News
lipub
samparksetu

ସଡ଼କ ଦୁର୍ଘଟଣାରେ ଜଣେ ମୃତ ,ଜଣେ ଗୁରୁତର

ସଡ଼କ ଦୁର୍ଘଟଣାରେ ଜଣେ ମୃତ ,ଜଣେ ଗୁରୁତର। ସୂଚନା ଅନୁଯାୟୀ ,ଢେଙ୍କାନାଳ ସଦର ଥାନା ଦୀନବନ୍ଧୁପୁର ଗ୍ରାମର ଶ୍ରୀକାନ୍ତ ନାଏକ ଓ ଅଜୟ ନାଏକ କୌଣସି କାମରେ ଯାଇ ଏକ ବାଇକ ଯୋଗେ ଫେରୁଥିବା ସମୟରେ ଆଜି ଅପରାହ୍ନରେ ରସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ପେଟ୍ରୋଲପମ୍ପ ନିକଟରେ ଏକ ଅଜଣା ଗାଡି

ଝୋଟ ମିଲରେ କାର୍ଯ୍ୟରତ ଶ୍ରମିକଙ୍କ କଟିଲା ଆଙ୍ଗୁଳି

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ସ୍ଥାନୀୟ ଷ୍ଟେସନ ବଜାର ଠାରେ ଥିବା କଳିଙ୍ଗ ଝୋଟ ମିଲରେ ଆଜି ଜଣେ ଶ୍ରମିକଙ୍କ ଆଙ୍ଗୁଳି କଟିଯାଇଛି ।ତାଙ୍କର ଡାହାଣ ହାତର ତିନିଟି ଆଙ୍ଗୁଳି କଟିଯାଇଥିବାର ସୂଚନା ରହିଛି ।ଶ୍ରମିକ ଜଣଙ୍କ ହେଲେ ବିହାରର କୁନ୍ଦନ କୁମାର(୧୯) । ସୂଚନା ଅନୁଯାୟୀ ଆଜି ସେ

ପେଟପାଟଣା ପାଇଁ ଛିଣ୍ଡିଲା ପାପୁଲି !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ ଗୁରୁ ଜାଙ୍ଗୁଲି ଗ୍ରାମର ଗୋଲେଖ ସାହୁ (୫୫) ଆଜି ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ବିବାହ ଉତ୍ସବ ରେ ବାଣ ଫୁଟାଇବାକୁ ଯାଇଥିଲେ । ବାହାଘରଟି ଝିଲି ଗ୍ରାମରୁ ଦଶିପୁର୍ ପଞ୍ଚାୟତ କୁ ଯାଉଥିଲା । କିନ୍ତୁ ବଡ଼

ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ କବଜାରେ କୁଖ୍ୟାତ ଡକାୟତି ଗ୍ୟାଙ୍ଗ । ଜିରାଳ କଲେଜ ନିକଟରୁ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଶରତ ମହାଳିକ କଲେଜ ନିକଟରେ ଚଢ଼ାଉ କରିଥିଲେ ।

ନାବାଳକ ନିଖୋଜକୁ ୮ ଦିନ ପୁରିଲା ପୋଲିସ ହାତ ଖାଲି,ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ଥାନା ମଙ୍ଗଳପୁର ପାଞ୍ଚକାହାଣିଆ ଗ୍ରାମର ଜଣେ ନାବାଳକ ଗତ ୮ ଦିନ ହେବ ନିଖୋଜ ହୋଇଯାଇଛି । ପରିବାର ତରଫରୁ ସଦର ଥାନାରେ ୮ ଦିନ ହେବ ଅଭିଯୋଗକରାଯାଇଥିବା ବେଳେ ପୋଲିସ କୌଣସି ପଦକ୍ଷେପ ନନେବାରୁ ଗ୍ରାମବାସୀ ମାନେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମଙ୍ଗଳପୁର

ସଡ଼କ ଦୁର୍ଘଟଣାରେ ତିନି ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ୭ଘଟିକା ସମୟରେ ଏକ ଅଟୋ ଏବଂ ଏକ ବୁଲଲେଟ ମୋଟରସାଇକେଲ ଆଗପଛ ହୋଇ ରସୋଳ ଆଡକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଅନୁଗୁଳ

ଡିକି ଭାଙ୍ଗି ଲୁଟ

ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ବଜାର ସ୍ଥିତ ଏସବିଆଇ ଏଟିଏମ୍ ସମ୍ମୁଖରୁ ସ୍କୁଟର ଡିକି ଖୋଲି ଦୁର୍ବୃତ୍ତ ୧ଲକ୍ଷ ୩୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମୋଟଙ୍ଗା ଗାଁର ଜ୍ଞାନେନ୍ଦ୍ର ସାହୁ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ନିମବାହାଳି ସ୍ଥିତ

ବିନା ସୂଚନା ଫଳକରେ ପାଚେରୀ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡି ଗ୍ରାମର ମହାପାଟ ଠାକୁରାଣୀ ପୀଠରେ ପାଚେରୀ କାମ ଚାଲୁ ଥିବା ବେଳେ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ। କାମ ଆରମ୍ଭରୁ ଶେଷ ହେବାକୁ ହେଲାଣି ପଛେ ଏପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ସୂଚନା ଫଳକ।

ଅଚିହ୍ନା ନାୟିକା-୬

ଦେଖା ହେଲା ସେହି ଅଚିହ୍ନା ନାୟିକାଶିବ ମନ୍ଦିର ବେଢ଼ାରେ,ଦୀପଟିଏ ଜାଳି ଧ୍ୟାନମଗ୍ନ ହୋଇଜଗିବସିଥିଲା ମନ୍ଦିରେ। ଦୀପ ଜଳା ଦେଖି ମନ ମୋର ହେଲାଦୀପଟେ ଜାଳିବା ପାଇଁ,ଦୀପଟିଏ ଜାଳି ହରଷ ମନରେବସିଗଲି ପାଶେ ଯାଇ। ମନ୍ଦିର ପ୍ରାଙ୍ଗଣ ଦୀପର ଆଲୋକେହେଉଥିଲା ଉଜ୍ବଳିତ,ଅଚିହ୍ନା ନାୟିକା ପାଶେ
error: Content is protected !!