News
lipub
samparksetu

ଅସୁସ୍ଥ ହରିଣ କୁ ଉଦ୍ଧାର ପରେ ମୃତ୍ୟୁ !

କାମାକ୍ଷାନଗର ପଶ୍ଚିମାଞ୍ଚଳ ବନଖଣ୍ଡ ଅଁଳାବେରେଣୀ ଫରେଷ୍ଟ ଡିଭିଜନ ଅନ୍ତର୍ଗତ କୁସୁମଯୋଡି ଗାଁ ନିକଟରୁ ଆହାତ ଅବସ୍ଥାରେ ଗୋଟିଏ ହରିଣ ଉଦ୍ଧାର କରାଯାଇଥିଲା।

ଆହାତ ହରିଣ ପାଣି ପିଇବାକୁ ଆସିଥିବା ବେଳେ କୁକୁର ମାନଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ହରିଣଟିକୁ ଅଁଳାବେରେଣୀ ବନ କର୍ମଚାରୀ ଉଦ୍ଧାର କରିଥିଲେ। ଶେଷ ସୂଚନା ଅନୁସାରେ ଅସୁସ୍ଥ ହରିଣଟି ମୃତ୍ୟୁ ବରଣ କରିଛି। ଆସନ୍ତା କାଲି ଏହାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଫରେଷ୍ଟର ରମେଶ ପାଣି କହିଛନ୍ତି l

new life
You might also like
error: Content is protected !!