News
lipub
samparksetu

ନିଖୋଜ ବ୍ଯକ୍ତିଙ୍କ ମୃତଦେହ ଉଦ୍ଧାର !

ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କଣ୍ଟାପାଳ ଗ୍ରାମର ଶ୍ରୀକାନ୍ତ ବେହେରା ଗତ ୧୦ ତାରିଖ ଦିନଠାରୁ ନିଖୋଜ ଥିଲେ। ପରିବାର ଲୋକ ନିକଟସ୍ଥ ଗାଁ ଚାନ୍ଦପୁର, ସୁରୁତନାଳି, ତୁଳସୀପଶି, ଭେରୁଣିଆ ପ୍ରଭୃତି ଖୋଜାଖୋଜି କରି ନିରାଶ ହୋଇଥିଲେ।

ପରିବାର ଲୋକଙ୍କ ମୁତାବକ ସେ ମାନସିକ ଭାବେ ଅସୁସ୍ଥ ଥିଲେ । ଆଜି ତୁମୁଁସିହା ଥାନା ଅନ୍ତର୍ଗତ ମହୁଲ ଡଗର ନିକଟସ୍ଥ ଏକ ଜଙ୍ଗଲରେ ତାଙ୍କର ମୃତଦେହ କୁ ଉଦ୍ଧାର କରିଛି ପୋଲିସ ,ତବେ ତାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି ।

new life
You might also like
error: Content is protected !!