News
lipub
samparksetu

ନାବାଳିକାକୁ ଅପହରଣ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ଫାଣ୍ଡି ରାଧାଦେଇପୁର ଗ୍ରାମର ଭାଷ୍କର ବେହେରା ଙ୍କ ୧୭ ବର୍ଷୀୟ ଝିଅ କୁ ଉକ୍ତ ଗ୍ରାମର ହଟିଆ କମାର ନାମକ ଯୁବକ ଅପହରଣ କରି ନେଇଥିବାର ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା ଙ୍କ ବାପା ।

ସୂଚନା ଅନୁଯାୟୀ ,ଗତ ୨୮ମେ ରେ ଉକ୍ତ ନାବାଳିକା ଘର ପଛପାଖ ବାଡ଼ିପଟକୁ ଯାଉଛି କହି ଆଉ ଫେରି ନଥିଲେ । ଘର ଲୋକେ ଅନେକ ଖୋଜାଖୋଜି କଲା ପରେ ତା ପର ଦିନ ଝିଅ ହଟିଆ କମାର ନାମକ ଯୁବକ ଙ୍କ ମାମୁଁ ଘର ଯାହାକି ଆମ୍ବବାହାଳି ସେଠାରେ ଝିଅ ଥିବାର ଖବର ପାଇଥିଲେ । ତେବେ ଏ ନେଇ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।

new life
You might also like
error: Content is protected !!