାଣିରେ ବୁଡି ଜଣେ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ,ପ୍ରଶାନ୍ତ ବରାଳ ମଧ୍ୟାହ୍ନ ସମୟରେ ଗ୍ରାମ ନିକଟରେ ଥିବା ରେଙ୍ଗାଲୀ କେନାଲ କୁ ଗାଧୋଇବା ପାଇଁ!-->!-->!-->…
କୋଟପାଳ ବିଦ୍ୟାଳୟ ଖୋଲିବାକୁ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୋଟପାଳ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଖୋଲିବାକୁ ଦାବି ହୋଇଛି । ସ୍କୁଲ ଖୋଲିବା ଦାବିରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ମାନେ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଅଭିଯାଗ ଅନୁସାରେ ତରଭା ପଞ୍ଚାୟତ କୋଟପାଳ ଗ୍ରାମରେ ଥିବା ପ୍ରାଥମିକ!-->!-->!-->…
ଟାଟା ଷ୍ଟିଲ୍ ମେରାମଣ୍ଡଳି ଓ ଢେଙ୍କାନାଳ ଜିଲ୍ଲା ପୁଲିସ୍ ସହ ଭାଗିତାରେ ବର୍ଷାଋତୁ ଜନିତ ସଡକ ଓ ସ୍ୱାସ୍ଥ୍ୟ ସୁରକ୍ଷା…
ଟାଟା ଷ୍ଟିଲ୍ ମେରାମଣ୍ଡଳି(ଟିଏସ୍ଏମ୍)ର ସୁରକ୍ଷା ବିଭାଗ ଓ ଢେଙ୍କାନାଳ ଜିଲ୍ଲା ପୁଲିସ୍ ସହଭାଗିତାରେ ବର୍ଷା ଋତୁ ସମୟରେ ଏହାର କର୍ମଚାରୀ ଓ ଜନସାଧାରଣଙ୍କ ସଡକ ଓ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ପାଇଁ କମ୍ପାନୀର ମୁଖ୍ୟ ଫାଟକ ନିକଟସ୍ଥ ଜାତୀୟ ରାଜପଥ-୫୫ ଠାରେ ଏକ!-->…
ବାଇକ୍ କୁ ପଛପଟୁ ପିଟିଲା ବୋଲେରୋ ; ଜଣେ ମୃତ, ଦୁଇଜଣ ଗୁରୁତର
ଅଜଣା ବୋଲେରୋ ଧକ୍କାରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ , ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଅନ୍ତର୍ଗତ ବାଉଁଶକଣ ଗ୍ରାମ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ବାସନ୍ତି!-->!-->!-->…
୫୦୦ ଏକର ଜମି ପଡ଼ିଆ ପଡ଼ିଛି, କେନାଲରେ ପାଣି ନ ଆସିବାରୁ ଚାଷୀ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦଣ୍ଡାଧର ଡ୍ୟାମ ଠାରୁ ଡାହାଣ ପାର୍ଶ୍ଵ କେନାଲ ଦେଇ ଚାଷ ଜମିକୁ ପାଣି ନିଷ୍କାସନ ହେଉଥିବା ବେଳେ ସଠିକ୍ ଅଞ୍ଚଳକୁ ପହଞ୍ଚି ପରୁନାହିଁ ପାଣି। ଏଭଳି ଘଟଣା ଦେଖିବାକୁ ମିଳିଛି ବସନ୍ତପୁର ପେଟି କେନାଲ ଓ କଙ୍କଡ଼ାହାଡ଼ ପେଟି କେନାଲରେ ।
!-->!-->!-->…
ହିନ୍ଦୋଳରେ ସ୍ୱାଧିନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆସନ୍ତା ଅଗଷ୍ଟ ୧୫ ରେ ସାରା ଭାରତରେ ସ୍ୱାଧିନତା ଦିବସ ମହା ସମାରୋହରେ ପାଳିତ ହେବାକୁ ଯାଉଛି । ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେବାକୁ ଲାଗିଲାଣି । ଏହି ପରିପେକ୍ଷୀରେ ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ସ୍ୱାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଦିବା ୧୧ଘ ରେ ହିନ୍ଦୋଳ!-->…
ରାଜନୈତିକ ଆକ୍ରୋଶରୁ ହିଂସା କାଣ୍ଡ ଅଭିଯୋଗ
ହିନ୍ଦୋଳ ଥାନା ହାତୁରା ପଞ୍ଚାୟତ ଅନ୍ତର୍ଗତ ପଡା ଗ୍ରାମରେ ଗୋଟଏ ପରିବାର ପ୍ରତି ରାଜନୈତିକ ଆକ୍ରୋଶ ମୂଳକ ମନୋଭାବ ରଖି ସେହି ଗ୍ରାମର ଦୁଇ ଭାଇ ମାଡ଼ ମାରିବା ସହ ଦୋକାନ ଓ ଘରୁ ଜିନିଷ ପତ୍ର ଫିଙ୍ଗା ଫୋପଡ଼ା କରି ୧୦ ହଜାର ଟଙ୍କା ସହ ଏକ ସୁନା ଚେନ ଲୁଟି ନେଇଥିବା ହିନ୍ଦୋଳ ଥାନାରେ ଅଭିଯୋଗ!-->…