କପିଳାସ ପାହାଚ ଚଢ଼ୁ ଚଢ଼ୁ ଚାଲିଗଲା ଜୀଵନ !
ଢେଙ୍କାନାଳ ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରା ଅବସରରେ ଅଘଟଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଶିରିବନ୍ତପୁର ଗ୍ରାମର ପିତବାସ କାଣ୍ଡି ।
ପିତବାସ କାଲି ନିଜ ସାଙ୍ଗ ମାନଙ୍କ ସହ କପିଳାସ ପୀଠକୁ ଜାଗର ଯାତ୍ରା ଦେଖିବାକୁ ଆସିଥିଲେ!-->!-->!-->…
ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କର୍ମଶାଳା
ଢେଙ୍କାନାଳ ଜିଲ୍ଲା ସଦର ବକ୍ଲ ଅନ୍ତର୍ଗତ ରଞ୍ଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ନିଆଁ ପ୍ରତିରୋଧ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତିସଙ୍ଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ ଶୁଭ୍ରାଶୁଂ ଶତପଥୀ ଙ୍କ ଦ୍ଵାରା ଆୟୋଜିତ ଏହି କର୍ମଶାଳାରେ ଜଙ୍ଗଲ ନିଆଁର କାରଣ,ପ୍ରତିକାର!-->…
ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ପରୁଣା କଟକ-ସମ୍ବଲପୁର ରାସ୍ତା ଏବେ ଦୁର୍ଘଟଣାର ଗନ୍ତାଘର ପାଲଟିଯାଇଛି l ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳି ପଂଚାୟତର ଚିଲତଇଲାର ସ୍ବର୍ଗତ ଗୋପୀ ସାହୁଙ୍କ ପୁଅ ଯୋଗୀ ସାହୁ(୭୦) ଦୈନଦିନ ଭଳି ଗୁଡ଼ ବେପାର ସାରି ନିଜ ସାଇକେଲରେ ଘରକୁ ଫେରୁଥିବା ସମୟରେ!-->…
ସାଥୀ ବିନା ରାତି
ବହଳ ରାତିଟାଫିକା ପଡ଼ିଯିବନିଦ ବିନା ଆଖି ହୁଳେଇ ପଡିସପନରେ କାଳେଆସିଯିବ ଭାବିନିଶାଚରକୁ ତ ଧରେ ଜାବୁଡ଼ି l
ରାତି ଗଭୀରତାପ୍ରୀତି କି ବୁଝଇଦେଇ ଜାଣେ ଖାଲି ବିରହ ଶୋକପ୍ରେମ ଖସଡ଼ାରେକଚଡ଼ା ଖାଇଲେବୁଝି ପାରେକି କେ ତାର ସନ୍ତାପ l
ଓଠେ ହସ ଦେଖିଭାବରେ ବିହ୍ଵଳମାପିଛ କି କାହା ଲୁହ!-->!-->!-->!-->!-->…
ବେକରେ ରଶି ଲଗାଇ ଆତ୍ମହତ୍ୟା
ନିଜ ବେକରେ ରଶି ଲଗାଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ , ଯାଜପୁର ଜିଲ୍ଲା ଅନ୍ତର୍ଗତ ଛତିଆ ଗ୍ରାମର ଦରିଦ୍ର ଦାସ ଙ୍କର ପୁଅ ହିମାଂଶୁ ଦାସ (୪୫) ଗଁଦିଆ ଥାନା ଅନ୍ତର୍ଗତ ସୋରିସିଆପଦା ଗ୍ରାମ ପଞ୍ଚାୟତ ଅଧିନ କୋହ୍ଲ ଗ୍ରାମର ଦୋମୁହାଁ ଠାରେ ଏକ ଗଛରେ ନିଜର!-->…
କୂଅରେ ପଡି ଯୁବକ ମୃତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରସୋଳ ଥାନା ଅନ୍ତର୍ଗତ ବଇଦ ସାହିର ରବିନାରାୟଣ ସେଠୀଙ୍କ ପୁଅ ରାକେଶ ସେଠି(୪୧) ନାମକ ଯୁବକ ଗତକାଲି ରାତି ନଅ ଟା ସମୟରେ ଘର ନିକଟସ୍ଥ କୂଅ ଚାନ୍ଦିନୀ ଉପରେ ବସିଥିବା ସମୟରେ କୌଣସି କାରଣ ବଶତଃ କୂଅରେ ଖସି ପଡିଥିଲେ ।
କିଛି ସମୟ ପରେ ଶବ୍ଦ ଶୁଣି!-->!-->!-->…
ଗଠିତ ହେଲା ମହିମାଗାଦି ଧର୍ମଧାମ ବିକାଶ ପରିଷଦ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ଓଟିଡିସି ହଲ ଠାରେ ମହିମା ଗାଦି ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବରିଷ୍ଠ ସମାଜ ସେବୀ ବିପିନ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ନକୁଳ ରାଉତ ଓ ପୀତବାସ ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୀରଞ୍ଜନ!-->…
ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀଵନ !
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋଇଲିପଙ୍ଗି ଠାରେ ଆମ୍ବ ଗଛରେ ପିଟିହୋଇ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ଜଣାଯାଏ ଯେ , ବଟ କୃଷ୍ଣ ଦାସ (୩୫)ନାମକ ଜଣେ ଶିକ୍ଷକ କୋତମ ୟୁପି ସ୍କୁଲରୁ କାମାକ୍ଷାନଗର ବଦଳି ହୋଇଥିଲେ।
ସେ ଆଜି ଅପରାହ୍ନ ୫ଟା ବେଳେ ବନ୍ତଳା ତାଙ୍କ ଶ୍ବଶୁର!-->!-->!-->…
ରକ୍ତପିତ୍ତ ଶରୀର
ମାଁ ଭାରତୀ ଙ୍କ ନୟନପିତୁଳାଚାଲି ଯାଇଛି ତା ମାଁ ଙ୍କୁ ଛାଡି଼କାନ୍ଦୁଛି ଏ ଦେଶ କାନ୍ଦେ ତା ପଣତଆସିବେ କି ଆଉ ତା ସନ୍ତାନ ଫେରି ।।
ମାତୃଭୂମି ପ୍ରତି ଏତେ ଯେ ପ୍ରେମବର୍ଣ୍ଣନା ପାଇଁ ମୋ କଲମେ କାଳିହିଁ ନାହିଁ କୋଇଲିର ସ୍ୱରେ ଯାତ୍ରାଚାଲିଥିଲା ଦେଶର ହୀତ ପାଇଁ ।।
ଛଦ୍ମବେଶୀ!-->!-->!-->!-->!-->…
କୁଶୁପଙ୍ଗା- ମଙ୍ଗଳପୁର ଗ୍ରାମରେ ମାଙ୍କଡ ଆତଙ୍କ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗା - ମଙ୍ଗଳପୁର ଗ୍ରାମରେ ଗତ କିଛି ଦିନ ହେଲା ଏକ ପାଗଳ ମାଙ୍କଡ ଆତଙ୍କ ଖେଳାଇ ଆସୁଛି । କୁଶୁପଙ୍ଗା - ମଙ୍ଗଳପୁର ରାସ୍ତାରେ ଏକ ପାଗଳ ମାଙ୍କଡ ଗଛ ଉପରେ ଲୁଚି ରହୁଛି ଓ ରାସ୍ତା ଦେଇ ଯାଉଥିବା ସାଇକେଲ ଚାଳକ, ବାଇକ୍ ଚାଳକ, ପଥଚାରୀ!-->…