News
lipub
samparksetu

ଅଷ୍ଟ ବାର୍ଷିକ ପୁରାତନ ଛାତ୍ର ଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ

ଓଡାପଡା ବ୍ଲକ ମହେନ୍ଦ୍ରପୁର ଦାଣ୍ଡିମାଳ ସରକାରୀ ଉଚ୍ଚବିଦ୍ୟାଳୟର ଅଷ୍ଟ ବାର୍ଷିକ ପୁରାତନ ଛାତ୍ର ଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ। ମୁଖ୍ୟ ଅତିଥି ଭାବରେ ଭାରତୀୟ ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଡା.ରବିନାରାୟଣ ମିଶ୍ର ଯୋଗଦେଇଟିଯିବା ବେଳେ ସଂମ୍ମାନୀତ ଅତିଥି ଭାବରେ ପୁରାତନ ଶିକ୍ଷକ ଶଶାଙ୍କ ଶେଖର ରଥ,ସମିତି ସଭ୍ୟ ଶେଖର ସେଠୀ, ପ୍ରଧାନ ଶିକ୍ଷକ ଅମର କୁମାର ମଲ୍ଲିକ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ମୋହନ ମୁରାରୀ ମିଶ୍ର ପୁରାତନ ଛାତ୍ର ସଭାପତି ସଭାପତିତ୍ୱ କରିଥିଲେ।ଏହି ବିଦ୍ୟାଳୟ କୁ ଶ୍ରୀଯୁକ୍ତ ମିଶ୍ର ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛନ୍ତି।

new life
You might also like
error: Content is protected !!