ବସୁଧା ଯୋଜନା ଫେଲ୍ , ୨ମାସ ହେଲା ପାନୀୟ ଜଳ ପାଇଁ ନଦୀ ନାଳ ଉପରେ ଭରସା କରୁଛନ୍ତି ଗ୍ରାମବାସୀ
ସରକାର ଦୁର୍ଗମ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମବାସୀଙ୍କ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ଥିଲା। ମାତ୍ର ଦୂରଦୃଷ୍ଟି ଅଭାବରୁ ଏହି ଯୋଜନା ଢେଙ୍କାନାଳ ଜିଲ୍ଲାର ଗଁଦିଆ!-->…
ଯୌତୁକ ଜୁଇରେ ଗଲା ଆଉ ଏକ ଜୀଵନ !
ଆଠଗଡ଼ ଥାନା ପତଣ୍ଡା ଗ୍ରାମର ପ୍ରଦୀପ କୁମାର ପଟ୍ଟନାୟକଙ୍କ ଝିଅ ଲକ୍ଷ୍ମୀପ୍ରିୟା (୨୧)ଙ୍କୁ ଯୌତୁକ ପାଇଁ ଶାଶୂଘର ଲୋକେ ହତ୍ୟା କରିଥିବା ଢେଙ୍କାନାଳ ଜିଲ୍ଲା ଭାପୁର ଥାନାରେ ଅଭିଯୋଗ ହୋଇଥିବା ସୂଚନା ।
ସୂଚନା ଅନୁଯାୟୀ ,ଗତ ମାର୍ଚ୍ଚ ୧୧ ତାରିଖରେ ଲକ୍ଷ୍ମୀପ୍ରିୟା ବୈଦିକ ରୀତିନୀତି ରେ!-->!-->!-->…
ଆମ ଓଡ଼ିଶା
ଜଗତେ ଭାରତ କମଳ ସଦୃଶ୍ୟ ଉତ୍କଳ ତହିଁ କେଶରପ୍ରାଣ ରୁ ଯେ ପ୍ରିୟ ମାତୃଭୂମି!-->…
ଗୁଣ୍ଡିଚାପଡ଼ା ପାଲା ମଣ୍ଡପ ଠାରେ ସର୍ବ ଧର୍ମ ଶାନ୍ତି ସମ୍ମିଳନୀ
ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ପାଲା ମଣ୍ଡପଠାରେ ବିଶ୍ଵବ୍ୟାପୀ ଅହମ୍ମଦିୟା ମୁସଲିମ୍ ସମୁଦାୟ ଆନୁକୁଲ୍ୟରେ ବାର୍ଷିକ ବାଦି ପାଲା ର ଶୁଭ ଅବସରରେ ଏକ ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଗୁଣ୍ଡିଚାପଡ଼ା ଗ୍ରାମ ପରିଚାଳନା କମିଟିର ସଦସ୍ୟ ତଥା ବହୁ ସଂଖ୍ୟାରେ!-->!-->!-->…
ଗାଡ଼ି ଧକ୍କାରେ ଗାଡ଼ି ମେକାନିକ ମୃତ !
ଏକ ଟ୍ରକ ଇଞ୍ଜିନ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ପଛପଟୁ ଧକ୍କା ଦେଇଥିଲା ଏକ ଅଜଣା ଗାଡି । ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ବାଇପାସ ନିକଟରେ ଘଟିଛି ମାର୍ମଦୂନ୍ତ ସଡ଼କ ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି ।
!-->!-->!-->…
କେଶବ ବଜରଙ୍ଗୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସହ ବିଗ୍ରହ ଙ୍କ ସିଂହାସନ ବିଜେ ଉତ୍ସବ
ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗ୍ରାମର ଶ୍ରୀ ଶ୍ରୀ କେଶବ ବଜରଙ୍ଗୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସହ ବଜରଙ୍ଗୀ ଙ୍କ ସିଂହସନ ବିଜେ ଉତ୍ସବ ଗତ ତିନି ଦିନ ଧରି ଅନୁଷ୍ଠିତ ହୋଇଛି। ବୁଧବାର ସକାଳ ୯ ଟା ବେଳେ ଗ୍ରାମର ଶହେ ଜଣ ମହିଳା ବ୍ରହ୍ମଣୀ ନଦୀରୁ ୧୦୮ ପୂର୍ଣ୍ଣ କଳସ ଏକ ଶୋଭାଯାତ୍ରା ରେ ଆସି!-->…
ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ପାଳନ
ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ସନାତନୀ କ୍ୟାଲେଣ୍ଡରର ପ୍ରଥମ ଦିବସ ଅର୍ଥାତ୍ ପହିଲି ବୈଶାଖରେ ଫୋରମର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ବେହେରାଙ୍କ ସଭାପତିତ୍ୱରେ "ବରା" ଦିବସ ପାଳନ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳର ଲୋକପ୍ରିୟ ସାଂସଦ ମହେଶ!-->…
ସାଥି ବହି
ବହି ଠାରୁ ଭଲ ସାଥିଟିଏ ନାହିଁ ଜଗତ ରେ ଭାଇ କେହିନିରୋଳା ସମୟେ ଭରାକ୍ରାନ୍ତ ମନେ ଆନନ୍ଦ ଦିଏ ଯେ ସେହି॥୧ନିର୍ବାଚିତ ଅବା ଭଲ ବହି!-->…
ଫୋଲ୍ଡସ୍କୋପ ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ଚିନ୍ତାଧାରାରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ
ଭାରତ ସରକାରଙ୍କ ବାୟୋଟେକନୋଲୋଜି ବିଭାଗ ଆନୁକୁଲ୍ୟରେ ଫୋଲ୍ଡସ୍କୋପ ପ୍ରସ୍ତୁତି କର୍ମଶାଳା ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ପାଇଁ ଭାରତର ବିଭିନ୍ନ ଆକାଂକ୍ଷିତ ଜିଲ୍ଲାରେ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଆକାଂକ୍ଷି ଜିଲ୍ଲା ଢେଙ୍କାନାଳ ସ୍ଵୟଂଶାସିତ!-->…
ପୁଣି ଢେଙ୍କାନାଳରେ ଲଜ୍ଜ୍ୟା , ୫ ବର୍ଷର ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ
ପୁଣି ଲଜ୍ଜିତ ହେଲା ଢେଙ୍କାନାଳ , ୫ ବର୍ଷର ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବାର ଆସିଲା ଅଭିଯୋଗ । ଜଣେ ୪୫ ବର୍ଷ ବୟସ୍କ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅଞ୍ଚଳରେ ।
ସୂଚନା!-->!-->!-->…