ବିବାହ ଶୋଭାଯାତ୍ରା ରେ ଗଣ୍ଡଗୋଳ
ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ବୁହାଳୀ ପାଳ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବିବାହ ଭୋଜି ରେ ବର ଯାତ୍ରୀ ଙ୍କ ଗଣ୍ଡଗୋଳ ଓ ମାଡ଼ ରେ ପନ୍ଦର ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆହତ ହୋଇ ଥିବାର ଜଣା ଯାଇଛି।
ଖବର ରୁ ଜଣାଯାଏ ଯେ , ଆଜି ଏକ ବରଯାତ୍ରୀ ଦଳ ଢେ଼ଙ୍କାନାଳ ଜିଲ୍ଲା!-->!-->!-->…
ଡିସିସି ୱାରିଅର କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ
ଢେଙ୍କାନାଳ ସଚେତନ ନାଗରିକ ( ଡିସିସି) ୱାରିଅର କ୍ରିକେଟ ଟୁର୍ନାମେଣ୍ଟ ସ୍ଥାନୀୟ ବିଜୁ ଆଦର୍ଶ କଲୋନୀ, କୋରିଆଁ ଠାରେ ଉଦଘାଟିତ ହୋଇଯାଇଛି l ଢେଙ୍କାନାଳ ସଚେତନ ନାଗରିକ ଫୋରମର ସଭାପତି ପୂର୍ବତନ ନଗରପାଳ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଫୋରମର!-->…
ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ
କାମାକ୍ଷାନଗର ଥାନା ନୂଆଆଳତୁମା ଯୋଗୀସାହି ରେ ଘରଭଡା ନେଇ ରହୁଥିବା ଜଣେ ବିବାହିତ ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ l ମୃତ ଯୁବକ ଜଣକ ଭୁବନ ଥାନା ବାଲିବୋ ଗ୍ରାମର ଜିତୁ ସ୍ୱାଇଁ l ଯୁବକ ଜଣକୁ ହତ୍ୟା ହୋଇଥିବା ନେଇ ଥାନାରେ ଅଭିଯୋଗ ଆଣିଲେ ଯୁବକ ଙ୍କ ପରିବାର ଲୋକ l ନିଜ ବୋହୂ, ପୁଅ ର ଶାଶୁ,!-->…
ନିଶାନିବାରଣ ପାଇଁ ମହିଳା ମାନେ ଅଣ୍ଟା ଭିଡ଼ିଲେ
ଗଁଦିଆ ବ୍ଲକ ରାଇତାଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା-ରାଏପୁରା ଗ୍ରାମରେ ସମ୍ପୂର୍ଣ୍ଣ ନିଶା ବନ୍ଦ କରିବାପାଇଁ ଗ୍ରାମର ମହିଳା ମାନେ ଅଣ୍ଟା ଭିଡ଼ିଲେ l ସୂଚନା ମୁତାବକ ଗତ ସୋମବାର ସନ୍ଧ୍ୟାରେ ଗ୍ରାମ ସଭାପତି ଶ୍ରୀ ଚୈତନ୍ୟ ମହାନ୍ତି ଓ ୱାର୍ଡ ସଭ୍ୟା ବ୍ରାହ୍ମଣୀ ପଧାନଙ୍କ ମିଳିତ!-->…
ଯୋରନ୍ଦା ମେଳା ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଜି ପୂର୍ବାହ୍ନରେ ଯୋରନ୍ଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହଠାରେ ଜିଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱିତୀୟ ତଥା ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି!-->…
ବ୍ଲକ୍ ସ୍ତରୀୟ ଆକାଉଣ୍ଟାଣ୍ଟ କମ୍ ସପୋର୍ଟ ଷ୍ଟାଫ ଏବଂ ଏମ୍ ଆଇ ଏସ କମ ପ୍ଳାନିଙ୍ଗ କୋଅର୍ଡିନେଟର ମାନଙ୍କର ଗଣ ଧାରଣା
ଆକାଉଣ୍ଟାଣ୍ଟ କମ ସପୋର୍ଟ ଷ୍ଟାଫ ଏବଂ ଏମ୍ ଆଇ ଏସ କମ ପ୍ଳାନିଙ୍ଗ କୋଅର୍ଡିନେଟର ମାନଙ୍କର ମିଳିତ ରାଜ୍ୟ ସଂଘର ଆହ୍ବାନକ୍ରମେ ଚଳିତ ମାସ ୨୯ ତାରିଖ ଠାରୁ ସେମାନଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦିଆଯିବ ବୋଲି!-->…
ଗାଁ କୁ ଆସୁନାହାଁନ୍ତି ଗ୍ରାମ ସେବକ , ଚାଷୀ ହନ୍ତସନ୍ତ
ଢେଙ୍କାନାଳ ସଦର ବ୍ଲକର ଗ୍ରାମ ସେବକମାନେ ଗାଁ ପରିଭ୍ରମଣରେ ଆସୁନାହାଁନ୍ତି l ଫଳରେ କୃଷିଯାତ ବିହନ, ସାର ଓ ବିଶୋଧନ ବିଷୟରେ ଜାଣିପାରୁନାହାନ୍ତି l ଚାଷୀ ହନ୍ତସନ୍ତ ହୋଇ ଗ୍ରାମ ସେବକଙ୍କୁ ଫୋନ କଲେ କଥା ହେଉନାହାନ୍ତି କି ଗାଁ କୁ ମଧ୍ୟ ଆସୁନାହାନ୍ତି l ସଦର ବ୍ଲକ ଶୁଆଖାଇ କାଟେଣୀର କବିରାଜ!-->…
TeluguPost Launches Climate Change Observatory to Combat Misinformation and Track Extreme Weather…
As part of the International Fact-Checking Network (IFCN) Build 2024 project, TeluguPost has launched the Climate Change Observatory, a dedicated initiative to provide accurate information about extreme weather events in India over the!-->!-->!-->…
ଜୀବନପ୍ରତି ବିପଦ ସାଜିଛି ଅଚଳ ଟାୱାର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍.ଏ.ସିରେ ଅନେକ ଗୁଡ଼ିଏ ଅଚଳ ମୋବାଇଲ ଟାୱାର ପାଇଁ ଜନଜୀବନ ପ୍ରତି ସୃଷ୍ଟି କରିଛି ବିପଦ। ହିନ୍ଦୋଳ ଏନ ଏ ସି ୱାର୍ଡ ନଂ ୮ର ମେଡିକାଲ ଛକପାଖରେ ଅଛି ବିପଦପୂର୍ଣ୍ଣ ଅବସ୍ଥାରେ କଳଙ୍କିତ ଅଵ୍ୟବହୃତ ଏୟାରସେଲର ବିଶାଳ ଟାୱାର ସହ ଗୁଣ୍ଡିଚାମଣ୍ଡପ ନିକଟରେ ରହିଛି!-->…
ବୃଦ୍ଧା ଦମ୍ପତିଙ୍କୁ ମାଡମାରି ଘରୁ ତଡ଼ି ଦେଲେ
ପୁଅ ଯେତେବେଳେ ଚାଲି ସିଖିନଥିଲା ସେତେବେଳେ ହାତଧରି ଚାଲି ସିଖେଇଥିଲେ ବାପାମାଆ । ନିଜେ ନଖାଇ ଉପବାସ ରହି ପିଲାଙ୍କୁ ଖୁଆଉଥିଲେ । ନିଜ ସନ୍ତାନ ମୁହଁକୁ ଦେଖି ସବୁ ଦୁଃଖ ଭୁଲି ଯାଉଥିଲେ । ସେମାନଙ୍କର ସୁଖ ପାଇଁ କେତେ ଦିଅଁ ଦେବତାଙ୍କ ନିକଟରେ ମାନସିକ ରଖି ଉପବାସ ରହୁଥିଲେ । ଆଶା ରଖୁଥିଲେ!-->…