News
lipub
samparksetu

ଭଙ୍ଗା ଆଜବେଷ୍ଟ ତଳେ ଗଢ଼ା ଚାଳିଛି ପିଲାଙ୍କ ଭବିଷ୍ୟତ

ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ନିରାପଦରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବା ପାଇଁ ନିର୍ମାଣ କରୁଛନ୍ତି ଛାତଘର । ହେଲେ ଏମିତି କିଛି ବିଦ୍ୟାଳୟ ରହିଛି ଯେଉଁଠି ଏବେ ବି ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଭଙ୍ଗାଘରେ ପାଠ ପଢ଼ୁଛନ୍ତି ।

ମଧ୍ୟାହ୍ନ ଭୋଜନ ଖାଇ ୨ ଛାତ୍ରୀ ଅସୁସ୍ଥ

ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଜରଡା ପଞ୍ଚାୟତ ବାଲିକିଆରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୨ ଛାତ୍ରୀ ଗୁରୁତ୍ତର ଅବସ୍ଥାରେ ଅସୁସ୍ଥ ହୋଇ ହିନ୍ଦୋଳ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା । ଦୁଇ ଛାତ୍ରୀ ହେଲେ ଅଷ୍ଟମ ଶ୍ରେଣୀର ଶ୍ରାବଣୀ ବେହେରା , ପଞ୍ଚମ

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ,ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳି ବାମ ପାର୍ଶ୍ବ କେନାଲ ଶୀତଳବସା ଗ୍ରାମ ଛକ ନିକଟ ରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଥାନା କାଦବସନ୍ତ ଗ୍ରାମର ବାଜିନାଥ ଟୁଡୁ | ସୁଚନା ମୁତାବକ

କାମାକ୍ଷାନଗର ସହର ଦେଇ ଚାଲିଲା ଅନୁଗୁଳୁ -ଡୁବୁରି ଯାତ୍ରୀବାହୀ ଟ୍ରେନ୍‌

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ଦେଇ ଯାତ୍ରୀବାହୀ ଟ୍ରେନ୍‌ର ପରୀକ୍ଷାମୂଳକ ଶୁଭାରମ୍ଭ ହୋଇଛି। ଭାରତ ସରକାର ଙ୍କର ରେଳ ବିକାଶ ନିଗମର ଆର୍ଥିକ ସହାୟତା ଓ ସହ ଯୋଗରେ ବାଣିଜ୍ୟ ଓ ଯାତାୟତ ସୁବିଧା ପାଇଁ ଅନୁଗୁଳୁ ଜିଲ୍ଲା ବୁଢ଼ାପଙ୍କ ଷ୍ଟେସନରୁ କାମାକ୍ଷାନଗର ଦେଇ ଯାଜପୁର ଜିଲ୍ଲା

ମୌଳିକ ସୁବିଧାରୁ ବଞ୍ଚିତ ୩୫ ପରିବାର

ସମସ୍ୟା ଭିତରେ ଭୁବନ ଏନଏସି ୨ନଂ ୱାର୍ଡ ନଟାକଟା ମୌଜାର ନୂଆ କୁର୍ମଦା ଗ୍ରାମ । ଏଠାରେ ବସବାସ କରୁଥିବା ୩୫ ପରିବାର ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁ ସମସ୍ତ ମୌଳିକ ସୁଵିଧାରୁ ବଞ୍ଚିତ ହୋଇଛନ୍ତି ଏବଂ କେବଳ କାଗଜକଲମରେ ଗାଁର ଉନ୍ନତି ସୀମିତ ହୋଇ ରହିଛି । ଏହି ଗାଁକୁ ପକ୍କା

କିଏସେ ଦେବ ଉତ୍ତର

ଶୋଇଗଲା ପରେସାରା ଦୁନିଆଁ ଟାଚେଇଁ ଉଠେ ମୋର ଆଖିଖୋଜି ବୁଲେ ସେଇବିଗତ ଦିନକୁ,ଯାହାରହିଯାଇଥିଲା ବାକି l ବହଳ ନିଦରେଶୋଇଗଲା ପରେସପନେ ଆସୁ ତୁ ନିତିଅଭିମାନଭରା,ତୋଅବୁଝା ଚେହେରାମନେ ଆଣେ ସଦା ଭୀତି l ନୀରବ ନିଶିଥେହୃଦୟ ଲହଡ଼ିକୂଳ ଯେବେ ଲଂଘି ଯାଏମନ ମରୁଭୂମିବାଲି ଝଡ଼

ଏକ ଲକ୍ଷ ଟଙ୍କା ପାଇଁ ସ୍ତ୍ରୀ କୁ ମାରିଲା ସ୍ୱାମୀ !

ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ ପଞ୍ଚାୟତ କିର୍ତନପୁର ସାଗବାରି ଗାଁ ର ତୀର୍ଥ ବାସୀ ମହାନ୍ତ ଙ୍କ ସ୍ତ୍ରୀ କୁନି ମହାନ୍ତ। ଆଜକୁ ୫ ବର୍ଷ ପୂର୍ବେ ଭଲ ପାଇ ବିଭାହ କରିଥିଲେ। ଦୁଇଜଣ ଙ୍କ ବିବାହ ପରେ ବେସ ଖୁସି ରେ ରହିଆସୁଥିଲେ ସ୍ଵାମୀ ସ୍ତ୍ରୀ। ସ୍ତ୍ରୀ ର ଯୌତୁକ ଉପରେ ନଜର

ଲକ୍ଷାଧିକ ଟଙ୍କାର ମଦ ଓ ରନ୍ଧା ସରଞ୍ଜାମ ନଷ୍ଟ କଲା ଅବକାରୀ ବିଭାଗ

ଗଁଦିଆ ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା ଦୀର୍ଘ ଦିନ ଧରି ଉକ୍ତ ବ୍ଲକର ତଳ କାଶୀପୁର ଗ୍ରାମର ସନ୍ନିକଟ ପ୍ରଭାହିତ ବ୍ରାହ୍ମଣୀ ନଦୀ ପଠାରେ ବେଆଇନ ଭାବରେ ରନ୍ଧା ଯାଉଥିବା ଦେଶୀ ମଦ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ଆଜି

ଗଛ ତଳେ ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ଭଗବାନ

ଗଛ ତଳେ ଦଦରା କୁଡ଼ିଆ,ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ଦିନରେ ସୂର୍ଯ୍ୟ ତ ରାତିରେ ଆତଯାତ ହେଉଛନ୍ତି ଜହ୍ନତାରା। ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ଭିତରେ ଡିବିରିକୁ ଆଶ୍ରା କରି ଏଭଳି ଏକ ନିର୍ଜନ ସ୍ଥାନରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଭଗବାନ ନାୟକ। ସମସ୍ତେ

ବିଷାକ୍ତ ମନ

ମନ ମଧୁର କଥା ଶୁଣିବା ଉଚିତ ଓ ମଧୁର ସ୍ମୃତି କୁ ମନେ ପକାଇଲେ ତାହା ଶିକ୍ଷଣୀୟ ହୋଇଥାଏ। ମନ ମଧୁର କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବା କଥା। ଅପରିଷ୍କାର କଥା ଓ ଭାବନା ମନ ଓ ହୃଦୟ କୁ କଳୁଷିତ କରିଥାଏ। ମନ ଟି ସେହି ଅନୁସାରେ ପରିଚାଳିତ ହେଵାଫଳରେ ପରବର୍ତ୍ତୀ
error: Content is protected !!