ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ପିଙ୍ଗୁଆ ପଚାଂୟତର ମିନି ଷ୍ଟାଡିୟମ ଠାରେ ଅନୁଷ୍ଟିତ ହେଉଛି ୩୭ତମ ଇନ୍ଦ୍ରମଣି ସ୍ମାରକୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ । ପ୍ରଥମେ ଟସ ଜିତି ନିର୍ଦ୍ଧାରିତ କ୍ଷେତ୍ର ରକ୍ଷଣର ସୁଯୋଗ ନେଇଥିଲେ ଅତାର ଜୁଭେନାଇଲ କ୍ରକେଟ ଦଳ । ସୋଲେରର ମହାବୀର କ୍ରିକେଟ ଦଳ ନିର୍ଦ୍ଧାରିତ ୨୦ ଓଭର ରେ ୧୦ ୱିକେଟ ହରାଇ ସଂଗ୍ରହ କରିଥିଲେ ୨୬୨ ରନ ।
ଜବାବରେ ଅତା ଦଳ ମାତ୍ର ୨୦୬ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ସୁନୀଲ ମଲ୍ଲିକ ଶେଷଦେବ ପାଗଡ ଧନୁଆ ସାହୁ ନାରାୟଣ ସାହୁ ଖେଳକୁ ପରିଚାଳନା କରିଥିଲେ ।
