News
lipub
samparksetu

ମୁଖ୍ୟ ଚିକିତ୍ସାଳୟକୁ ବିଳମ୍ବରେ ଡାକ୍ତର ଆସିବା ଘଟଣା ,ଲାଗିଲା ବାୟୋମେଟ୍ରିକ ମେସିନ

ଏଥର ଠିକ୍ ସମୟରେ ହସ୍ପିଟାଲରେ ଡାକ୍ତର ପହଞ୍ଚିବେ । କାରଣ ଆଉ ଖସିବାର ବାଟ ନାହିଁ । ବିଳମ୍ବରେ ଆସିଲେ ଧରାପଡିବା ସହ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡିବ । କାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜିଠାରୁ ବାୟୋମେଟ୍ରିକ ମେସନ୍ ବ୍ୟବସ୍ଥା କରାଯାଇଛି । ଏହି ମେସିନରେ ଟିପ ଦେଇ ନିଜ ଉପସ୍ଥାନ

ରାସୋଳ ରେ ଷ୍ଟେଟ ବ୍ୟାଙ୍କ ର ନୂତନ ଶାଖା ଉଦଘାଟିତ

ହିନ୍ଦୋଳ ଉପଖଣ୍ଡ ରାସୋଳ ସ୍ଥିତ ଦାମିନି ଗାଲେରିଆ ପରିସରରେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏକ ନୂତନ ଶାଖା ଉଦଘାଟିତ ହୋଇ ଯାଇଛି। ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଷ୍ଟେଟ ବ୍ୟାଙ୍କର ଜିଏମ୍ ପୁନମ୍ ବାଲମ୍ ଏମ୍ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଏହି ଶାଖା କୁ ଉଦଘାଟନ କରିଥିଲେ।

ବିପଦକୁ ଡାକୁଛି ଅଙ୍ଗନବାଡି କେନ୍ଦ୍ର ନିକଟ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର

ଶକ୍ତିଶାଳୀ ବିଦ୍ୟୁତ ଟ୍ରାନ୍ସଫର୍ମର ଏବେ ଓଡାପଡା ଅଞ୍ଚଳରେ ବିଭନ୍ନ ଜାଗାରେ ମୁକୁଳା ହୋଇ ପଡିଛି l ସର୍ବସାଧାରଣଙ୍କ ପାଇଁ ବିପଦ ବଢ଼ାଉଛି, ହେଲେ ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀ ଙ୍କ ପାଖରେ ସୂଚନା ନାହିଁ, କେଉଁଠି ବିଦ୍ୟାଳୟ ପାଖରେ ତ କେଉଁଠି ଗୋର ଚରୁଥିବା ସ୍ଥାନରେ, ତ କେଉଁଠି କୁନି

କଟୁ ସତ୍ୟ

ମୋ ପିଲାଦିନ ର ସାଙ୍ଗ ରାଜୁ, ତା ବଡ଼ ଭାଇ ଙ୍କ ନା ଚନ୍ଦନ ବେହେରା। ଏବେ ସେ ଢେଙ୍କାନାଳ କଲେଜ ରେ ଇଂରାଜୀ ଅଧ୍ୟାପକ ଅଛନ୍ତି। ବହୁତ୍ ଜ୍ଞାନୀ ଗୁଣି ଲୋକ, ଆମ ଅଞ୍ଚଳରେ ତାଙ୍କର ବହୁତ୍ ସମ୍ମାନ ଅଛି, ଆଉ ସେ ସମ୍ମାନ ର ଅଧିକାରୀ ମଧ୍ୟ। ତାଙ୍କ ଜୀବନ ଆମ ମାନଙ୍କ ପାଇଁ ଆଦର୍ଶ, ଖାଲି

ଯୌତୁକ ନିର୍ଯ୍ୟାତନାକୁ ନେଇ ପୁଅ ବୋହୂକୁ ମାଡ଼ ମାରି ଲହୁଲୁହାଣ କଲେ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ର କଙ୍କଡାହାଡ଼ ଥାନା କେରେଜୋଳି ପଞ୍ଚାୟତ ଅନ୍ତର୍ଗତ ସରବେରେଣୀ ଗାଁରେ ଯୌତୁକ ନିର୍ଯ୍ୟାତନାକୁ ନେଇ ବର୍ବରକାଣ୍ଡ । ପୁଅ ଓ ବୋହୂକୁ ମାଡ଼ ମାରି ଲହୁଲୁହାଣ କଲେ କଲେ ଶାଶୂ ,ଶ୍ବଶୁର ଓ ଦେଢଶୁର । ଏଭଳି ସଙ୍ଗୀନ ଅଭିଯୋଗକୁ ନେଇ କଙ୍କଡାହାଡ଼

ବାଇକରୁ ଏକଲକ୍ଷ ଟଙ୍କା ଲୁଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଥାନା ସହର ମଧ୍ୟରୁ ବାଇକରୁ ଏକ ଲକ୍ଷ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଛନ୍ତି ୨ଲୁଟେରା।ମଠକରଗୋଳା ଗ୍ରାମର ସନ୍ତୋଷ କୁମାର ଜେନା ଷ୍ଟେଟବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ସ୍ଥାନିୟ କଳ୍ପନା କ୍ଲବ ନିକଟରୁ ସାର,ମଞ୍ଜି କିଣୁଥିବାବା ବେଳେ ୨ଜଣ ଦୂର୍ବୁତ୍ତ ଏକ

ଏକର ଏକର ଶାଳ ଜଙ୍ଗଲ ଜଳିଗଲା

ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଏବଂ ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକସନ ସୋରତଭ ଏବଂ କାଦୁଆମଡା ଜଙ୍ଗଲରେ ଏକର ଏକର ଶାଳ ଜଙ୍ଗଲରେ ନିଆଁ ଲାଗି ଜଳି ଯାଇଥିବାର ଜଣାପଡିଛି । ବାବନ୍ଧ ସେକସନ ଅନ୍ତର୍ଗତ ସୋରତ ଏବଂ କାଦୁଆମଡା ନିକଟରେ ବିସ୍ତିର୍ଣ୍ଣ ଶାଳ ଜଙ୍ଗଲ ରହିଛି । କେହି ଦୁର୍ବୃତ୍ତ ଶାଳ

ଭୁବନ ଅଞ୍ଚଳରେ ବଢିଚାଲିଛି ଲୁଟ !

ଭୁବନ ଥାନା ଅଧିନରେ ଥିବା ଜାତୀୟ ରାଜପଥ ୫୩ର ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଗଉଡମାଳିଆ ବନ୍ଧ ନିକଟରେ ଜଣେ ପୂର୍ବତନ କାଉନସିଲରଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ବାର ହଜାର ଟଙ୍କା । ଖବର ନେବାରେ ଜଣାଯାଇଛି ଯେ, ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ପୂର୍ବତନ କାଉନସିଲର କୋଦଣ୍ଡଧର

ଗଜେଂଇ ପାଇଁ ଇଟା ମାଡରେ ମୁଣ୍ଡ ଫାଟିଲା ,ଥାନାରେ ମାମଲା

ପର୍ଯ୍ୟଟନସ୍ଥଳୀ ବୁଦ୍ଧେଶ୍ୱର ପୀଠରେ ସନ୍ଧ୍ୟା ସମୟରେ ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ଗଜେଂଇ ପାଇଁ ଶହେ ଟଙ୍କା ମାଗିଥିଲେ। ୧୦୦ ଟଙ୍କା ନଦେବାରୁ ସଂପୃକ୍ତ ଯୁବକ ଇଟା ଦ୍ୱାରା ଆକ୍ରମଣ କରିବାରୁ ପ୍ରଥମ ଯୁବକ ବିଭୁତି ସେଠୀଙ୍କର ଆଖି ପତା ଓ ମଣ୍ଡରେ ଗଭିର ଆଘାତ ଲଗିଥିଲା । ଏନେଇ ବିଭୁତି

କଙ୍କଡ଼ାହାଡ଼ ବ୍ଲକ ର ୨୨୦୦ ଚାଷୀ ଧାନ ବିକ୍ରୀ ରୁ ବଞ୍ଚିତ, ଆନ୍ଦୋଳନ ପାଇଁ ସଜବାଜ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଇଲାକା ହୋଇଥିବା ବେଳେ ଚାଷ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠି ଚାଷୀ ମାନେ ଅନେକ ସମସ୍ୟାରେ ରହୁଛନ୍ତି କାରଣ ମରୁଡି ଦାଉରୁ ରକ୍ଷା ପାଇବା ପାଇଁ ଚାଷୀଙ୍କ ଧାନ ବିଲକୁ ପାଣିର ବନ୍ଦୋବସ୍ତ ନଥିବା ,ହାତୀ ଉପଦ୍ରବ ପ୍ରଭୃତି ଅନେକ
error: Content is protected !!