News
lipub
samparksetu
Browsing Tag

#dhenkanal #dhenkanalupdate

ସାହାରା ଇଣ୍ଡିଆରେ ଟଙ୍କା ନିବେଶ କରି ଚିନ୍ତାରେ ଜମାକାରୀ

ଢେଙ୍କାନାଳ ସହରସ୍ଥିତ ଜଗନ୍ନାଥ ରୋଡରେ ଥିବା ସାହାରା ଇଣ୍ଡିଆ ଶାଖାରେ ଲକ୍ଷ ଲକ୍ଷ ଟଙ୍କା ଜମା କରି ଜମାକାରୀ ମାନେ ନିରାଶ ହୋଇପଡିଛନ୍ତି । ଦୋର୍ଘଦିନ ଅପେକ୍ଷା ପରେ ବି ଟଙ୍କା ନମିଳିବାରୁ ହତାଶା ମଧ୍ୟରେ ଗତି କରିଥିବା ବେଳେ ଏବେ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଅନୁସାରେ ଟଙ୍କା ଫେରିପାଇବାର

ପଳାଶପିଠିଆ ଠାରେ ସଡ଼କ ଦୁର୍ଘଟଣା ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ର ପଳାଶ ପିଠିଆ ଗୋଡ଼ା ରାସ୍ତାରେ ଗତକାଲି ଜଣେ ବାଇକ ଆରୋହୀ ଙ୍କର ଦୁର୍ଘଟଣା ରେ ମୃତ ହୋଇଛି । ଖବର ନେବାରେ ଜଣାଯାଇଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅତା ଗ୍ରାମ ର ପ୍ରଦୀପ୍ତ ସାହୁ (୫୬) ବାରୁଆଁ ସ୍ଥିତ ତାଙ୍କ ସଂପର୍କୀୟ

ଦୁର୍ଘଟଣା ରେ ତିନି ଗୁରୁତର ,ଜଣେ ମୃତ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ କାର୍ତ୍ତିକେଶ୍ୱର ପୂଜା ଚଳିତ ବର୍ଷ ଧୁମଧାମରେ ପାଳନ ହେଉଥିବା ବେଳେ ଏହି ଅବସରରେ ଗ୍ରାମାଞ୍ଚଳ ମାନଙ୍କରେ ସନ୍ଧ୍ୟା ହେଲେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି ।

ପ୍ରେମିକା ଗଳିର ଚା’

ଝିପିଝିପି ବର୍ଷା ସୁଲୁସୁଲୁ ବାଆ ଲାଗି ରହିଥିଲା ଝଡ଼ି,ଥରୁଥିଲା ଓଠ ଭିଜୁଥିଲା ଦେହ ମାରୁଥିଲା ଘଡ଼ଘଡି । ଗଳି ପରେ ଗଳି ତେତିଶ ଗଳି ମୁଁ ଅତିକ୍ରାନ୍ତ କଲା ପରେ,ପ୍ରେମିକା ଗଳିରେ ପଦାର୍ପଣ କଲି

କୌଶଳ ମହୋତ୍ସବ କାର୍ଯ୍ୟକ୍ରମରେ ୧୨୦୦ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରି

ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ତରଫରୁ ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ୱରା ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଂଗଧର ଷ୍ଟାଡିୟମରେ ଠାରେ ଅନୁଷ୍ଠିତ କୌଶଳ ମହୋତ୍ସବ ତଥା 'ରୋଜଗାର ମେଳାରେ। କେନ୍ଦ୍ରମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ

ଚିକିତ୍ସିତ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ !

ଢେଙ୍କାନାଳ ମୁଖ୍ୟ କାରାଗାରର ଜବେ ବିଚାରଧୀନ କଏଦୀଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।ମୃତକ ହେଲେ ଭଦ୍ରକ ଜିଲ୍ଲାର ନିରଞ୍ଜନ ପାଣୀ (୩୦)। ବରପଦା ଛକ ଠାରେ ଥିବା ଏସବିଆଇ ଏଟିଏମ ଲୁର ଘଟଣାରେ ସେ ସଂମ୍ପୃକ୍ତ ଥିଲେ ।ଗଁଦିଆ ପୋଲିସ ନିରଞ୍ଜନ ସମେତ ୩ଜଣଙ୍କୁ

ତୁମ କାନର ଝୁମୁକା

ମନେଅଛି ମୋର ଅନେକ ଦିନରୁତୁମ କାନର ଝୁମୁକା,ଯାହାକୁ ପିନ୍ଧିକି ତୁମେ ଆସିଥିଲଦେଖା କରିବାକୁ ଏକା। ଗୋଧୂଳି ବେଳାରେ ନିର୍ଜନ ସ୍ଥାନରେଆସୁଥିଲ ହସିହସି,ସେତିକି ବେଳକୁ ଝୁଣ୍ଟୁକି ପଡିଲଝୁମୁକା ପଡ଼ିଲା ଖସି। ଝୁମୁକା ଖସିବା ଚିନ୍ତାକରି ତୁମେଉଣା କରୁଥିଲ ମନ,କଥା ଦେଇଥିଲି ଏଥର

ଜିଲ୍ଲା ନିର୍ବାହୀ ଅଧିକାରୀ ସଂଘର ସାଧାରଣ ଅଧିବେଶନ

ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଢେ଼ଙ୍କାନାଳ ଜିଲ୍ଲା ନିର୍ବାହୀ ଅଧିକାରୀ ସଂଘର ସାଧାରଣ ଅଧିବେଶନ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଂଘର ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଗଁଦିଆ

ଯୁବକଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଖଜୁରିଆ ପାତ୍ର ସାହିରେ ଗତ ଦୁଇ ତାରିଖ ବୁଧବାର ସନ୍ଧ୍ୟା ପ୍ରାୟ ସାତଟା ସମୟରେ ଏକ ମେଳା ଚାଲୁଥିବା ସମୟରେ ମାନସ ନାଏକ ନାମକ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ପନିକି ସାହାଯ୍ୟରେ ସେହି ପାତ୍ର ସାହିର ବୁଦ୍ଧିଆ ପାତ୍ରକୁ ଜୀବନରେ ମାରିଦେବା

ଦାବି ପୂରଣ ନହେଲେ ଜିଲ୍ଲା ଓ ପଞ୍ଚାୟତ ସ୍ତରରେ ଅସହଯୋଗ ନିଷ୍ପତି

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟ ଡ୍ରାଇଭର ମହାସଙ୍ଘର ଦାବି ପୂରଣ ପାଇଁ ସଙ୍ଘ ତରଫରୁ ଦଣ୍ଡବତ ପ୍ରତିବାଦ ସହିତ ଶହ ଶହ ଡ୍ରାଇଭର ନବୀନ ନିବାସ ଅଭିମୂଖେ ଯାତ୍ରା କରିଛନ୍ତି ।ସରକାର ଦାବି ପୂରଣ ନକଲେ ଡ୍ରାଇଭର ମାନେ ପଞ୍ଚାୟତ ଏବଂ ଜିଲ୍ଲା ସ୍ତରରେ ସରକାରଙ୍କୁ ଅସହଯୋଗ କରିବା ପାଇଁ ନିଷ୍ପତି
error: Content is protected !!