News
lipub
samparksetu

ବିଚାରପତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଗଁଦିଆ ଜେ ଏମ ଏଫ ସି କୋର୍ଟରେ କାର୍ଯ୍ୟରତ ବିଚାରପତି ମାନ୍ୟବର ବିଶ୍ୱ କଳ୍ପିତା ମହାନ୍ତି ପ୍ରମୋସନ ପାଇ ଏସ ଡ଼ି ଜେ ଏମ ଭାବରେ ବାରିପଦା କୋର୍ଟ କୁ ବଦଳି ହୋଇଛି ।

ଏହି ପରିପେକ୍ଷିରେ ଗଁଦିଆ ବାର ଆସୋସିଏସନ ତରଫରୁ ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟ କାଳୀନ କାର୍ଯ୍ୟକ୍ରମ ରେ ଏଠାରେ କାର୍ଯ୍ୟରତ ଆଇନ ଯିବି ବିଶ୍ୱନାଥ ନାୟକ ମାନସ କୁମାର ସାହୁ କିଶୋର ନାୟକ ହେମନ୍ତ କୁମାର ନାୟକ ଜୟକୃଷ୍ଣ ସାହୁ ପ୍ରକାଶ ମିଶ୍ର ଓ ମହେନ୍ଦ୍ର କୁମାର ସାହୁ ତଥା ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିବିଭାରପତି ଙ୍କୁ ଭାବ ବିହ୍ଵଳ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।

new life
You might also like
error: Content is protected !!