ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଓସ୍ତପାଳ ବ୍ରିଜ ନିକଟରେ ଗତକାଲି ଏକ ଦୁର୍ଘଟଣାରେ ଘଟିଥିଲା ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ କି , ଖଜୁରିଆକଟାର ରଶ୍ମିରଞ୍ଜନ ବିଶ୍ୱାଳ (୩୦) ରୁ ଭାପୁର ରୁ ନିଜ ଘରକୁ ବାଇକ ଯୋଗେ ଫେରୁଥିବା ସମୟରେ ଭଦ୍ରକ ଯାଉଥିବା ଏକ ସ୍କରପିଓ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା , ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
