News
lipub
samparksetu

ସାଆନ୍ଦା ଗ୍ରାମରେ ପାନୀୟ ଜଳ ସମସ୍ୟା ,ଜଳ ପ୍ରକଳ୍ପ ଅଚଳ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସାଆନ୍ଦା ଗ୍ରାମରେ ସରକାର ଙ୍କ ବସୁଧା ଯୋଜନା ଥାଇ ମଧ୍ୟ ପାଣି ପାଇଁ ହଟ ହଟା ହେଉଛନ୍ତି ଗ୍ରାମବାସୀ

ଗ୍ରାମରେ ଥିବା ଜଳ ଯୋଗାଣ ପ୍ରକଳ୍ପ (ବସୁଧା) ଯୋଜନାରେ ରହିଥିବା ପାଣି ଟାଙ୍କି ଟି ପ୍ରାୟ ୮ ଦିନ ହେବ ଅଚଳ ହୋଇ ପଡିଥିବାର ଜଣା ପଡିଛି । ଯାହା ଫଳରେ ଗାଁର ପ୍ରାୟ ୩୦୦ ଗ୍ରାମ ବାସୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏ ନେଇ ଗ୍ରାମବାସୀ ପ୍ରଶାସନ କୁ ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟା ସମାଧାନ ହୋଇପାରି ନାହିଁ ।

new life
You might also like
error: Content is protected !!