News
lipub
samparksetu

ଖାଲଖମାଣ ରେ ଭର୍ତ୍ତି ବାଇପାସରୁ ଷ୍ଟେସନ ବଜାର ରାସ୍ତା

ଢେଙ୍କାନାଳ ସହରର ଅନ୍ୟ ଏକ ପ୍ରବେଶ ପଥ କୋରିଆଁ ବାଇପାସରୁ ଷ୍ଟେସନ ବଜାର ରାସ୍ତା ଅବହେଳିତ ହୋଇ ପଡିଛି । ବିଭିନ୍ନ ସ୍ଥାନରେ ଖାଲଖମାଣ ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଛି । ମାତ୍ର ରାସ୍ତାର ସମ୍ପ୍ରସାରଣ ପାଇଁ ୪କୋଟି ଟଙ୍କା ପଡିରହିଥିଲେ ମଧ୍ୟ କାମ ଆରମ୍ଭ ହେଉନାହିଁ । ପୁର୍ତ୍ତ ବିଭାଗ

ପୋଖରୀ ରେ ବୁଡି ବୃଦ୍ଧ ମୃତ

ପୋଖରୀ ରେ ବୁଡି ବୃଦ୍ଧ ମୃତ , ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗ୍ରାମର ଦୀନବନ୍ଧୁ ପ୍ରଧାନ (୭୦) ଶୁକ୍ରବାର ଅପରାହ୍ନ ୧ ଟା ବେଳେ ଗାଁ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ । ଘରକୁ ଫେରିବା ବିଲମ୍ୱ ହେବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ ,ତେବେ

ଜନ ଅଭିଯୋଗ ଶୁଣାଣିରେ ଆସିଲେନି ଉଚ୍ଚ ଅଧିକାରୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ୩ ମାସ ପରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣି ରେ ଜିଲ୍ଲାର କୌଣସି ପଦାଧିକାରୀ ଯୋଗ ଦେଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।ତେବେ ଅଭିଯୋଗ ଶୁଣାଣି ରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତ ସେତେଟା

ମିଳିପାରୁ ନାହିଁ ଆବାସ ,ଗାଁ ମନ୍ଦିର ପାଲଟିଛି ଆଶ୍ରୟ ସ୍ଥଳୀ

ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କନ୍ତାମିଲା ଗ୍ରାମ ପଞ୍ଚାୟତ ବିଲେଇ ଖଳି ଗ୍ରାମରେ ବାସ କରନ୍ତି ବଂଶିଧର ଗଡ଼ନାୟକ (୭୫) ।ତାଙ୍କୁ ଏବେ ଯାଏଁ ମଧ୍ୟ ମିଳି ପାରିନାହିଁ ଆବାସ ।ଏପଟେ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରି ବାହାବାହା ନେଲା ବେଳେ , କନ୍ତାମିଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ

ସରପଞ୍ଚ ନାଏବ ସରପଞ୍ଚ ବିବାଦ ଚରମ ସୀମାରେ ,ଥାନାରେ ମାମଲା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ବାଉଁଶପୋଖରୀ ପଞ୍ଚାୟତ ନୂଆକୋଟ ଗ୍ରାମର ଘଣ୍ଟି ନାଏକ (ନାଏବ ସରପଞ୍ଚ )ଙ୍କୁ ବାଉଁଶପୋଖରୀ ପଞ୍ଚାୟତ ସରପଞ୍ଚ ରଣଜିତ ପ୍ରଧାନ ଧମକଚମକ ଦେଇଥିବା ହିନ୍ଦୋଳ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ , ବାଉଁଶ ପୋଖରୀ ପଞ୍ଚାୟତ ରେ

କପିଳାସ ପୀଠରେ ଟୋଲ ଗେଟ, ପାର୍କିଙ୍ଗ ଷ୍ଟାଣ୍ଡ ନାମରେ ଶୋଷଣ

ଶ୍ରାବଣ ମାସ ସୋମବାର ଅବସରରେ ଢେଙ୍କାନାଳ ଜିଲ୍ଲା ର ପ୍ରସିଦ୍ଧ ଶୈବ ପୀଠ କପିଳାସ କୁ ହଜାର ହଜାର ସଂଖ୍ୟାରେ କାଉଡିଆ ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିଛି ମାତ୍ର ପୀଠ ତଳେ ବ୍ୟାପକ ଏବ୍ୟବସ୍ଥା ନେଇ ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଠ ସିଧାସଳଖ ଜିଲ୍ଲାପାଳ ଙ୍କ

ବିପଦ ସଂକୁଳ ଅବସ୍ଥାରେ ରାସ୍ତା ମଝିରେ ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ବହୁ ଧନଜୀବନ ପଶୁପକ୍ଷୀ ଜୀବନ ନଷ୍ଟ ହେଉଥିଲେ ମଧ୍ୟ କର୍ତୃପକ୍ଷଙ୍କ ହେୟଜ୍ଞାନ ନାହିଁ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଗାଳପଡା ପଂଚାୟତ ବେରୁଆଁପାଳ କେନ୍ଦୁପଲ୍ଲୀ ଗ୍ରାମ ରାସ୍ତା ମଝିରେ ଏକ ଟ୍ରାନ୍ସଫର୍ମର ବିପଦ ସଂକୁଳ

ଆବାସ ଯୋଜନାରୁ ବଞ୍ଚିତ ରାଉତାଣି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତ ଅନ୍ତର୍ଗତ ନାଉକିଆରୀ ଅଞ୍ଚଳ ୧୭ ନଂ ୱାର୍ଡ ବାସିନ୍ଦା ରାଉତାଣି ବିଶ୍ବାଳ ଙ୍କ ରହିବା ଉପଯୋଗୀ ଘର ନଥିବାରୁ ସପରିବାର ସେହି ଅଞ୍ଚଳରେ ରହୁଥିବା ନିଜ ଝିଅ ଘରେ ସ୍ଵାମୀ ସ୍ତ୍ରୀ ବର୍ଷ ବର୍ଷ ଧରି ରହି ଆସୁଛନ୍ତି । ତାଙ୍କ ସ୍ଵାମୀ ମୁଚିଆ

ଗଁଦିଆ ବ୍ଲକରେ ବଢ଼ିବାକୁ ଲାଗିଛି ଝାଡାବାନ୍ତି

ଗଁଦିଆ ବ୍ଲକରେ ଧୀରେ ଧୀରେ ଝାଡାବାନ୍ତି ରୋଗ ତାର କାୟା ବିସ୍ତାର ଆରମ୍ଭ କରିବାକୁ ଲାଗିଲାଣି । ଏଇ ନିକଟରେ ଗୁଣ୍ଡୁରାପଶି ଗ୍ରାମର କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହଉଥିବାର ଦେଖିବାକୁ ମିଳିଥିଲା । ଏହାର

ମହିଳାଙ୍କ ମୃତ୍ୟୁ ସନ୍ଦେହ ଘେରରେ , ମଶାଣି ରେ ପଡିଛି ଅର୍ଦ୍ଧଦଗ୍ଧ ଶରୀର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା କୁନୁଆଁ ଗ୍ରାମରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି l ଜଣେ ମହିଳା ଙ୍କ ମୃତ୍ୟୁ କୁ ନେଇ ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି l ଗତକାଲି କୁନୁଆଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ନିଜ ପୁଅ ସହିତ ସାଇକେଲ ଯୋଗେ
error: Content is protected !!