News
lipub
samparksetu

ଶିକ୍ଷାପାଇଁ ବାଧକ ସାଜିଛି ରେଳ ଲାଇନ ,୭୩ ବର୍ଷ ଧରି ଲାଗିରହିଛି ସମସ୍ୟା !

ଢେଙ୍କାନାଳ ଜିଲ୍ଳା ଓଡାପଡା ବ୍ଲକ ଦେଇ ଯାଇଥିବା ତାଳଚେର-ଢେଙ୍କାନାଳ ଏବଂ ଢେଙ୍କାନାଳ-ତାଳଚେର ରେଳ ଲାଇନ ଦିର୍ଘ ୭୩ ବର୍ଷ ଧରି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ବାଧକ ସାଜିଛି । ଓଭରବ୍ରିଜ କିମ୍ବା ଅଣ୍ଡର ବ୍ରିଜ ନଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପହଞ୍ଚିବା

ଅଲୋଡା ପାଲଟିଛି ଆଇ ଲଭ ଢେଙ୍କାନାଳ ସେଲଫି ପଏଣ୍ଟ

ଢେଙ୍କାନାଳ ପ୍ରଶାସନ ଓ ପୌରସଂସ୍ଥା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶହଶହ ବର୍ଷର ଗଛକୁ କାଟି ସେଲଫି ପଏଣ୍ଟ କରାଯାଇଛି । ମହାତ୍ମାଗାନ୍ଧୀ ମାର୍ଗରେ ଥିବା ଏହି ସେଲଫି ପଏଣ୍ଟ ଏବେ ଅଲୋଡା ହୋଇଯାଇଛି । ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଫୁଲ କୁଣ୍ଡରେ ନା ଅଛି ଫୁଲ ଗଛ ନା

ଜଳ ପାଇଁ ହନ୍ତସନ୍ତ ସହର ବାସୀ

ଧିରେ ଧିରେ ତାତି ବଢିବା ସହ ଦେଖା ଦେଲାଣି ଜଳ କଷ୍ଟ । ଅଚଳ ଅବସ୍ଥାରେ ପଡ଼ିରହିଛି ଅନେକ ନଳକୂପ । ଘଟଣାଟି କୌଣସି ଉପାନ୍ତ ଅଂଚଳର ନୁହଁ , ଢ଼େଙ୍କାନାଳ ସହରର । ପାଣି ପାଇଁ ଘଂଟାଏ ଧରି କୂଅକୁ ଅପେକ୍ଷା କରି ରହୁଛନ୍ତି ମହିଳା । ଢ଼େଙ୍କାନାଳ ସହରର ଖମାର ସାହିରେ ପ୍ରାୟ ୩୦ ରୁ ୪୦

ମାଟିର ଗନ୍ଧ

ମା ମାଟି ମାତୃଭାଷାସବୁ ତ ଏଇଠିଭୁଲିବି କିପରିମୋ ଷଠି ଘର ଯେଉଁଠି ॥୧ ମା ମମତା ମାତୃଭୂମିସବୁତ ଏଇଠିଭୁଲିବି କିପରିହଜିଛି ମୋ ପିଲା ଦିନ ଯେଉଁଠି॥୨ ମା ମନ୍ଦିର ମା କୋଳସବୁ ତ ଏଇଠିଭୁଲିବି କିପରି?ହସ ଖେଳ ବିତିଛି ଯେଉଁଠି॥୩ ମା ‍ମାଟିଖେଳ କାଠର କଣ୍ଢେଇସବୁତ ଏତ

ରୋଗକୁ ଘୃଣା କରି ବୃଦ୍ଧାଙ୍କୁ ଅସହାୟ କରିଦେଲା ପୁତୁରା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳିି ପଞ୍ଚାୟତ ରୋଡ଼ଙ୍ଗ ଗାଁ ର ଅସହାୟ ଚମ୍ପା ସିଂହ ଙ୍କ ବିଧବା ଭତ୍ତା ,ରାସନ ଚାଉଳ ଏବଂ ଜମି ବାଡି ନେଇ ,ଅସହାୟ କରିଦେଲା ନିଜ ପୁତୁରା ପଙ୍କଜ ସିଂହ। ଦୀର୍ଘ ବର୍ଷ ପୂର୍ବରୁ ନିଜର ସ୍ଵାମୀ ଏବଂ ପିଲାମାନେ ଏକା କରିକି ଆରପାରିକୁ ଛାଡ଼ି

ଶିଶୁ ଶ୍ରମିକ ଲଗାଇ ବିନା ସୂଚନା ଫଳକ ରେ ଚାଲିଛି ପାଚେରୀ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ରୋଡଙ୍ଗ ଗ୍ରାମର ନିର୍ମାଣ କରାଯାଇଥିବା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟର ପାଚେରୀ କାମ ବିନା ସୂଚନା ଫଳକରେ ବନ ବିଭାଗ ଅଧିକାରୀ ଓ ଠିକା ଦାରଙ୍କ ମଧୁ ଚନ୍ଦ୍ରିରେ ଚାଲିଛି କାମ। ନିମ୍ନ ମାନର ଇଟା ସହିତ ନିମ୍ନ ମାନର ବାଲି

ମୁଁ ସ୍ଵାଧୀନତା ଦେଇଛି

ଦେଶ କୁ ସ୍ଵାଧୀନତା ମିଳିନଥାଏ। ଗାନ୍ଧିଜୀ ଭାରତ ଛାଡ ଆନ୍ଦୋଳନ ର ଡାକରା ଦେଇଥାନ୍ତି। ପୁରା ଦେଶ ଚଳ ଚଞ୍ଚଳ ହୋଇଉଠି ଥାଏ। ସେହି ସମୟରେ ଆମ ଓଡ଼ିଶା ର ଗୋଟେ ଛୋଟ ଗାଁ ସରଧାପୁର ର ସତ୍ୟାନନ୍ଦ ମହାପାତ୍ର ଯିଏ କି ଶିକ୍ଷକତା ଛାଡ଼ି ଆନ୍ଦୋଳନ ରେ ଯୋଗ ଦେଇଥାନ୍ତି। ତାଙ୍କ ଘରେ ଆନ୍ଦୋଳନକାରୀ

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର ଥାନା କୋଟଗରା ପଞ୍ଚାୟତ ର ଶୁକଦେବ ପ୍ରଧାନ(୭୦ ) ଗତ ମାସ ୨୮ ତାରିଖ ରେ ବ୍ୟାଙ୍କ କୁ ଭତ୍ତା ଟଙ୍କା ପାଇଁ ଆସିଥିଲେ। ହେଲେ ସେହି ଦିନ ଠାରୁ ସେ ଆଉ ଘରକୁ ଫେରିନଥିଲେ । ଘର ଲୋକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଆଜି କିଛି ଲୋକ ଗାଁ ପାଖ

ଦନ୍ତା ଆକ୍ରମଣ ରେ ଦୁଇ ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରେ କିଛି ଦିନ ର ବ୍ୟବଧାନ ପରେ ଆଜି ସକାଳେ ପୁଣି ଦନ୍ତା ହାତୀ ଆକ୍ରମଣ ରେ ଗୁରୁତର ହୋଇଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ ପାଟ ଲା ପଂଚାୟତ ଅନ୍ତର୍ଗତ ବାଙ୍କିଡି ଗ୍ରାମର ସତ୍ୟାନନ୍ଦ ବେହେରା (୪୫) ରୁଙ୍ଗଟା ମାଇନ୍ସ ରୁ ସକାଳ ୬ ଟା ସମୟ ରେ ନିଜ

ଟ୍ରାକ୍ଟର ଚାଳକ ଙ୍କୁ ଛୁରୀ ମାଡ଼

ବାଘମାରି ଠାରେ ଟ୍ରାକ୍ଟର ଚାଳକ କୁ ଛୁରୀ ମାରି ଲହୁ ଲୁହାଣ କଲେ ଦୁର୍ବୃତ୍ତ l ଘଟଣା ଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଭୂଷଳ ପଞ୍ଚାୟତ ର ଜୟପୁର ଗ୍ରାମର ପଡା ଗ୍ରାମ ବାଘମାରି ଠାରେ ଅପରାହ୍ନରେ ଶାମଳ ଗ୍ରାମର କାର୍ତ୍ତିକ ସିଂ ଙ୍କ ପୁଅ ଲକ୍ଷ୍ମଣ ସିଂ ଖତ ଲୋଡ଼ କରି ଆଣୁଥିବା ବେଳେ
error: Content is protected !!