News
WhatsApp Image 2023-10-04 at 17.25.00
samparksetu
Browsing Category

ଖବର

ପଂଚାୟତ କାର୍ଯ୍ୟାଳୟରେ ଭତା ଟଙ୍କା ବଣ୍ଟନ ବେଳେ ଟଙ୍କା ଚୋରି

ଗତକାଲି ଗଁଦିଆ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଉକ୍ତ ବ୍ଲକ ଅଧୀନ ପୋରୁହଖୋଜ ଗ୍ରାମ ପଂଚାୟତରେ ମାସିକ ଭତା ଟଙ୍କା ବଣ୍ଟନ ବେଳେ ଉକ୍ତ ସ୍ଥାନରୁ ଟଙ୍କା ଚୋରି ହୋଇଯାଇଛି। ପଂଚାୟତ ନିର୍ବାହୀ ଅଧିକାରୀ ମଧୁ ସୁଦନ କର ଓ ଗ୍ରାମ ରୋଜଗାର ସେବିକା ଝୁନୁ ବାଳା ବାରିକ ଭତା ଟଙ୍କା ବଣ୍ଟନ

ମେଡ଼ିସିନ ସେଲ୍ସମ୍ୟାନଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ମେଡିକାଲ ଛକ ନିକଟରେ ଜଣେ ମେଡ଼ିସିନ ସେଲ୍ସମ୍ୟାନଙ୍କ ଠାରୁ ୧ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଲୁଟର ଶିକାର ହୋଇଛନ୍ତି ଢେଙ୍କାନାଳ ଆରଏସ ଟ୍ରେଡ଼ର୍ସର ସେଲ୍ସମ୍ୟାନ ପ୍ରକାଶ ଚନ୍ଦ୍ର ବେହେରା। ପ୍ରକାଶ ଷ୍ଟକିଷ୍ଟରୁ

ନାବାଳକ ମୃତ୍ୟୁକୁ ବର୍ଷେ ପୁରିଲା ,ଅଭିଯୁକ୍ତକୁ ଗିରଫ କରିବାକୁ ଦାବି

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କାଣ୍ଡବିନ୍ଧା ଗ୍ରାମର ଜନୈକ ନାବାଳକକୁ ପିଟି ପିଟି ମାରିଦେବା ଘଟଣାରେ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା । ଘଟଣାରେ ଜଡିତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରାଯାଇଛି । ସଦର ଥାନା କାଣ୍ଡବିନ୍ଧା ଗ୍ରାମର ଶ୍ରୀନାଦ ପାତ୍ରଙ୍କ ଅଭିଯୋଗ ଅନୁସାରେ ଗତ

ଜିଲ୍ଲାରେ ବ୍ୟାଣ୍ଡ ଦଳଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଢେଙ୍କାନାଳ ସହରରେ ଥିବା ମାଆ ଦକ୍ଷିଣକାଳୀ ବ୍ୟାଣ୍ଡ ପାର୍ଟି ମାଲିକ ସଙ୍ଘ ତରଫରୁ ବ୍ୟାଣ୍ଡ ପାର୍ଟି ମାଲିକ ମାନଙ୍କ ପ୍ରତି ହେଉଥିବା ଲାଇସେନସ ନବୀକରଣ,ରେଜିଷ୍ଟ୍ରେସନ ପାଇଁ ସରକାରୀ ଦେୟ ବାଦ ଅଧିକ ଦେୟ ନିଆଯାଉଥିବା ବେଳେ ବ୍ୟାଣ୍ଡପାର୍ଟି ମାଲିକ ଏବଂ ସେମାନଙ୍କ ସମ୍ପତ୍ତି ସୁରକ୍ଷା ପ୍ରତି

ଶୀତ ଋତୁରେ ଢେଙ୍କାନାଳରେ ରାଜନୈତିକ ଉଷ୍ମତା

ପାଖେଇ ଆସୁଛି ୨୪ ନିର୍ବାଚନ, ଅନ୍ୟଜିଲ୍ଲା ପରି ଢେଙ୍କାନାଳ ରେ ମଧ୍ୟ ଦେଖାଦେଇଛି ରାଜନୈତିକ ଉଷ୍ମତା। ଚାହା ଖଟି ଠାରୁ ଆରମ୍ଭ କରି ଖେଳପଡ଼ିଆ ସବୁଠି ଜମିଛି ରାଜନୈତିକ ବାତାବରଣ । ଗତକାଲି ୩ ରାଜ୍ୟର ଫଳାଫଳ ପରେ ଢେଙ୍କାନାଳ ବିଜେପି କର୍ମୀଙ୍କ ମଧ୍ୟରେ ଢେର ଉତ୍ସାହ ଦେଖାଦେଇଛି । ମୋଦୀ

ବୁଲା ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମୁଖ୍ୟରାସ୍ତା ; ଅଟକି ରହୁଛି ଆମ୍ବୁଲାନ୍ସ

ବୁଲା ଗାଈଗୋରୁଙ୍କ ଚାରଣ ଭୂମି ପାଲଟିଛି ଢେଙ୍କାନାଳ ସହର । ସହରର ବଜାର ସାହି ବସ୍ତି ସବୁଠି ବୁଲୁଛନ୍ତି ଶହଶହ ସଂଖ୍ୟାରେ ଗାଈଗୋରୁ ଓ ବୁଲାଷଣ୍ଢ । ବୁଲା ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ଓ ଚାରଣଭୂମି ପାଲଟିଛି ସହରର ଗଳି ଓ ମୁଖ୍ୟ ରାସ୍ତା । ଯାହାକୁ ନେଇ ସହରାଞ୍ଚଳରେ ଦେଖାଦେଇଛି ଟ୍ରାଫିକ

ଖତ ଖାଉଛି ଭେଣ୍ଡିଙ୍ଗ ଜୋନ୍ ; ରାସ୍ତା ଉପରେ ଉଠା ଦୋକାନୀ

ଭେଣ୍ଡିଙ୍ଗ ଜୋନ୍ ରେ ଝୁଲୁଛି ତାଲା ପୁଣି ରାସ୍ତା କଡରେ ଲାଗିଲାଣି ଉଠା ଦୋକାନୀଙ୍କ ଭିଡ଼ । ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ଉଠା ଦୋକାନୀଙ୍କୁ ସ୍ଥାନାନ୍ତରିତ ବ୍ୟବସ୍ଥା କରାଯିବା ବ୍ୟବସ୍ଥା ନେଇ ଗଢି ଉଠିଛି ଭେଣ୍ଡିଙ୍ଗ ଜୋନ୍ ହେଲେ ତାହା ଏବେ ଖତ ଖାଇବାକୁ

ଜନ ପ୍ରତିନିଧି ଠୁ ସରକାରୀ ଅଧିକାରୀ ସମସ୍ତେ ଚୁପ୍, ପୌରଯନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛି କିଏ ?

ଢେଙ୍କାନାଳ ପୌରପାଳିକାର ପିଛା ଛାଡ଼ୁନି ଦୁର୍ନୀତି । ଲାଇଟ , ସଫେଇ ଠାରୁ ଆରମ୍ଭ କରି ଡ୍ରେନ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ନେଇ ବାରମ୍ବାର ଛନ୍ଦି ହେଉଛି ଢେଙ୍କାନାଳ ପୌରପାଳିକା । ବିଗତ ଦିନରେ ଅଲୌକିକରଣ କାର୍ଯ୍ୟ ରେ ୧୭ ଲକ୍ଷ ର ହିସାବ ମିଳିନଥିବା ବେଳେ ଟାକ୍ସ କଲେକ୍ସନ ରେ ୧୦

ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀ ଙ୍କୁ ଖାତିର କରୁନାହାନ୍ତି ଏନଏଚଆଇ କର୍ତ୍ତୃପକ୍ଷ ! ବୈଠକ ପରେ ବସୁଛି ବୈଠକ,…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ଥରିୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକରେ ସରକାରୀ ଅଧିକାରୀ ଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଦେଇଯାଇଥିବା ୫୫ ନମ୍ବର

ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ କଡ଼ଲା ଗ୍ରାମପଞ୍ଚାୟତର କଂସରକୁଟୁ ସାହିର କସଟୁ ପ୍ରଧାନଙ୍କର ପୁତ୍ର ଶ୍ରୀନିବାସ ପ୍ରଧାନ ୪୫ ବର୍ଷ ବୟସ ରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି l ୫ ଦିନ ପୂର୍ବରୁ ଘର ଭିତରେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ
error: Content is protected !!