କେନାଲ ରେ ବୁଡି ଚାଷୀ ନିଖୋଜ
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ଗେଙ୍ଗୁଟିଆ ଗ୍ରାମର ଚାଷୀ ଅନ୍ତର୍ଯ୍ୟାମୀ ସାହୁ (୬୦) ଆଜି ଅପରାହ୍ନ ୨ ଘଟିକା ବେଳେ ରେଙ୍ଗାଲି ମୁଖ୍ୟ ବାମ କେନାଲ ର ଗେଙ୍ଗୁଟିଆ ନିକଟରେ ଗାଧୋଉଥିବା ବେଳେ ଅସାବଧାନତା ହେତୁ ପାଣିରେ ବୁଡି ଯାଇଥିଲେ ।
ତାଙ୍କର ଘରକୁ ଫେରିବା!-->!-->!-->…
ଜମିହରା ପ୍ରଜାଙ୍କ ରୁଙ୍ଗଟା କମ୍ପାନୀ ସମ୍ମୁଖରେ ଆନ୍ଦୋଳନ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଜମିହରା ବିସ୍ଥାପିତଙ୍କୁ ଠକିଦେଇଛି ହିନ୍ଦୋଳ ଉପଖଣ୍ଡରେ ଗଢିଉଠିଥିବା ରୁଙ୍ଗଟା କମ୍ପାନୀ । ଆଜି ସକାଳୁ ନିଜର ହକ ଦାବିରେ କମ୍ପାନୀ ସମ୍ମୁଖରେ ଉପଖଣ୍ଡ ତର୍କବେଡା ବାଲିସାହିର ବାସିନ୍ଦା ମାନେ ଧାରଣାରେ ବସିଥିବା ବେଳେ ହିନ୍ଦୋଳର ଜନପ୍ରିୟ ବିଧାୟିକା!-->…
ଅଗ୍ନିକାଣ୍ଡ ରେ ସର୍ଵସ୍ୱ ହରାଇଲେ ୩ଟି ପରିବାର
ପରଜଙ୍ଗ ବ୍ଲକ ପାଟର ପଦା ପଞ୍ଚାୟତ କଟା ବାହାଳ ଗ୍ରାମରେ ମଙ୍ଗଳବାର ଦିନବେଳା କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାର ସର୍ବ ଶାନ୍ତ ହୋଇଯାଇଛନ୍ତି। ଅଗ୍ନିକାଣ୍ଡ ର କାରଣ ଜଣା ପଡି ନଥିଲେ ମଧ୍ୟ ଖବର ପାଇ ପରଜଙ୍ଗ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବାକୁ!-->…
ହିନ୍ଦୋଳ ଏନ୍ ଏ ସି ରେ ଭେଣ୍ଡିଙ୍ଗ ଜୋନ କାହା ସ୍ବାର୍ଥରେ ?
ହିନ୍ଦୋଳ ଏନ୍ ଏ ସି ମେଡିକାଲ ଛକ,ଲକ୍ଷ୍ମୀ ବଜାର ଛକ ଓ ଅମଲାପଡା ଠାରେ ହୋଇଥିବା ଭେଣ୍ଡିଙ୍ଗ ଜୋନ ଗୋଡ଼ିକ ଏକ ବର୍ଷ ହେବ କାର୍ଯ୍ୟ ସରିସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭେଣ୍ଡିଙ୍ଗ ଜୋନ ଗୋଡ଼ିକ କୈାଣସି ହିତାଧିକାରୀ ଙ୍କୁ ଦିଆଗଲା ନାହିଁ ।
ହିନ୍ଦୋଳ ଏନ୍ ଏ ସି ର ମନ ମୁଖୀ କାର୍ଯ୍ୟ ପାଇଁ!-->!-->!-->…
ଟଙ୍କିକିଆ ଚାଉଳ ପାଇଁ ଚାଲିବାକୁ ପଡୁଛି ୧୦ କିଲୋମିଟର
ଢେଙ୍କାନାଳ ଜିଲ୍ଳା ଓଡାପଡା ବକ୍ଲ କାଣ୍ଡବିନ୍ଧା ପଞ୍ଚାୟତ ତାମଣ୍ଡା ଗ୍ରାମବାସୀଙ୍କ ପାଇଁ ସରକାରଙ୍କ ପିଡିଏସ ଯୋଜନାରେ ଟଙ୍କିକିଆ ଚାଉଳ ପାଇଁ ବୃଦ୍ଧ,ବୃଦ୍ଧା,ନାବାଳକ ମାନଙ୍କୁ ୧୦ କିଲୋମିଟର ଚାଲିବାକୁ ପଡୁଛି ।
ଖରା,ବର୍ଷା,ଶୀତ କାକର ଏବଂ ବନ୍ୟ ଯନ୍ତୁଙ୍କୁ ଖାତିର ନକରି ଗରିବ ଲୋକମାନେ!-->!-->!-->…
ଭୂଷଳ ତଳ ସାହି ରାସ୍ତା ଶୋଚନୀୟ
ଭୂଷଳ ଗ୍ରାମର ଅବସ୍ଥା ସୋଚନୀୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସଠିକ ସଡ଼କ ଯୋଗାଇବାକୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରୁଥିବା ବେଳେ ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ଙ୍କ ଅପାରଗତା ଯୋଗୁ ଏହି ରାସ୍ତାଟି ଦୀର୍ଘ ବର୍ଷ ହେଲା ଖାଲ ଖାମ ହୋଇ ପଡ଼ିରହିଛି ।
ଏହି!-->!-->!-->…
ମିଳିଲା ମୃତ ମହିଳାଙ୍କ ପରିଚୟ
ଭୁବନ ଥାନା ଅନ୍ତର୍ଗତ ବାଲିବୋ ପଞ୍ଚାୟତ ର ବାଇପାସ ରାସ୍ତା କଡ଼ରେ ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡିଥିବାକୁ ନେଇ ୨ ଦିନ ହେଲା ପୋଲିସ ନାକେଦମ ହୋଇପଡିଛନ୍ତି । ମୁଣ୍ଡ ବିହୀନ ଗଳିତ ଶବ କୁ କଟକ ବ୍ୟବଛେଦ ନିମନ୍ତେ ପଠାଯାଇଛି ।
ଅପରପକ୍ଷେ ଭୁବନ ଥାନା ପକ୍ଷରୁ ମିସିଙ୍ଗ ରିପୋର୍ଟ!-->!-->!-->…
ଶ୍ରାବଣ ମାସର ଦ୍ୱତୀୟ ସୋମବାର ରେ କାଉଡିଆ ଙ୍କୁ ମନା, ପ୍ରଶାସନ ର କଟକଣାକୁ ଅବମାନନା
ଢେଙ୍କାନାଳ ଜିଲ୍ଲା ର ସମସ୍ତ ଶୈବପୀଠ ସହ କପିଳାସ ପୀଠକୁ କାଉଡିଆ ମାନଙ୍କୁ ଜଳଲାଗି ମନା ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ର କଟକଣାକୁ କାଉଡିଆ ମାନେ ଅବମାନନା କରି ହଜାର ହଜାର ସଂଖ୍ୟାରେ କାଉଡିଆ କପିଳାସ ପୀଠରେ ଜଳଲାଗି କରିବା ପାଇଁ ପହଂଚିଛନ୍ତି ।
ରାଜ ପୁରୋଧା ଙ୍କ ପରାମର୍ଶ କ୍ରମେ!-->!-->!-->…
ମୁଣ୍ଡ ବିହୀନ ମହିଳାଙ୍କ ଶବ ଠାବ
ଭୁବନ ଥାନା ଅନ୍ତର୍ଗତ ବାଲିବୋ ଅଞ୍ଚଳରେ ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡି ଥିବାର ଦେଖାଯାଇଛି । ଯାହାକୁ ନେଇବିଭତ୍ସ ହତ୍ୟାର ସନ୍ଦେହ କରାଯାଇଛି । ବାଲିବୋ ପଞ୍ଚାୟତର ଅନନ୍ତପୁର ଠାରୁ ମହୁଲପାଳ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାର ବାଇପାସ ନିକଟରେ ମୁଣ୍ଡ ବିହନ ମହିଳା!-->…
ଭୁଲ ତଥ୍ୟ ଦେଇ ଏବେ ଚର୍ଚ୍ଚାରେ ଢ଼େଙ୍କାନାଳ ସ୍ୱାସ୍ଥ୍ୟ ବିଭାଗ
ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ବିଭାଗର ଅସଲ ଚିତ୍ର।ପାଣ୍ଡିଆନଙ୍କୁ ଖୁସି କରିବାକୁ ଭୁଲ ତଥ୍ୟ ଦେଇ ଏବେ ଚର୍ଚ୍ଚାରେ ଢ଼େଙ୍କାନାଳ ସ୍ୱାସ୍ଥ୍ୟ ବିଭାଗ । ସ୍ତ୍ରୀଙ୍କ ଅପରେସନ ବଦଳରେ ସ୍ଵାମୀ ହାର୍ଣିଆ ଅପରେସନ ହୋଇଥିବା ଦର୍ଷାଇଲା ସ୍ୱାସ୍ଥ୍ୟ ବିଭାଗ।ଢ଼େଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ୍ କେରଜୁଲି!-->…