ମହୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ବାର୍ଷିକ ମହୋତ୍ସବ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତରଗର୍ତ ମହୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ ମହା ସମାହାରରେ ପାଳିତ ହୋଇଛି ।ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମୁଖ୍ୟ ଅତିଥି ମହେଶ ସାହୁ ପରଜଙ୍ଗର ବିଧାୟକ ତଥା ପୂର୍ବତ୍ତନ ମନ୍ତ୍ରୀ ଡ. ନୃଶିଂହ ଚରଣ ସାହୁ!-->…
ଓମେନ୍ସ ଆଚିଭର୍ସ ଅଫ ଓଡ଼ିଶା ଆୱାର୍ଡ ଜିତିଲେ ଢେଙ୍କାନାଳ ଝିଅ ଅଙ୍କିତା
ସାଧନ ଓ ଧର୍ଯ୍ୟର ସହ ସବୁ ସୁବିଧା ଅସୁବିଧା କୁ ସାମ୍ନା କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳା ମାନଙ୍କ ସମ୍ମାନ ପାଇଁ ପାଳନ କରାଯାଏ ବିଶ୍ୱ ମହିଳା ଦିବସ । ପ୍ରମେୟ ଏବଂ ନିୟୁଜସେଭେନ ପରିବାର ର ମିଳିତ ଆୟୋଜନ ରେ ଏଭଳି ଏକ ଉତ୍ସବ ପାଳିତ ହୋଇଛି ,ଦୁର୍ଗମ ଅଞ୍ଚଳର!-->!-->!-->…
ଘର ତାଲା ଭାଙ୍ଗି ଟଙ୍କା ଓ ସୁନା ଚୋରି
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ନୂଆ ଆଳୁତୁମା ଗ୍ରାମ ବସ୍ଷାଣ୍ଡ ପଛରେ ରହୁଥିବା ଜିତେନ୍ଦ୍ର ନାୟକ ଙ୍କ ଘରୁ ଗତ ରାତିରେ କିଛି ଦୁର୍ବୃତ୍ତ ଘର କବାଟ ଭାଙ୍ଗି ଘର ଭିତରେ ଥିବା ଦୁଇଟି ଆଲମାରୀ ଭାଙ୍ଗି ପ୍ରାୟ ୬୦ ହଜାର ଟଙ୍କା ସହ କାନଫୁଲ , ମୁଦି,ଚେନ୍,ଚୁଡ଼ି ରୂପା!-->…
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜାଲିଆତି ,ପଣ୍ଡା ନର୍ସିଂହୋମ ସିଲ କଲା ଟିମ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗୁଡିଆନାଳୀରେ ଥିବା ପଣ୍ଡା ନର୍ସିଂହୋମକୁ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ଜାଲିଆତି କରିବା ଘଟଣାରେ ପ୍ରଶାସନ ତରଫରୁ ସିଲ କରାଯାଇଛି । ସହର ସ୍ଥିତ ଟାଉନଥାନା ନିକଟସ୍ଥ ଗୁଡିଆନାଳୀରେ ରେ ଥିବା ପଣ୍ଡା ନର୍ସିଂ ହୋମକୁ କିଛି ଦିନ ତଳେ ଜଣେ!-->…
ଯୋରନ୍ଦା ଶିଶୁ ବିଦ୍ୟା ମନ୍ଦିର ନୂତନ ପରିଚାଳନା ସମିତି ଗଠିତ
ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଖଣ୍ଡ ଅନ୍ତର୍ଗତ ଯୋରନ୍ଦା ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷା ବିକାଶ ସମିତି ଓଡିଶା ତତ୍ୱାବଧାନରେ ନୂତନ ଶିକ୍ଷା ପରିଚାଳନା ସମିତି ଗଠନ ହୋଇଯାଇଛି ।
ଶିକ୍ଷା ବିକାଶ ସମିତି ଓଡିଶା ପକ୍ଷରୁ ମଧ୍ୟ ସମ୍ଭାଗ ସମ୍ପାଦକ ସନ୍ତୋଷ କୁମାର ପୃଷ୍ଟି, ଢେଙ୍କାନାଳ ସଙ୍କୁଳ!-->!-->!-->…
ଶ୍ମଶାନ ଘାଟକୁ ନେଇ ବିବାଦ,ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଳା ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଖମାର ଗ୍ରାମରେ ଶ୍ମଶାନ ଘାଟ ଜମି ଚିହ୍ନଟକୁ ନେଇ କିଛି ବ୍ୟକ୍ତି ଗ୍ରାମବାସୀଙ୍କୁ ଗାଳି ଗୁଲଜ କରିବା ସହିତ ହତ୍ୟାଧମକ ଦେବା ଘଟଣାରେ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।
ଚାଉଳିଆ ଖମାର ଗ୍ରାମରେ ଶ୍ମଶାନ!-->!-->!-->…
ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳିତ
ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ସାରା ବିଶ୍ୱରେ ବନ୍ୟଜନ୍ତୁ ଦିବସ ଭାବେ ପାଳନ କରାଯାଏ । ବିଶେଷ କରି ବନ୍ୟଜନ୍ତୁଙ୍କ ସୁରକ୍ଷା ତଥା ଜନସାଧାରଣ ଙ୍କୁ ବନ୍ୟଜନ୍ତୁଙ୍କ ପ୍ରତି ସଚେତନତା ନେଇ ଏହି ଦିବସ ପାଳନ କରାଯାଇଥାଏ । ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ସାରା ବିଶ୍ଵରେ ପାଳନ ହେଉ!-->…
ଡ୍ରାଇଭର ସଂଘ ପକ୍ଷରୁ ଧର୍ମଘଟ ,ଅଖ ଚକ ବନ୍ଦ ଡାକରା
ଦିନରାତି ବିଭିନ୍ନ ପ୍ରକାର ଗାଡି ଚାଳନା କରି ନିଜର ପରିବାର ପ୍ରତି ପୋଷଣ କରି ଆସୁଥିବା ଗାଡି ଚାଳକ ମାନଙ୍କର ବିଭିନ୍ନ ପ୍ରକାରସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସଫଳତା ଏମାନଙ୍କୁ ମିଳି ନାହିଁ l
ଯାହାକୁ ନେଇ ଓଡିଶା ଡ୍ରାଇଭର!-->!-->!-->…
ଗଁଦିଆ ବ୍ଲକରେ ବିଦ୍ୟୁତ ସମସ୍ୟା , ଚାଲୁ ହେଉନି ନୂତନ ଗ୍ରୀଡ ସବଷ୍ଟେସନ
ଗଁଦିଆ ବ୍ଲକରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ ପାଇଁ ଅନେକ ଦାବି ଓ ପ୍ରତିବାଦ ସତ୍ୱେ ବ୍ଲକ ବାସୀଙ୍କର ଆଶା ଆଶାରେ ରହିଗଲା । ବିଗତ ଦିନଠାରୁ ଆଜି ପର୍ଯ୍ୟନ୍ତ ଅନୁଶୀଳନ ରୁ ଜଣାପଡେ ଏମିତି ଏକ ଦିନ ନାହିଁ ଯେଉଁଦିନ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇନାହିଁ ।
ପ୍ରତିଦିନ ଏଠାରେ ବିଦ୍ୟୁତ!-->!-->!-->…
ମହୁଲଖୋଳି ଗ୍ରାମରରେ ଅଷ୍ଟପହରୀ ନାମଯଜ୍ଞ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବୁଧୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା l ସ୍ଥାନୀୟ ପୋଖରୀ ତଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳପୂର୍ଣ୍ଣ କଳସ ଧରି ଶୋଭାଯାତ୍ରାରେ ଆସି ନାମଯଜ୍ଞ!-->…