News
lipub
samparksetu

ଜିଆରଏସ ଙ୍କ ବଦଳି ବାତିଲ କରିବାପାଇଁ ପଞ୍ଚାୟତ ବାସୀଙ୍କ ଜିଲ୍ଲାପାଳଙ୍କୁ ଫେରାଦ

ସଦର ବ୍ଲକ ମଧୁସାହୁ ପାଟଣା ପଞ୍ଚାୟତର ଜିଆରଏସଙ୍କ ଅନ୍ୟତ୍ର ବଦଳିକୁ ବାତିଲ କରିବାପାଇଁ ଶତାଧିକ ପଞ୍ଚାୟତ ବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l

ପ୍ରକାଶ ଥାଉକି, ଉକ୍ତ ଜିଆରଏସ ଅନ୍ୟ ପଞ୍ଚାୟତର ବାସିନ୍ଦା ହୋଇଥିଲେ ମଧ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ସେ ଲୋକ ମାନଙ୍କ ପାଖରେ ପହଞ୍ଚୁଥିଲେ l ତାଛଡା ଉକ୍ତ ଜିଆରଏସ ଏହି ପଞ୍ଚାୟତରେ ପୋଷ୍ଟିଙ୍ଗ ହେବାର ବେଶୀ ଦିନ ହୋଇନାହିଁ l ତେଣୁ ପଞ୍ଚାୟତ ବାସୀ ଜିଆରଏସଙ୍କର ବଦଳି ବାତିଲ କରିବାପାଇଁ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି l

new life
You might also like
error: Content is protected !!