Browsing Category
					
		
		ଖବର
ଛୁଆ ହାତୀର ମୃତ୍ୟୁ,ମୃତ୍ୟୁର କାରଣ ଅସ୍ପଷ୍ଟ
					ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରେ ସୁରକ୍ଷିତ ନୁହନ୍ତି ଗଜରାଜ, କେତେବେଳେ ଜନ୍ତୁ ଶିକାର ପାଇଁ ବିଛଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ହାତୀ ମୃତ୍ୟୁ ହେଉଥିବା ବେଳେ ଦନ୍ତା ହାତୀର ଦାନ୍ତ ଲୋଭରେ ଶିକାରୀ ଙ୍କ ଗୁଳିରେ ହାତୀର ଜୀବନ ଚାଲିଯାଉଛି ଆଉ ବର୍ଷ ତମାମ ହାତୀ ଆକ୍ରମଣ!-->…				
						ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ
					ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ସେପ୍ଟେମ୍ବର ୭ ତାରିଖ ଶନିବାର ଦିନ ହେବାକୁ ଥିବା ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ଯେପରି!-->…				
						ଦୁର୍ଘଟଣାରେ ଜଣେ ମୃତ
					
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଆଜି ଏକ ମର୍ମନ୍ତୁତ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ , ଆଜି ଅପରାହ୍ନ ୫ଟା ସମୟରେ ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ବାଗଧରିଆ ନିକଟରେ  ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣଙ୍କ ଜୀବନ। ଅନୁଗୋଳ ରୁ କଟକ!-->!-->!-->…				
						ବମ୍ପା ଜଙ୍ଗଲ ରେ ୩ ବର୍ଷ ର ହାତୀ ଛୁଆର ମୃତ୍ୟୁ
					ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରେ ହାତୀ ଆକ୍ରମଣ ରେ ସାଧାରଣ ମଣିଷ ମୃତ୍ୟୁ ହେବା ଓ ଶିକାରୀ ଆକ୍ରମଣ ରେ ହାତୀ ମୃତ୍ୟୁ ଘଟଣା ଲାଗି ରହିଛି । ଗତକାଲି ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକ୍ସନ ଅନ୍ତର୍ଗତ ବମ୍ପା ଗ୍ରାମଠାରୁ ଚାରି କିଲୋମିଟର ଦୂର ଏକ ଜଙ୍ଗଲିଆ ସ୍ଥାନରେ ଏକ ଛୁଆ ହାତୀର!-->…				
						୨୨ ତାରିଖରୁ କାଉଡ଼ି ଯାତ୍ରା ଆରମ୍ଭ ,ପ୍ଲାଷ୍ଟିକ ପାତ୍ରରେ ପାଣିକୁ ବାରଣ
					ପ୍ରସିଦ୍ଧ ଶୈବପୀଠ କପିଳାସରେ ଚଳିତ ଶ୍ରାବଣମାସ ଜୁଲାଇ ୨୨ ତାରିଖରୁ କାଉଡ଼ି ଯାତ୍ରା ଆରମ୍ଭ ହେବାକୁ ଯାଉଛି । ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର କପିଳାସ ପୀଠ ସହିତ ଜିଲ୍ଲାର ପ୍ରମୁଖ ଶୈବପୀଠରେ ଜଳାଭିଷେକ ଅନୁଷ୍ଠିତ ହେବ । ଶ୍ରାବଣ ମାସର କାଉଡ଼ି ଯାତ୍ରା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ!-->…				
						ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
					
ଗତକାଲି ରାତିରେ ଖାଇପିଇ ଶୋଇବା ପରେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ -୫ଧୁନ୍ଦିନାଳି ଗ୍ରାମର ପୁଷ୍ପଲତା ବେହେରା (୪୫) ଓ ତାଙ୍କ ସ୍ୱାମୀ ଶିଶିର ବେହେରା (୫୨) ଶୋଇଥିବା ବେଳେ କୌଣସି ବିଷାକ୍ତ ସାପ କାମୁଡି ଦେଇଥିଲା ।
ତାଙ୍କୁ ତୁରନ୍ତ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା ମାତ୍ର!-->!-->!-->…				
						ଜିଲ୍ଲାପ୍ରଶାସନର ପ୍ରତିଶୃତି ପରେ ଜୁଲାଇ ୧୨ ତାରିଖରେ ସ୍ଥଗିତ ହେଲା ଢେଙ୍କାନାଳ ବନ୍ଦ ଡାକରା
					ଢେଙ୍କାନାଳ ସହରରେ ଥିବା ପୁରାତନ ବଡ଼ ବଡ ପୋଖରୀରୁ ଆମ ପୋଖରୀ ଯୋଜନାରେ ପ୍ରାୟ ୯ କୋଟି ଟଙ୍କା ଖର୍ଚ୍ଚ ହୋଇ ପଙ୍କ ଉଦ୍ଧାର କାର୍ଯ୍ୟ ଠିକ୍ ରେ ନହୋଇ ପଙ୍କ ଗୁଡିକ ବାହାରକୁ ନିଷ୍କାସନ ନକରି ପୋଖରୀ ହୁଡ଼ାର ଭିତର ପାର୍ଶ୍ଵରେ ପକାଇ ପୋଖରୀ ଗୁଡିକର ଆୟତନ କମ୍ କରୁଥିଲେ । ପୋଖରୀ ସୁରକ୍ଷା ସମିତି!-->…				
						ହତ୍ୟା ଘଟଣାରେ ୪ ଜଣ ଅଭିୁଯୁକ୍ତ ଙ୍କୁ ଆଜୀଵନ କାରାଦଣ୍ଡ
					ଢେଙ୍କାନାଳ ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇଛି। ଗଁଦିଆ ଥାନା ଅନ୍ତର୍ଗତ ବରଦା ପାଟଣା ଗ୍ରାମରେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ସମୟରେ ରାଜନୈତିକ ଶତୃତାକୁ ନେଇ ବରଦା ପାଟଣା ଗ୍ରାମର ମୃତ ମାୟାଧର ବେହେରାଙ୍କୁ ସେହି ଗ୍ରାମର ଲଳିତ ଦାସ, ରଞ୍ଜନ!-->…				
						ମୃତ୍ତିକା ଉନ୍ନତ୍ତିକରଣ ପାଇଁ ଓଡ଼ିଶାରେ ପ୍ରଥମ ଇସ୍ପାତ ଶିଳ୍ପ -ସରକାରୀ ସହଯୋଗିତା
					ରାଜ୍ୟରେ ଏକ ଦୀର୍ଘସ୍ଥାୟୀ କୃଷି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଟାଟା ଷ୍ଟିଲ୍ ଓଡ଼ିଶା ସରକାରଙ୍କ ସହ ହାତ ମିଳାଇଛି । ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ଓଡ଼ିଶାରେ ଅମ୍ଳୀୟ ମୃତ୍ତିକାର ପୁନରୁଦ୍ଧାର ପାଇଁ ବେସିକ ଅକ୍ସିଜେନ ଫର୍ଣ୍ଣେସ୍ (ଏଲଡି) ସ୍ଲାଗ୍ ଏବଂ ଫ୍ଲାଏ ଆସ୍ ଭଳି ଶିଳ୍ପ!-->…				
						ଅଗ୍ନିକାଣ୍ଡରେ ଉଜୁଡ଼ି ଗଲା ଆଖୁ କିଆରୀ
					
କଙ୍କଡ଼ାହାଡ଼ ଥାନା ୩ନଂ କଲୋନୀ ଅନ୍ତର୍ଗତ କଣ୍ଟାପାଳ ଗାଁରେ ଆଖୁ କିଆରୀରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ପ୍ରାୟ ୪ଏକର ଆଖୁ କିଆରୀ ,ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।
ସୂଚନା ଅନୁଯାୟୀ , କାମାକ୍ଷାନଗର ଥାନା ଖଟଖୁରା ଗାଁର ନୀଳମଣି ପାତ୍ର ନିଜ ମାମୁଁ ଘର କଣ୍ଟାପାଳ ଗାଁରେ!-->!-->!-->…