News
lipub
samparksetu

ଗାଧୁଆ ଘରୁ ବିଷଧର ସର୍ପ ଉଦ୍ଧାର

ଭୁବନ ତହସିଲ ଅନ୍ତର୍ଗତ ଦିଘି ପଞ୍ଚାୟତ ସରଦେଇପୁର ଗ୍ରାମର ମନୋଜ ପ୍ରଧାନଙ୍କ ଗାଧୁଆ ଘରୁ ଏକ ବିଷଧର ସର୍ପ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ମନୋଜଙ୍କ ଘର ଲୋକ ଗାଧୁଆ ଘରକୁ ଯାଇଥିବା ବେଳେ ସାପଟିକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ।

ସଂସ୍ଥାର ବିକ୍ରମ ସାମଲ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।ଏହାର ଲମ୍ବ ପାଞ୍ଚ ଫୁଟ ହୋଇଥିବା ବେଳେ ଏହା ଏକ ନାଗ ବୋଲି ଜଣା ପଡିଛି।

new life
You might also like
error: Content is protected !!