News
lipub
samparksetu

ଜଳୁଛି ଜଙ୍ଗଲ ; ୩୦ ଏକର ରୁ ଉର୍ଦ୍ଧ ଜଙ୍ଗଲ ଜଳି ପାଉଁଶ !

ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ଅନ୍ତର୍ଗତ କୁମୁରିସିଂଗା ଗ୍ରାମ ସଂରକ୍ଷିତ ଜଙ୍ଗଲ ରେ ଭୟାଭଅ ଅଗ୍ନିକାଣ୍ଡ। ୩୦ ଏକର ରୁ ଉର୍ଦ୍ଧ ଜଙ୍ଗଲ ଜଳି ପାଉଁଶ।

ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନି। ନିଆଁ ଲିଭାଇବାକୁ ଭୁବନ ଅଗ୍ନିଶମ ବାହିନି,ଗ୍ରାମବାସୀ ଓ ବନବିଭାଗ ର ଉଦ୍ୟମ ଜାରି ରଖିଛନ୍ତି।

ଗ୍ରାମପଟକୁ ପବନ ବୋହୁଥିବାରୁ ଏବେ
ଗାଁ ମୁହାଁ ନିଆଁ ଫଳରେ ଜଙ୍ଗଲ ନିକଟରେ ଥିବା ଦେହୁରୀ ସାହିର ୫୦ ରୁ ଉର୍ଦ୍ଧ ପରିବାର ଭୟରେ ଘର ଛାଡି ବାହାରକୁ ପଳାଇ ଆସିଥିଲେ। ନିଆଁ ନଲାଗିବା ପାଇଁ ସମସ୍ତେ ଘରର ଚାଳ ଉପରେ ପାଣି ପକାଇଥିଲେ।

new life
You might also like
error: Content is protected !!