News
lipub
samparksetu

ମଠକରଗୋଳା ନିକଟରେ ଦୁଇ ବାଇକ ମୁହଁ।ମୁହିଁ ଧକ୍କା ଜଣେ ଗୁରୁତର

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ନିକଟରେ ଦୁଇ ବାଇକ ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ , ଆଜି ଅପରାହ୍ନ ୫ଟାରେ ତାଳଚେର ରୁ ନିଜ ଘର ଯାଜପୁର ରାନଗୁଣ୍ଡି ଗାଁକୁ ଯାଉଥିଲେ ଅରୁଣ ମଣ୍ଡଳ (୩୨) ,ମଠକରଗୋଳା ପଟରୁ କାମାକ୍ଷାନଗର ଆଡକୁ ମହୁଲପାଳ ଗ୍ରାମ ପଂଚାୟତ ମହୁଲି ଗ୍ରାମର ସୁଶାନ୍ତ ସାହୁ (୩୦) ବାଇକ ଯୋଗେ ଆସୁଥିବା ବେଳେ ମଠକରଗୋଳା ଛକ ନିକଟରେ ୨ବାଇକ ମୁହଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଅରୁଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!