News
lipub
samparksetu

କେନାଲ ରୁ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ ଥାନା ମେଣ୍ଢାପଦ। ଗ୍ରାମର ଶାଖା କେନାଲ ରୁ ଆଜି ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ମେଣ୍ଢାପଦ। ଗ୍ରାମର ଦିଲେଶ୍ୱର ବିଶ୍ୱାଳ (୬୦) ।

ସୂଚନା ଅନୁଯାୟୀ , ଗତକାଲି ରାତିରେ ଭୋଜି କରି କେନାଲରେ କଂସା ବାସନ ଧୋଇବା ପାଇଁ ଯାଇଥିବା ସମୟରେ ତାଙ୍କର ହଠାତ ଗୋଡ଼ ଖସି ଯାଇଥିଲା । ଆଜି ତାଙ୍କ ମୃତଦେହ କେନାଲ ରେ ଭାସୁଥିବାର ଦେଖି ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରାଯାଇଛି ।

ଘଟଣ। ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

new life
You might also like
error: Content is protected !!