News
lipub
samparksetu

ବାହାନଗା ରେଳ ଦୁର୍ଘଟଣା ରେ ଢେଙ୍କାନାଳ ଜିଲ୍ଲାର ଜଣେ ମୃତ

ବାହାନଗା ଟ୍ରେନ ଦୁର୍ଘଟଣା ରେ ଢେଙ୍କାନାଳ ଜିଲ୍ଲା ଭୁବନ ଗାଁର ଜଣେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।ମୃତକ ହେଲେ ସ୍ବର୍ଗତ ମହାବୀର ପ୍ରସାଦ ଅଗ୍ରୱାଲ ଙ୍କ ବଡ଼ ପୁଅ କ୍ରିଷ୍ଣା କୁମାର ଅଗ୍ରୱାଲ(କାହ୍ନୁ ଭାଇ) ।କାହ୍ନୁ ଭାଇ ହେଉଛନ୍ତି ବରିଷ୍ଠ ଏୟାର ଫୋର୍ସ ଅଧିକାରୀ କମଳ ଅଗ୍ରୱାଲ ଓ ଅର୍ଥନୀତିଜ୍ଞ ରମଣ ଅଗ୍ରୱାଲ ଙ୍କ ବଡ଼ ଭାଇ।

ସେ ଭୁବନ ଗୁଜରିହାଟରେ କପଡା ବ୍ୟବସାୟ କରୁଥିଲେ।ବ୍ୟବସାୟ କାମରେ କଲିକତା ଯାଇ ଘରକୁ ଟ୍ରେନ ରେ ଫେରୁଥିଲେ। ତାଙ୍କ ସ୍ମୃତି ରେ ଭୁବନ ଗୁଜୁରୀହାଟ ବନ୍ଦ ରହିଛି |

new life
You might also like
error: Content is protected !!