News
lipub
samparksetu

କାରଖାନା ବିରୋଧରେ କ୍ଷତିଗ୍ରସ୍ତ ପ୍ରଜା ସଂଘର ବୈଠକ

ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ର କନ୍ତିମିଲ୍ ଗ୍ରାମପଞ୍ଚାୟତ ରେ ରୁଙ୍ଗଟା ମାଇନ୍ସ କାରଖାନା ବିରୋଧରେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି ନେତ୍ରୀ ଅଂଜଳି ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା।

କ୍ଷତିଗ୍ରସ୍ତ ପ୍ରଜା ମଧ୍ୟ ଉପସ୍ଥିତ ରହି ଥିଲେ। ବୈଠକରେ ମୁଖ୍ୟ ଉଦ୍ଦେଶ୍ଯ ଥିଲା ଯେ କାରଖାନା ପ୍ରଥମେ ଜମି ଅଧିଗ୍ରହଣ କରିବା ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ଓ କାରଖାନା ପ୍ରତିଷ୍ଠା ହେବା ପରେ ନିଜର ପେରୀ ଫେରି ୱର୍କ ରେ ଯାହା କରିବା କଥା ତାହା ଏବେ ଯାଏ ପୂରଣ କରି ନାହଁ, ତାହା ପରେ ମଧ୍ଯ ଦ୍ଵିତୀୟ ପର୍ଯ୍ୟାୟ ଆଉ ଥରେ ଏହି ଅଞ୍ଚଳରେ ଜମି ଅଧିଗ୍ରହଣ କରିବାକୁ ଯୋଜନା କରୁଥିବାରୁ ଏହା ର ବିରୋଧ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

new life
You might also like
error: Content is protected !!