Browsing Category
ଖବର
ବାସନ୍ତି ନାଏକ ହତ୍ୟା ମାମଲା, ଦିର୍ଘ ୯ବର୍ଷ ପରେ ରାଏ ଶୁଣାଇଲେ ଜିଲ୍ଲା ଅତିରିକ୍ତ ଦୈାରାଜଜ
ପରଜଙ୍ଗ ଥାନା ପରଜଙ୍ଗ ଗ୍ରାମର ବାସନ୍ତି ନାଏକ ହତ୍ୟା ମାମଲାର ଦିର୍ଘ ୯ବର୍ଷ ପରେ ଆଜି ରାଏ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୈାରାଜଜ।ଶାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜିଲ୍ଲା ଦୈାରାଜଜ ଆସାମି କବି ନାଏକଙ୍କୁ ଆଜିବନ କାରାଦଣ୍ଡ ଶୁଣାଇଛନ୍ତି।
ସୂଚନା ଅନୁସାରେ ୨୭.୧୧.୨୦୧୨ ରିଖରେ!-->!-->!-->…
ଅପହଞ୍ଚ ଇଲାକାକୁ ଚାଲି ଚାଲି ଗଲେ ବିଡ଼ିଓ
ଗଁଦିଆ ଜଙ୍ଗଲ ଇଲାକା ରେ ବସବାସ କରୁଥିବା ଧାନଘରଖୋଲ ଗାଁ ରେ ପ୍ରଥମ ଥର ପାଦ ପଡିଥିଲା ଜଣେ ପ୍ରଶାସନିକ ଅଧିକାରୀ ଙ୍କର । ତାଙ୍କୁ ଦେଖି ବହୁତ ଖୁସି ହେଇଥିଲେ ଗ୍ରାମବାସୀ । ସମସ୍ୟା ଗୁଡିକୁ ଜଣାଇଥିଲେ ।
ସରକାରୀ ସୂଚନାରୁ ଜଣାଯାଏ ସମଗ୍ର ରାଜ୍ୟରେ ସରକାର ଙ୍କ ଦ୍ୱାରା କାର୍ଯ୍ୟ କରି!-->!-->!-->…
ଭାରତୀୟ ଡାକ କର୍ମଚାରୀ ସଂଘ ଢେଙ୍କାନାଳ ମଣ୍ଡଳ ଶାଖା ପକ୍ଷରୁ ମିଳିତ କର୍ମଶାଳା ଅନୁଷ୍ଠିତ
ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ଢେଙ୍କାନାଳ ମଣ୍ଡଳ ଶାଖା ପକ୍ଷରୁ ଏକ ଦୁଇଦିନିଆ ମିଳିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି ମିଳିତ କର୍ମଶାଳାରେ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ସଭାପତି ଶ୍ରୀ ଚନ୍ଦ୍ର ଶେଖର ସିଂ, ସମ୍ପାଦକ ଶ୍ରୀ ଉପେନ୍ଦ୍ର ସାହୁ, ସମ୍ପାଦକ ଶ୍ରୀ ଅଭିଳାଷ!-->…
ପଞ୍ଚାୟତର ଜିଆରଏସଙ୍କ ନାମରେ ଅଭିଯୋଗ ଆଣିଲେ ହିତାଧିକାରୀ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତରୁ ଗ୍ରାମ ରୋଜଗାର ସେବକ(ଜିଆରଏସ)ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଅମିତା ସାହୁ ଚଞ୍ଚକତା କରି ଲେବର ଟଙ୍କା ହଡପ କରିଥିବା ନେଇ ଅଭିଯୋଗ କରିଛନ୍ତି ହିତାଧିକାରୀ । କେବଳ ସେତିକି ନୁହେଁ ଜଣେ!-->…
କୃପାମୟୀ ବାଉତି
ମାଗୋ ମା ବାଉତି ଘେନ ମୋ ପ୍ରଣତିକୃପାମୟୀ ଆଦିଶକ୍ତି !କୁନୁଆଁ ଗ୍ରାମରେ ପାହାଡ କୋଳରେ ଖ୍ୟାତ ତୋର ଯଶକୀରତି !ଭକ୍ତ ଛୁଟିଆସେ ଦୁରଦିଗନ୍ତରୁ !-->…
ରାସ୍ତା ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି
ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ବାଇପାଶ ରାସ୍ତା ହେବା ପରେ ସହର ମଧ୍ୟ ଦେଇ ଯାଇଥିବା ରା୍ତାର ଅବସ୍ଥା ପାଦଚଲା ରାସ୍ତା ଠାରୁ ହୀନ ହୋଇପଡିଛି । ଏନେଇ ଗ୍ରାମବାସୀ ମାନେ ବାରମ୍ବାର ସ୍ଥାନୀତ ବିଜ୍ଞାପିତ ଅଚଂଳ ପରିଷଦର ନିର୍ବାହୀ ଅଧିକାରୀ , ତହସିଲଦାର, ଉପଜିଲ୍ଲାପାଳ , ଏପରିକ!-->…
ସାପୁଆ ନାଳ ଉପରେ ନିର୍ଭର ଷାଠିଏ ପରିବାର !
ଓଡାପଡ଼ା ବ୍ଲକ କୋତ୍ତମ ପଂଚାୟତର ଖଇରା ସାହିରେ ପ୍ରାୟ ଷାଠିଏ ଟି ହରିଜନ ପରିବାର ବସବାସ କରୁଛନ୍ତି l ପାନୀୟ ଜଳ ପାଇଁ ମାତ୍ର ଗୋଟିଏ ନଳ କୂଅ l ଗାଁ କୁ ରାସ୍ତା ଟିଏ ନଥିବା ବେଳେ ଶିକ୍ଷା କଥା ପଚାରେ କିଏ l ଗତ ଏଗାର ଦିନ ହେଲା ନଳ କୂଅଟି ଖରାପ ଯୋଗୁଁ ଗାଁ ର ଲୋକ ମାନେ ପାଖରେ ଥିବା ସାପୁଆ!-->…
ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଫିଲାଟେଲି ଦିବସ ପାଳିତ
ଆଜି ଢେଙ୍କାନାଳ ଡକାମଣ୍ଡଳ ତରଫରୁ ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଜାତୀୟ ଡାକ ସପ୍ତାହର ପଞ୍ଚମ ଦିନରେ ଫିଲଟେଲି ଦିବସ ପାଳନ ହୋଇଯାଇଅଛି।
ଏହି ଅବସରରେ ଢେଙ୍କାନାଳ ଡାକ ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀ ଜଗଦୀଶ ଦାଶ, ଅଫିସ ସୁପରଭାଇଜର ଶ୍ରୀ ଶୁଭେନ୍ଦ୍ର ଦାସ , ଢେଙ୍କାନାଳ ପ୍ରଧାନ!-->!-->!-->…
କୁନିପୁଅ ସୌମ୍ୟର ନିଆରା ଢଙ୍ଗରେ ଜନ୍ମଦିନ ପାଳନ
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->!-->!-->…
କଳା ପଲସର ଆତଙ୍କ, ୨ଲକ୍ଷ ଟଙ୍କା ଲୁଟି ଫେରାର ୨ଲୁଟେରା !
କାମାକ୍ଷାନଗରରେ କଳା ପଲସର ଆତଙ୍କ।୨ଲକ୍ଷ ଟଙ୍କା ଲୁଟି ଫେରାର ୨ଲୁଟେରା। ଥାନାରେ ମାମଲା ପରେ ପୋଲିସର ତନାଘନା ଆରମ୍ଭ।କାମାକ୍ଷାନଗର ଥାନା ମଢିସାହିର ସର୍ବେଶ୍ବର ବିଶ୍ବାଳ ଆଜି ଦିନ ୧୨.୩୦ ସମୟରେ ସହର ମଧ୍ୟରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇଥିଲେ।
ଏହି ଟଙ୍କାକୁ!-->!-->!-->…