News
lipub
samparksetu

ଭାଙ୍ଗିଲା ରେଙ୍ଗାଳୀ ଡିଷ୍ଟ୍ୟୁବୁଟାରୀ କେନାଲ ; ୧୦ ଫୁଟର ଘାଇ !

ଭୁବନ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଂଚାୟତ ର ଧଳପଡା ଗ୍ରାମର ଚଣ୍ଡୀ ମନ୍ଦିର ନିକଟରେ ନିକଟରେ ଭାଙ୍ଗିଲା
ଭାଙ୍ଗିଲା ରେଙ୍ଗାଳୀ ଡିଷ୍ଟ୍ୟୁବୁଟାରୀ କେନାଲ ।

ଉଦଘାଟନ ଗୋଟିଏ ସପ୍ତାହ ପୁରିନଥିବା ବେଳେ ରେଙ୍ଗାଳୀ ବାମ ଚଣ୍ଡୀ ମନ୍ଦିର ନିକଟରେ ୧୦ ଫୁଟର ଘାଈ ଶୃଷ୍ଟି ହୋଇଛି। ନିମ୍ନମାନର କାମ ହେତୁ ଘାଈ ହୋଇଥିବା ଚାଷି ଅଭିଯୋଗ କରିଛନ୍ତି। ଘାଈ ଫଳରେପାଣି ମାଡିଯାଇ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି।

ପୂର୍ତ୍ତ ଭିଭାଗ ମନ୍ତ୍ରୀ. ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଜୁଲାଇ ୧୫ ତାରିଖଉଦଘାଟନ କରିଥିଲେ ।କିନ୍ତୁ କେନାଲ କାମ ନିମ୍ନ ମାନର ହୋଇଥିବାରୁ ତାହା ଉଦ୍ଘାଟନ ର ତୃତୀୟ ଦିନ ରେ ଭାଙ୍ଗିଯାଇଥିବା ଦେଖାଯାଇଛି ।

new life
You might also like
error: Content is protected !!