News
lipub
samparksetu

ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ଖେଳ ରେ ବଳରାମପୁର ଫୁଟବଲ ସଂଘ ବିଜୟୀ

ଢେଙ୍କାନାଳ ସହର ଉପକଣ୍ଠ ଦାଣ୍ଡିମାଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବଳଦେବଜୀୟୁ ଫୁଟବଲ ସଂଘ ବଳରାମପୁର ତଥା ଦାଣ୍ଡିମାଳ ଫୁଟବଲ ସଂଘ ମଧ୍ୟରେ ଆଜି ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳ ବହୁତ୍ ଭଲ ଖେଳ ପ୍ରଦର୍ଶନ କରିଥିଲେ ।

ଵଳରାମପୁର ଫୁଟବଲ କ୍ଲବ୍ ପକ୍ଷରୁ ରଶ୍ମିରଞ୍ଜନ , ଏବଂ ଆଶିଷ ଗୋଟିଏ ଗୋଟିଏ ଗୋଲ୍ ସ୍କୋର କରିଥିଲେ ।

ଫଳତଃ ବଳରାମପୁର ଫୁଟବଲ୍ ସଂଘ ୨-୦ରେ ବିଜୟୀ ହୋଇଥିଲା। ଖେଳ ପରିଚାଳକ ଭାବେ ଢେଙ୍କାନଳ ସୁପ୍ରସିଦ୍ଧ ଫୁଟବଲ ଖେଳାଳୀ ଗଙ୍ଗାଧର ରାଉତ ଖେଳ ପରିଚାଳନା କରିଥିଲେ।

new life
You might also like
error: Content is protected !!