News
lipub
samparksetu

ମହିମାଗାଦୀ ପାଇଁ ୧୦ କୋଟି ଟଙ୍କା ଅନୁମୋଦନ ,ପୀଠକୁ ଆକର୍ଷଣୀୟ କରିବାକୁ ଉଦ୍ୟମ

ଢେଙ୍କାନାଳ ଜିଲ୍ଲା ତଥା ମହିମା ଧର୍ମର ଆଦିପୀଠ ଯୋରନ୍ଦା ମହିମା ପୀଠକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ପୀଠକୁ ଅଧିକ ଆକର୍ଷଣୀରକରାଯିବ ବୋଲି ଜଣାପଡିଛି । ଯୋରନ୍ଦା ମହିମା ଗାଦୀ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ

ପାଣି ପାଇଁ ଗରା ବାଲଟି ଧରି ରାସ୍ତାରେ ବସିଲେ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଶାନ୍ତି ନଗର ସାହି ବାସିନ୍ଦା ପାଣି ପାଇଁ କଲେ ରାସ୍ତା ଅବରୋଧ । ଭାଲୁମୁଣ୍ଡା - ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ଶାନ୍ତି ନଗର ସାହି ନିକଟରେ ଶହ ଶହ ମହିଳାମାନେ ଗରା ବାଲଟି ଧରି ରାସ୍ତା ଅବରୋଧ କରିଥିଲେ । ସୂଚନା ଥାଉକି ,ଉକ୍ତ

ମନ୍ଦିରରେ ଶୋଇଥିବା ସମୟରେ ଯୁବକଙ୍କୁ ହତ୍ୟା

ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ପୁରୁଣା ଅମାଙ୍ଗ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗାଁ ଶିବ ମନ୍ଦିରରେ ଶୋଇଥିବା ଅବସ୍ଥାରେ ତାଙ୍କୁ କହି ଦୁର୍ବୃତ୍ତ ହାଣି ପକାଇଥିବା ସୂଚନା । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର

ମହିଳା ମାନେ ଚେକ ଡ୍ୟାମ ଭାଙ୍ଗିବା ପ୍ରସଙ୍ଗ ,ପ୍ରଶାସନ ଦ୍ୱାରା ମହୁଲପାଳ ଗାଁରୁ ସଂଗ୍ରହ ହେଲା ପାଣି ନମୁନା

ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ଭୁଲ ନିଷ୍ପତ୍ତି ହେତୁ ଦୀର୍ଘ ବର୍ଷ ଧରି ମଇଳା ପାଣି ରେ ଘାଣ୍ଟି ହେଉଥିବା ମହୁଲପାଳର ମହିଳା ମାନେ । ତେଣୁ ଏକଜୁଟ ହୋଇ ଗତ ଅପ୍ରେଲ ୩୦ ତାରିଖରେ ପୂର୍ତ୍ତ ମନ୍ତ୍ରୀ ଙ୍କ ଦ୍ୱାରା ନିର୍ମିତ ହୋଇଥିବା ଚେକ ଡ୍ୟାମକୁ ହାମର ସାହାଯ୍ୟରେ ପିଟି ଭାଙ୍ଗିଥିଲେ ।

ଭୁବନ ଥାନା ଅଞ୍ଚଳରେ ବଢ଼ିଚାଲିଛି ଚୋରି

ଭୁବନ ବ୍ଲକ ବାଲିବୋ ପଂଚାୟତ ଅନ୍ତର୍ଗତ କାନଖାଇ ଗ୍ରାମର ଚାଷୀ ମାନସ କୁମାର ସାହୁ ଙ୍କ ର କାନଖାଇ ମୌଜା ରେ ଥିବା ଧାନ ଜମିରୁ କେହି ଦୁର୍ବୃତ୍ତ ଉଠା ଜଳ ସେଚନ ବିଭାଗ ଦ୍ୱାରା ପ୍ରଦତ୍ତ ପାଣି ମେସିନ କୁ ଚୋରି କରି ନେଇଥିବା ଭୁବନ ଥାନାରେ ଏତଲା ଦେଇଛନ୍ତି l ଅନ୍ୟପଟେ ଭୁବନ ବ୍ଲକ ମହୁଲପାଳ

ଖୋଲା କୂଅରେ ପଡି ନାବାଳକର ମୃତ୍ୟୁ ପରେ ସ୍କୁଲ କର୍ତ୍ତୃପକ୍ଷ ଙ୍କ ନିଦ ଭାଙ୍ଗିଲା , ଲାଗିଲା ଜାଲି

ମାମୁଁଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ । ଗତ ଅପ୍ରେଲ ୨୩ତାରିଖ ବିଳମ୍ବିତ ରାତିରେ ସ୍କୁଲ ପରିସରରେ ଅପେରା ଚାଲିଥିବା ବେଳେ ଖୋଲା କୂଅରେ ପଡି ନାବାଳକର ମୃତ୍ୟୁବରଣ କରିଥିବା ର ପନ୍ଦର ଦିନ ପରେ ସ୍କୁଲ କର୍ତ୍ତୃପକ୍ଷ ଙ୍କ ନିଦ ଭାଙ୍ଗିଛି । ଏଭଳି ଅଭାବନୀୟ

ଚନ୍ଦାର ରୁ ମହିଳା ଙ୍କୁ ଉଦ୍ଧାର କଲା ପୋଲିସ

ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ର ଚନ୍ଦାର ଗ୍ରାମରେ ଜଣେ ମହିଳାଙ୍କ ପରିବାରଙ୍କୁ ମାଡ଼ ମାରି ଅଟକ ରଖାଯାଇଥିବାରୁ ମହିଳା ଜଣଙ୍କ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଜଣାଇବା ପରେ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ଅଭିଯୋଗ ଅନୁଯାୟୀ ନଳିନପ୍ରଭା

ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଟ୍ରାପରେ ଧରାପଡିଥିବା କିରାଣୀଙ୍କୁ ୨ ବର୍ଷ କାରାଦଣ୍ଡ

ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ବର୍ତ୍ତମାନ ବାଇଁଶିଆ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟ୍ରାପ କରାଯାଇଥିଲା । ଏହି ମାମଲାରେ କିରାଣୀଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ୨୦

କାମକୁ ଯାଉଥିଲେ ଅଧା ବାଟରେ ଚାଲିଗଲା ଜୀବନ

ଗଁଦିଆ ଥାନା ଷଡ଼ଙ୍ଗୀ ଗ୍ରାମ ନିକଟରେ ମଙ୍ଗଳବାର ଦିନ ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଷଡ଼ଙ୍ଗୀ ଗାଁର ସୌମ୍ୟରଞ୍ଜନ ବେହେରା (୨୮) । ସୂଚନା ଅନୁଯାୟୀ ସୌମ୍ୟ ଯାଜପୁର ଜିଲ୍ଲାର ଏକ କମ୍ପାନୀ ରେ ମେକାନିକ ଭାବରେ କାର୍ଯ୍ୟ କରନ୍ତି , ସେ ନିଜ କାର୍ଯ୍ୟକୁ
error: Content is protected !!