News
lipub
samparksetu

ଜାତୀୟ ସ୍ତରରେ ଢେଙ୍କାନାଳ ଝିଅର କମାଲ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିଳା ମହାବିଦ୍ୟାଳୟର +୩ ଛାତ୍ରୀ ବନ୍ଦନା ପ୍ରିୟ ଦର୍ଶନୀ ବିଶ୍ଵାଳ ଜିଲ୍ଲା ଓ ରାଜ୍ୟସ୍ତର ରେ ୧୦୦ମିଟର, ଦୌଡ,ଲଙ୍ଗଜମ୍ପ,ହାଇଜମ୍ପ ଜାଭଲିନ୍ ଥ୍ରୋ ଓ ଡିସ୍ କସ୍ ଥ୍ରୋ ରେ ସଫଳତା ଅର୍ଜନ କରି ଏବେ ୨୦୨୩ମସିହା ମାର୍ଚ୍ଚ ୨ତାରିଖ ଦିନ ଦିଲ୍ଲୀ ଷ୍ଟ୍ରେଟ୍ ୟୁଥ

ବନ୍ଧା ହେଲେ ପୂର୍ବତନ କଲେଜ ଅଧ୍ୟକ୍ଷ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କଙ୍କଡାହାଡ଼ ଥାନା ବିରାଶାଳ କଲେଜର ପୂର୍ବତନ କଲେଜ ଅଧ୍ୟକ୍ଷ ଅଟଳ ବିହାରୀ ବାରିକ ,ଫର୍ଜୀ ସାର୍ଟିଫିକେଟ୍ ଦେଇ ଚାକିରୀ କରିବା ସହ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ।ବହୁ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା

ଗାଁ ସୁନ୍ଦରୀ

କୁକୁଡ଼ା ରାବିଲେ ତପନ ଉଇଁଲେରାତିପାହି ହେଲା ସକାଳ,ମନ୍ଦିରରେ ଶଙ୍ଖ ଘଣ୍ଟି ଶୁଭିଲାଣିକଲେଣି ଲୋକେ ଚଳ ପ୍ରଚଳ। ସକାଳୁ ଉଠି ମୁଁ ଚାହିଁ ବସିଛିଆସିବ ସେ କେବେ ମନ୍ଦୀର,ତା ଲାଜୁଆ ଆଖିରେ ମୋ ଆଖି ମିଶିଲେଚାଲିଯାଏ ସେ ହୋଇ ତରବର। ଫୁଲେଇ ହେଇ ସାଙ୍ଗ ଆଗରେମୁହଁ ମୋଡି ଚାଲିଯାଏ,ପୁଣି କଣ

ଧୂଳିଧୂଆଁ ରେ ଅତିଷ୍ଠ ଢେଙ୍କାନାଳ ବାସୀ , ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ , ରାତି ଅଧିଆ ପଡିଲା ପାଣି ; ନିର୍ମାଣ…

ଢେଙ୍କାନାଳ ସହରକୁ ଯାତାୟାତ ପାଇଁ ଟ୍ରାଫିକ ସମସ୍ୟା ଦୂରୀକରଣ ନିମନ୍ତେ ମୁଖ୍ୟରାସ୍ତା ପ୍ରଶସ୍ତିକରଣ କରାଯାଉଥିବା ବେଳେ । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି କଲେଜ ବାଇପାସ ପର୍ଯ୍ୟନ୍ତ କେତେବେଳେ ରାସ୍ତା ଖୋଳା ପଡିଛି ତ କେତେବଳେ ଧୂଳି ଉଡୁଛି । ପୂର୍ତ୍ତ ବିଭାଗ ଏବଂ ଠିକାଦାର ଙ୍କ

ବାଇକ୍ ରୁ ପଡ଼ି ଯୁବକଙ୍କ ଚାଲିଗଲା ଜୀବନ

ଯାଜପୁର ଜିଲ୍ଲା , ରାଣିପଡ଼ା ଗ୍ରାମ ର ଭରତ ଚନ୍ଦ୍ର ବେହେରା(୪୭) ନାମକ ଜୈନିକ ଯୁବକ ବାଇକ୍ ଯୋଗେ କାମାକ୍ଷାନଗର ଥାନା କଞ୍ଛିଆ ଗ୍ରାମ ନିଜ ସମ୍ପର୍କୀୟ ଘରକୁ ଆସୁଥିବା ବେଳେ ଦାନପଶି ନିକଟ ରେ ଭାରସାମ୍ୟ ହରାଇ ବାଇକ୍ ରୁ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଭାବରେ ସ୍ଥାନୀୟ ଲୋକଙ୍କ

କୃଷକ ତାଲିମି ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସାପୁଆ ବଡଜୋରା ମଧ୍ୟମ ଜଳସେଚନ ପ୍ରକଳ୍ପର ମା ଦକ୍ଷିଣକାଳୀ ପାଣିପଞ୍ଚାୟତ-୨ ନାଉକିଆରୀ ଗ୍ରାମଠାରେ ୧୦ତାରିଖ ଶୁକ୍ରବାର ଦିନ ଏକ ଦିବସିୟ କୃଷକ ତଲିମି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ନାଉକିଆରୀ ଗ୍ରାମର ୫୦ଜଣ ଚାଷୀ ଯୋଗଦେଇ ତାଲିମି

ଅଚିହ୍ନା ନାୟିକା-୭

ବହୁଦିନ ପରେ ଅଚିହ୍ନା ନାୟିକାହୋଲିରେ ଯେ ଦେଖାହେଲା,ସଖୀ ସଙ୍ଗେ ମିଶି ଆନନ୍ଦ ମନରେଅବିର ସେ ଖେଳୁଥିଲା। ହୋଲିର ରଙ୍ଗରେ ରଙ୍ଗାୟିତ ହୋଇନାଚୁଥିଲା ଝୁଲି ଝୁଲି,ମୋତେ ଦେଖି ସଙ୍ଗେ କାହିଁକି କେଜାଣିକେଉଁଆଡେ ଗଲା ଚାଲି..! ରଙ୍ଗ ଅବିରକୁ ହାତରେ ମୁଁ ଧରିଖୋଜିଲି ଅଚିହ୍ନା ନାୟିକା,ଗହଳି

ଡକାୟତି ପାଇଁ ଏଲଆଇସି ଏଜେଣ୍ଟଙ୍କୁ ହାଣିଲା ଲୁଟେରା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଲୁଟେରା ଆତଙ୍କ,ଖବରରୁ ପ୍ରକାଶ ଗତକାଲି ଅପରାହ୍ନ ୫ଟା ସମୟରେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ -୬ ବାସିନ୍ଦା ତଥା ବରିଷ୍ଠ ଏଲଆଇସି ଏଜେଣ୍ଟ ପ୍ରସନ୍ନ କୁମାର ସାହୁ ୱାର୍ଡ ୩ଚଣାବାରିଆ ନିକଟ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ସହ ଏଲଆଇସି କାମରେ

ବିସର୍ଜିତା

ସେ ସହର ବାହାର ନିଶବ୍ଦତାକୁ ନିଜ ହାଜିରି ଦେବାକୁ ଯାଇ ନଦୀଟି କୁଳୁକୁଳୁ ସ୍ୱଶବ୍ଦରେ ନିମଗ୍ନ ଥିଲା । ଇଛା ହେଉଥିଲା ସେ ସୃଷ୍ଟି ନିୟମକୁ ଟିକେ ସମୟ ପାଇଁ ନିଜ ଆୟତରେ ରଖି ବହିଯାଅନ୍ତା ଦେବୀଙ୍କ ମୃଣ୍ମୟ ପ୍ରତିମାର ପାଦପଦ୍ମ ପାଖକୁ । ଆଉ ଆଞ୍ଜୁଳା ଆଞ୍ଜୁଳା ଶୀତଳ ଜଳ ଦେବୀଙ୍କ ମୋହିନୀ ରୁପ

ପଂଗୁଣ ଆସିଲା

ପଂଗୁଣ ଆସିଲା ମଳୟ ମୋହିଲା ଆମ୍ବ ବଉଳର ବାସନାକି ମନୋହର ସେ ଦିବସ ଓ ନିଶି ପୂଣ୍ଣମୀ କିରଣ ଜୋଛନା॥୧କୁରେହିଁ ପୁଲର ବାସ ଚହଟାଇ ପ୍ରିତି ରରଂଗ ଆସିଲାପଳାସ ପୁଂଲର ନାଲିଆ
error: Content is protected !!